Photo for the news of swagat utsav

ସ୍କୁଲ ପିଲାଙ୍କୁ ସ୍ୱାଗତ ଉତ୍ସବ

ଆଗରପଡ଼ା :ଗ୍ରୀଷ୍ମ ଅବକାଶ ପରେ ସୋମବାର ସ୍କୁଲଗୁଡ଼ିକ ଖୋଲିଛି । ଏହି ଅବସରରେ ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଓଡ଼ଙ୍ଗ ଜେକେ ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ସ୍ୱାଗତ ଉତ୍ସବର ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ସିଆରସିସି ପରମେଶ୍ୱର ପୃଷ୍ଟିଙ୍କ ଅଧ୍ୟକ୍ଷତା ଓ ପ୍ରଧାନଶିକ୍ଷକ ମାଧବାନନ୍ଦ ମୁଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ସଭାରେ ପ୍ରଦୀପ ପଲେଇ, ସତ୍ୟାନନ୍ଦ ଜେନା, ସନାତନ ଦାସ, ନିରଞ୍ଜନ ବେହେରା, ବିସୟା ପଲେଇ, ନୟନା ଜେନା, ମମତା ଗିରି, […]

Read More Text.
Ewq

ଆଗରପଡ଼ା ରଥଖଳା ଚଳଚଂଚଳ

ଆଗରପଡ଼ା :ଜିଲ୍ଲାର ଅନ୍ୟତମ ପ୍ରମୁଖ ତଥା ପୁରାତନ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଏଥିପାଇଁ ରଥ ଖଳା ଚଳଚଞ୍ଚଳ ହୋଇ ଉଠିଛି । ଯୁବ ଠାକୁର ରାଜା ତଥା ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା ଚାଲିଛି । ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏଠାରେ ଶାନ୍ତିଶୃଙ୍ଖଳା ଭାବେ ସମାପନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ଶ୍ରୀ ସିଂହ ।

Read More Text.
Mukesh 300x300

ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣରେ ଅଛି: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣରେ ଅଛି। ରାଜ୍ୟ ସରକାର ଓଡ଼ିଶାରେ ଡାଇରିଆ ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି ଏବଂ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁଯାୟୀ, ପ୍ରଭାବଶାଳୀ ପରିଚାଳନା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାରୋଟି ବିଭାଗ ସହିତ ପରିସ୍ଥିତି ସମୀକ୍ଷା କରିଛନ୍ତି। ପ୍ରତ୍ୟେକ ଜିଲ୍ଲାରେ ଡାଇରିଆ ବ୍ୟାପିବା ନିୟନ୍ତ୍ରଣ କରିବା ପାଇଁ ଡାଇରିଆ ବନ୍ଦ ସଚେତନତା ଅଭିଯାନ କରାଯାଇଛି। […]

Read More Text.

ଯୁବଶକ୍ତି ଆମ ବିକାଶ ରଥର ସାରଥି: ମୁଖ୍ୟମନ୍ତ୍ରୀ

ଗଞ୍ଜାମ/ଭୁବନେଶ୍ବର: ଓଡ଼ିଶାର ଯୁବ ସମାଜ ପାଇଁ ଏକ ସୁବର୍ଣ୍ଣ ଯୁଗ ଆସିଛି। ସବୁ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେଉଛି । ମାନନୀୟ ପ୍ରଧାନମନ୍ତ୍ରୀ ଏବେ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିଛନ୍ତି । ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବ । ବର୍ତ୍ତମାନ ସୁଦ୍ଧା ଆମେ ପ୍ରାୟ ୨୮,୦୦୦ ରୁ ଅଧିକ ସରକାରୀ ପଦବୀ ପୂରଣ କରିଛୁ ଏବଂ ଶିଳ୍ପାୟନ ମାଧ୍ୟମରେ […]

Read More Text.
Images (2)

ଓଡ଼ିଶା ଗସ୍ତରେ ଥିବା ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ: ପୁଲିସର ନିଷ୍କ୍ରିୟତା ନେଇ ଉତ୍ତେଜନା ପ୍ରକାଶ

ଯାଜପୁର: ଗୋପାଳପୁର ବେଳାଭୂମି ଘଟଣା ନେଇ ରାଜ୍ୟ ଦେଶ ତଥା ବିଦେଶରେ ବଦାନାମ୍ ହୋଇଛି। କିନ୍ତୁ ରାଜ୍ୟରେ ଏଭଳି ଘଟଣା ଗୋଟିକ ପରେ ଗୋଟିଏ ଘଟିବାରେ ଲାଗିଛି। ଜୁନ୍ ୧୫ରେ ଗୋପାଳପୁର ଘଟଣା ଘଟିଥିଲା। ଏହାର ୭ ଦିନ ପରେ ଜୁନ୍ ୨୨ ତାରିଖ ରବିବାର ସନ୍ଧ୍ୟାରେ ଯାଜପୁରରେ ଏକ ଅସଦାଚରଣ ଘଟଣା ଘଟିଛି। ବନ୍ଧୁଙ୍କ ସହ ଓଡ଼ିଶା ଭ୍ରମଣରେ ଆସିଥିବା ଦିଲ୍ଲୀର ଜଣେ ଯୁବତୀଙ୍କୁ ଯାଜପୁର ଜିଲ୍ଲାର ଦଶରଥପୁର ଅଞ୍ଚଳରେ ଦୁଇଜଣ ଯୁବକ ଅସଦାଚରଣ କରିଥିବା […]

Read More Text.

