IMG 20260125 WA0178

ମହାଶିବରାତ୍ରି ପ୍ରସ୍ତୁତି ବୈଠକ 

ବାରିପଦା : ସ୍ଥାନୀୟ ତକତପୁର ସ୍ଥିତ ପାତାଳେଶ୍ୱର ମହାଦେବ ମନ୍ଦିର ପରିସରରେ ୩୯ତମ ମହାଶିବରାତ୍ରି ପାଳନ ଅବସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ମନ୍ଦିର ପରିଚାଳନା କମିଟିର ସଭାପତି ସୋମନାଥ ସିଂହଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ସଭାରେ ମନ୍ଦିର ଟ୍ରଷ୍ଟି ତଥା ପୂଜକ ଶ୍ରୀନିବାସ ପ୍ରସାଦ, ସମ୍ପାଦକ ବଳରାମ ନାଥ, ଉପ ସଭାପତି ଡଃ ନିରୋଜ କୁମାର ପୋଥାଳ ଓ ସୁଜିତ କୁମାର ସାହୁ, ଉପଦେଷ୍ଟା ଡଃ ଅସୀମ କୁମାର ଚକ୍ରବର୍ତ୍ତୀ, କାର୍ଯ୍ୟାଳୟ ସମ୍ପାଦକ ଗଦାଧର ଭଦ୍ର, […]

Read More Text.
IMG 20260125 WA0168

ବାମନଘାଟୀ ଟ୍ରକ ମାଲିକ ସଂଘ ନିର୍ଵାଚନ : ବରୁଣ ସଭାପତି, ମନୋରଞ୍ଜନ ସାଧାରଣ ସଂପାଦକ

ବାରିପଦା : ଵାମନଘାଟୀ ଟ୍ରକ ମାଲିକ ସଂଘର ନିର୍ବାଚନ ଆଜି ରବିବାର ଦିନ ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି ।ନିର୍ବାଚନ ଅଧିକାରୀ ଭାବେ ଆଡଭୋକେଟ ରାମେଶ୍ବର ଅଧିକାରୀ ନିର୍ଵାଚନ  ଦାୟିତ୍ଵ ନିଷ୍ଠାର ସହ ତୁଲାଇଥିଲେ ।ବାମନଘାଟୀ ଟ୍ରକ ମାଲିକ ସଂଘରରେ ୭୨ ଜଣ ଟ୍ରକ ମାଲିକ ନାମ ପଂଜିକୃତ କରିଥିବାବେଳେ ୬୨ ଜଣ ଟ୍ରକ ମାଲିକ ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ ।ସଂଘର ମୁଖ୍ୟ ୫ ଟି ପଦରେ ସର୍ବସମ୍ମତିକ୍ରମେ  ମନୋନିତ ହୋଆଯାଇଛି ।ସଭାପତି ଭାବେ ବରୁଣ କୁମାର […]

Read More Text.
6

ସାରଳା ସାହିତ୍ୟ ଓଡ଼ିଆ ଜାତିର ‘ଜୀବନ ବେଦ’ :  ଶୂଦ୍ରମୁନି ଆଦିକବି ଶାରଳା ଦାସଙ୍କ ପୂଣ୍ୟ ତିଥି ପାଳିତ

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟର ପ୍ରାଣପ୍ରତିଷ୍ଠାତା, ଶୂଦ୍ରମୁନି ଆଦିକବି ଶାରଳା ଦାସଙ୍କ ପବିତ୍ର ପୂଣ୍ୟ ତିଥି ଅବସରରେ ଏକ ଭବ୍ୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ‘ଆଦିକବି ସାରଳା ଦାସ ବିକାଶ ପରିଷଦ, ଓଡ଼ିଶା’ ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚିକିତ୍ସକ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ପର୍ଶୁରାମ ଦ୍ବିବେଦୀ ଯୋଗଦେଇଥିବା ବେଳେ ବରିଷ୍ଠ ଲେଖକ ମନୋଜ କୁମାର ମହାପାତ୍ର ମୁଖ୍ୟ ଅତିଥି ଏବଂ […]

Read More Text.

