ସରକାରୀ କ୍ୱାର୍ଟର୍ସରୁ ଚୋରି; ଲକ୍ଷାଧିକ ମୂଲ୍ୟର ଅଳଙ୍କାର ସହ ବିପୁଳ ନଗଦ ଟଙ୍କା ଲୁଟ୍
ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୩ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସରେ ପଶି ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର ଏବଂ ବିପୁଳ ପରିମାଣର ନଗଦ ଲୁଟି ନେଇଛନ୍ତି ଦୁର୍ବୁତ୍ତ। ସୂଚନା ଅନୁଯାୟୀ, ସୋମବାର ରାତିରେ ଘରର ଲୋକମାନେ ପ୍ରାୟ ଦୁଇ ଘଣ୍ଟା ପାଇଁ ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ଦୁର୍ବୃତ୍ତମାନେ ମୁଖ୍ୟ ଦ୍ୱାର ଭାଙ୍ଗି ଖାରବେଳ ନଗର ଥାନା ଅଧୀନରେ ଥିବା କ୍ୱାର୍ଟର୍ସରେ ପ୍ରବେଶ କରି ଘରେ ଲୁଟପାଟ କରିଥିଲେ। ତେବେ ସମ୍ପୂର୍ଣ୍ଣ କାର୍ଯ୍ୟ ସିସିଟିଭିରେ କଏଦ […]
Read More Text.