ଗୋପାଳପୁର ଘଟଣା ପରେ ସରକାର ‘ଲଭର୍ସ ପଏଣ୍ଟ’ଗୁଡ଼ିକର ସୁରକ୍ଷା ବୃଦ୍ଧି କରିଛନ୍ତି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ସରକାର ରାଜ୍ୟର ‘ଲଭର୍ସ ପଏଣ୍ଟ’ଗୁଡ଼ିକ ଏବଂ ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକର ସୁରକ୍ଷା ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରକାଶ କରିଛନ୍ତି। ସେ ସୂଚିତ କରିଛନ୍ତି, ସମସ୍ୟାର ସମାଧାନ ଏବଂ ଦୃଢ଼ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଦୁଇ ପର୍ଯ୍ୟାୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଛି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଗୋପାଳପୁରରେ ଘଟିଥିବା ଏକ ସାମ୍ପ୍ରତିକ ଘଟଣା ପରେ ସରକାରଙ୍କ ପକ୍ଷରୁ ଏହି ନୂତନ ସତର୍କତା ଆସିଛି। ଯାହା […]

Read More Text.
Sardar 2

ଅସ୍ତ୍ରୋପଚାର ପରେ ନବୀନ ସୁସ୍ଥ ହେଉଛନ୍ତି: ପ୍ରେମ ପଟ୍ଟନାୟକ

ମୁମ୍ବାଇ/ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସ୍ତ୍ରୋପଚାର ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ଏନେଇ ଏକ ଆଶ୍ୱାସନାଦାୟକ ବାର୍ତ୍ତା ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ଭିଡିଓରେ, ପ୍ରେମ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ସମୟରେ ଓଡ଼ିଶାବାସୀଙ୍କ ପକ୍ଷରୁ କରାଯାଇଥିବା ପ୍ରାର୍ଥନା ଏବଂ ଶୁଭେଚ୍ଛା ପାଇଁ ହୃଦୟର ସହିତ କୃତଜ୍ଞତା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକଙ୍କର ସମ୍ପ୍ରତି ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ […]

Read More Text.
Zzz

ଲଗାଣ ବର୍ଷାରେ ବେହାଲ ସୁରଟ

ଗାନ୍ଧୀନଗର: ମୌସୁମୀ ଜନିତ ବର୍ଷାରେ ବେହାଲ ହୋଇଛି ସୁରଟ । ସକାଳେ ସକାଳେ ଲଗାଣ ବର୍ଷା ପରେ ସହରରେ ବନ୍ୟା ପରି ସ୍ଥିତି ଉପୁଜିଛି । ପ୍ରବଳ ବର୍ଷା ଫଳରେ ସହର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଆଣ୍ଠୁଏ ପାଣି ଛିଡ଼ା ହୋଇଛି ଯାହା ଫଳରେ ଜନ ଜୀବନ ପ୍ରଭାବିତ ହୋଇଛି । ଜଳ ପାଇଁ ସହରରେ ଦେଖା ଦେଇଛି ଟ୍ରାଫିକ ସମସ୍ୟା । ବର୍ଷା ଏତେ ଜୋରରେ ହୋଇଛି ଯେ ରାସ୍ତାରେ ବାଇକ୍ ସବୁ ଭାସୁଥିବା ଦେଖିବାକୁ […]

Read More Text.
Amari sishu

‘ଆମରି ଶିଶୁ’ ପୋର୍ଟାଲ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୬: ଶିଶୁ କଲ୍ୟାଣ ଏବଂ ଡିଜିଟାଲ ପ୍ରଶାସନକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୁପ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ରାଜ୍ୟ ମହିଳା ଏବଂ ଶିଶୁ ପ୍ରତିଷ୍ଠାନରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ ‘ଆମରି ଶିଶୁ’ ଓ୍ବେବ୍‌ ପୋର୍ଟାଲ ଉନ୍ମୋଚନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଏହାକୁ ଉନ୍ମୋଚନ କରି କହିଛନ୍ତି, ଏହି ପୋର୍ଟାଲରେ ଅଙ୍ଗନଓ୍ବାଡ଼ି କର୍ମୀ ଶିଶୁଙ୍କ ତଥ୍ୟ ଅପଲୋଡ୍‌ କରିବେ କରିବେ। ଏଥିସହିତ ଏହି ପୋର୍ଟାଲ ଶିଶୁଙ୍କ ଯତ୍ନ ଏବଂ […]

Read More Text.
Z

ଭାଙ୍ଗିଲା ମହିମା ଗାଦିର ଦଧିନଉତି

ଢେଙ୍କାନାଳ  : ଢେଙ୍କାନାଳ ଜିଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମରପୀଠ ମହିମାଗାଦି ଯୋରନ୍ଦାରେ ରବିବାର ବିଳମ୍ବିତ ରାତିରେ ଭାଙ୍ଗିଯାଇଛି। ବଜ୍ରପାତରେ ଗାଦି ମନ୍ଦିର ପୂର୍ବ ମୁଖଶାଳା ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗିଛି। ସୋମବାର ସକାଳେ ଘଟଣା ସମ୍ପର୍କରେ ଜାଣିବା ପରେ ମହିମା ସନ୍ନ୍ୟାସୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି । ରବିବାର ବିଳମ୍ବିତ ରାତିରେ ଖୁବ ଜୋର୍‌ରେ ଏକ ଶବ୍ଦ ଶୁଭିଥିଲା ବୋଲି ଅଞ୍ଚଳବାସୀଙ୍କ କହିଛନ୍ତି। ତେବେ ଏହା ବିପଦର ଏକ ସଙ୍କେତ, ମାଡ଼ି ଆସୁଛି […]

Read More Text.