ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ଆଇନଜୀବୀ ବରୁଣ ଦେ
ବାରିପଦା: ବିଶିଷ୍ଟ ଓକିଲ ବରୁଣ ଦେ ଙ୍କର(୬୨) ଗତକାଲି ସଂନ୍ଧ୍ୟାରେ ଜାମସେଦପୁରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟଅଛି ।ବରୁଣ ଦେ ଜଣେ ବିଜେପିର ଆଗ ଧାଡିର ନେତା ଥିଲେ ।ସେ ପ୍ରାକ୍ତନ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଵିଶେଶ୍ଵର ଟୁଡୁଙ୍କର ରାଇରଙ୍ଗପୁରରେ ପ୍ରତିନିଧି ଥିଲେ ।ପୂର୍ବରୁ ମଧ୍ୟ ଵିଜେଡି- ବିଜେପି ସରକାରରେ ସରକାରୀ ଓକିଲ ମଧ୍ୟ ଥିଲେ ।ସେ ଜଣେ ଅମାୟିକ,ମିଷ୍ଟଭାଷୀ,ମେଳାପି,ଭଦ୍ର ବ୍ୟକ୍ତି ଥିଲେ ।ଜଣେ ଆଜୀବନ ବିଜେପି କର୍ମୀ ଥିଲେ ।ତାଙ୍କର ମର ଶରୀର […]
Read More Text.