୪ ଓଡ଼ିଆଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ, ସାହିତ୍ୟ ଓ ଶିକ୍ଷାକ୍ଷେତ୍ରରେ ଲେଖକ ଚରଣ ହେମ୍ବ୍ରମ ସମ୍ମାନିତ

ଭୁବନେଶ୍ୱର : ଓଡ଼ିଶାର ଚରଣ ହେମ୍ବ୍ରମଙ୍କ ସହ ୪ ଜଣଙ୍କୁ ୨୦୨୬ ପାଇଁ  ପଦ୍ମଶ୍ରୀ ସମ୍ମାନ  ।  ଓଡ଼ିଶାର ସାନ୍ତାଳୀ ଭାଷାର ବିଶିଷ୍ଟ ଲେଖକ ଚରଣ ହେମ୍ବ୍ରମଙ୍କୁ ୨୦୨୬ ପାଇଁ ପଦ୍ମଶ୍ରୀ ସମ୍ମାନ ।  ସାହିତ୍ୟ ଓ ଶିକ୍ଷାକ୍ଷେତ୍ର ପାଇଁ ଶ୍ରୀ ହେମ୍ବ୍ରମ ପାଇଲେ ପଦ୍ମଶ୍ରୀ ସମ୍ମାନ ।  ଜାତୀୟ ଗଣମାଧ୍ୟମରେ ସୁତ୍ରରୁ ସୂଚନା ମିଳିଛି ।  ସେହିପରି ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଓ  ସୀମାଞ୍ଚଳ ପାତ୍ରଙ୍କୁ କଳା ପାଇଁ ପଦ୍ମଶ୍ରୀ ସମ୍ମାନ ।  […]

Read More Text.
Images

କେନ୍ଦ୍ର ସରକାରଙ୍କ ନୂଆ IAS/IPS କ୍ୟାଡର ବଣ୍ଟନ ନୀତି ଜାରି

ଭୁବନେଶ୍ବର: ବଦଳିଲା IAS/IPS କ୍ୟାଡର ନିୟମ ।  କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଛି ନୂଆ IAS/IPS କ୍ୟାଡର ବଣ୍ଟନ ନୀତି ।  ଏହି ନୂତନ ନୀତି ପୂର୍ବରୁ ପ୍ରଚଳିତ ନିୟମଗୁଡ଼ିକୁ ହଟାଇ ୨୦୨୬ ମସିହାର ସିଭିଲ୍ ସର୍ଭିସ ପରୀକ୍ଷା (CSE-2026) ଠାରୁ କାର୍ଯ୍ୟକାରୀ ହେବ ।  ପ୍ରତିବର୍ଷ ଜାନୁଆରୀ ୧ ସୁଦ୍ଧା କ୍ୟାଡର ନିୟନ୍ତ୍ରଣ କରୁଥିବା ବିଭାଗଗୁଡ଼ିକ ଖାଲିଥିବା ପଦବୀର ତାଲିକା ପ୍ରସ୍ତୁତ କରିବେ ।  ଏହି ପଦବୀଗୁଡ଼ିକ ଅଣସଂରକ୍ଷିତ , SC, ST, OBC ଏବଂ […]

Read More Text.
IMG 20260124 WA0211

ବ୍ରାଉନସୁଗାର ଜବତ, ଦୁଇ ଗିରଫ

ବାରିପଦା: ନିଶା କବଳରେ ବରିପଦା ସହର। ବିଶେଷ ଭାବେ ନିଶା କବଳରେ କବଳିତ ହୋଇ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି ଯୁବ ସମାଜ। ଯାହାର ନଗ୍ନ ଉଦାହରଣ ସ୍ବରୂପ ଶୁକ୍ରବାର ବାରିପଦା ସହରର ପେଣ୍ଠସ୍ଥଳୀରୁ ବ୍ରାଉନ ସୁଗାର ଜବତ ହେବା ସହ ୨ ଜଣଙ୍କୁ ଗିରଫ କରିଛି ବାରିପଦା ଟାଉନ ଥାନା ପୋଲିସ।   ସୂଚନା ଅନୁସାରେ ଶୁକ୍ରବାର ଦିନ ବାରିପଦା ଟାଉନ ଥାନା ପକ୍ଷରୁ ସ୍ଥାନୀୟ ଷ୍ଟେସନ ବଜାର ସ୍ଥିତ ଆଶୀର୍ବାଦ ଛକ ନିକଟରେ […]

