ଡଙ୍ଗାରେ ଚଢ଼ିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର
ଆଳି : ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗଙ୍ଗାଧର ପ୍ରସାଦ ଡ଼ିଆ ଗାଁ ଖରସ୍ରୋତା ନଦୀକୂଳରେ ଅଘଟଣ ଘଟିଛି । ନିଖୋଜ ବୃଦ୍ଧ ହେଲେ ୬୦ ବର୍ଷିୟ ପାରେଶ୍ବର ବେହେରା । ନଦୀ ପାର ହେବାକୁ ଘାଟରେ ଡଙ୍ଗା ପାଇଁ ଠିଆ ହୋଇଥିବାବେଳେ କୁମ୍ଭୀର ଟାଣିନେଇଥିଲା । ସୂଚନା ଅନୁସାରେ, ଗଙ୍ଗାଧର ପ୍ରସାଦ ଡିଆ ଗାଁରୁ ଡଙ୍ଗାରେ ନଦୀ ପାର ହୋଇ ଆୟତ ବଜାର ଯିବା ପାଇଁ ପରେଶ୍ୱର ଡଙ୍ଗା ନିକଟକୁ ଯାଉଥିଲେ । […]
Read More Text.