ବାରିପଦାରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଲୋକ ଅଦାଲତ
ବାରିପଦା : ବାରିପଦା ସ୍ଥିତ ଜିଲ୍ଲା ନ୍ୟାୟାଳୟ ପରିସରରେ ଚଳିତ ମାସ ୧୮ ତାରିଖ (ଶନିବାର) ଦିନ ଏନ. ଆଇ. ଆକ୍ଟ କେସ୍ ଧାରା ୧୩୮ ଅନ୍ତର୍ଗତ (ଚେକ ବାଉନ୍ସ) ମୋକଦ୍ଦମା ଗୁଡିକର ସମାଧାନ ନିମନ୍ତେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଆୟୋଜିତ ହେବ। ଏହି ସ୍ୱତନ୍ତ୍ର ଲୋକ ଅଦାଲତ ମାଧ୍ୟମରେ ଦୀର୍ଘଦିନ ଧରି ଚାଲି ଆସୁଥିବା ବିଚାରାଧୀନ ମୋକଦ୍ଦମା ଗୁଡିକର ପକ୍ଷମାନଙ୍କ ସହମତିରେ ଆପୋଷ ବୁଝାମଣା ଦ୍ଵାରା ସମାଧାନ କରାଯାଇପାରିବ, ଯେଉଁଥିରେ କୌଣସି ଅର୍ଥ ବହନ […]
Read More Text.