Read More Text.
IMG 20260124 WA0134

ଭଞ୍ଜସେନାର ପ୍ରତିଷ୍ଠା ଦିବସ ପାଳିତ

 ବାରିପଦା : ମୟୁରଭଞ୍ଜ ଜିଲ୍ଲାର ଏକମାତ୍ର ସଂଗ୍ରାମୀ ଯୁବ ଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଜାନୁଆରୀ ୨୩ ତାରିଖ ଶୁକ୍ରବାର ମହାନ୍ ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ ଜୟନ୍ତୀ ଅବସରରେ ତଥା ଭଞ୍ଜସେନା ର 28 ତମ ପ୍ରତିଷ୍ଠା ଦିବସ ଅବସର ରେ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଙ୍କ ତତ୍ୱାବଧାନ ରେ ଜିଲ୍ଲା ତମାମ ମନ୍ଦିର, ଜାହିରା ପୀଠ,ମସଜିଦ୍, ଗୀର୍ଜା ଓ ଅନ୍ୟାନ୍ୟ ଧାର୍ମିକ ପୀଠ ଗୁଡିକରେ ପୂଜାର୍ଚ୍ଚନା ସାରି ଜିଲ୍ଲାର […]

Read More Text.
IMG 20260124 WA0183

ରୋଗଶଯ୍ୟାରେ ଧିରେନ, ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

ବାରିପଦା : ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ଡୁମୁରଡିହା ପଞ୍ଚାୟତର ହଳଦିଆ ଗ୍ରାମର ଧିରେନ କୁମାର ନାଥ କିଡନୀ ରୋଗରେ ପୀଡିତ ହୋଇ ଗତ ଅଗଷ୍ଟ ମାସ ପାଖରୁ କୀମସ୍ ହସ୍ପିଟାଲ୍ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି I ୨ଟି ଯାକ କିଡନୀ ନଷ୍ଟ ହୋଇଯିବା ପରେ ଡାକ୍ତର କିଡନୀ ପ୍ରତ୍ୟାରୋପଣ ପାଇଁ ପରାମର୍ଶ ଦେଇଛନ୍ତି I ଆୟୁଷ୍ମାନ କାର୍ଡର ସମସ୍ତ ୫ଲକ୍ଷ ଟଙ୍କା ଖର୍ଚ୍ଚ ସରିବା ପରେ ନିଜର ସଞ୍ଚିତ ସମସ୍ତ ଅର୍ଥ ଖର୍ଚ୍ଚ କରିସାରି […]

Read More Text.
IMG 20260124 WA0184

ବଳାଙ୍ଗୀ ମହୋତ୍ସବ ପ୍ରସ୍ତୁତି ବୈଠକ 

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରେ ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ଏବଂ ବିକାଶ ନିମନ୍ତେ ବିଗତ 2003 ମସିହା ଠାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ ମୟୁରଭଞ୍ଜ ଜିଲ୍ଲାର ମହାନ ଗଣପର୍ବ ମୟୁରଭଞ୍ଜ ବାଲି ମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ, ଚଳିତ ବର୍ଷ 24ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2026 ମହା […]

Read More Text.
BJPs Manmohan Samal Slams BJD Congress for ‘Disrupting Odisha Assembly

ଆଗୁଆ ହେବ ପଞ୍ଚାୟତ ନିର୍ବାଚନ; ଇସାରା ଦେଲେ ବିଜେପି ରାଜ୍ୟ ମୁଖିଆ

ଭୁବନେଶ୍ବର: ରାଜ୍ୟରେ ଆଗୁଆ ପଞ୍ଚାୟତ ନିର୍ବାଚନ ସମ୍ଭାବନା ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି ​ ଯେ ଆସନ୍ତାବର୍ଷ ଜନଗଣନା ହେବାର ଥିବାରୁ ସେଥିଲାଗି ଆଗୁଆ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି। ନିର୍ଦ୍ଧାରିତ ସମୟର ଦୁଇରୁ ତିନିମାସ ପୂର୍ବରୁ ହୋଇପାରେ ପଞ୍ଚାୟତ ନିର୍ବାଚନ । ଛଅମାସ ଭିତ​‌ରେ ଅଧୁରା ପଡିଥିବା ଲୋକାଭିମୁଖ୍ୟି କାମ ଗୁଡିକ ଶେଷ କରିବାକୁ ବିଜେପି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ବିଜେପି ସଭାପତି […]

Read More Text.