Sp

ଯୁବତୀ ଜିଅନ୍ତା ଜଳିଯିବା ଘଟଣା, ଆତ୍ମହତ୍ୟା ଭଳି ଲାଗୁଛି କହିଲେ ଏସପି

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଏସପି ସିଦ୍ଧାର୍ଥ କାଟାରିଆ । ଏସପି କହିଛନ୍ତି ଯେ ପ୍ରଥମେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ କରୁଛୁ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଭଳି ଜଣାପଡିଛି । କାରଣ ସବୁ ବାଟ ବନ୍ଦ ଥିଲା, ତେଣୁ ଏହା ଆତ୍ମହତ୍ୟା ଭଳି ଲାଗୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଯଦି ଆତ୍ମହତ୍ୟା କରିଛନ୍ତି […]

Read More Text.
2 1754561550019

‘EKTA’ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ମାଧୁରୀ ଦୀକ୍ଷିତ

ଭୁବନେଶ୍ବର ୭।୮: ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶାରେ ‘EKTA’ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ । ଭୁବନେଶ୍ବର ଜନତା ମଇଦାନରେ କାର୍ଯ୍ୟକ୍ରମରେ ଯୋଗଦେଲେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । କାର୍ଯ୍ୟକର୍ମର ଶୁଭାରମ୍ଭ କଲେ ମାଧୁରୀ ଦୀକ୍ଷିତ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉପସ୍ଥିତ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଅସ୍ମିତାକୁ ସଙ୍କଟରୁ ଉଦ୍ଧାର କରି ତାକୁ ପୁନର୍ଜିବିତ କରିବା ଆମ ଦାୟିତ୍ୱ […]

Read More Text.
2 183 1754570106295

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ହାଇଓ୍ବା ଚାପାରେ ଚାଲିଗଲା ବାପା-ଝିଅଙ୍କ ଜୀବନ

ପାରାଦୀପ: ବାପା- ଝିଅଙ୍କ ଉପରେ ଚଢ଼ିଗଲା ହାଇଓ୍ବା। ଘଟଣାସ୍ଥଳରେ ଚାଲିଗଲା ଉଭୟଙ୍କ ଜୀବନ। ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ କୋଠିଆସାହି ନିକଟରେ। ଉତ୍ୟକ୍ତ ଗ୍ରାମବାସୀ ରାସ୍ତା ଅବରୋଧ କରିଥିବାବେଳେ ପୋଲିସ ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ସୂଚନା ଅନୁଯାୟୀ, ପ୍ରତିଦିନ ପରି ଷଣ୍ଢପୁର ଗ୍ରାମର ରାଜକିଶୋର ବିଶ୍ଵାଳ ନିଜ ଝିଅ ଲୋରି ବିଶ୍ଵାଳଙ୍କୁ ସ୍କୁଲରୁ ଧରି ବାଇକ ଯୋଗେ ଘରକୁ ଫେରୁଥିଲେ। ହେଲେ କୋଠିଆସାହି ନିକଟରେ ଏକ ଦ୍ରୁତଗାମୀ ହାଇୱା ସେମାନଙ୍କୁ ଧକ୍କା ଦେବାରୁ […]

Read More Text.
Pratap deb newsroom odisha 1 300x160

କେନ୍ଦ୍ରାପଡା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ବିଜେଡି

କେନ୍ଦ୍ରାପଡା : କେନ୍ଦ୍ରାପଡା ଛାତ୍ରୀ ଜଳିଯିବା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ବିରୋଧୀ ବିଜୁ ଜନତା ଦଳ । ଦଳର ବରିଷ୍ଠ ନେତା ତଥା ଆଳି ବିଧାୟକ ପ୍ରତାପ ଦେବ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ପୁଲିସ ଆରମ୍ଭରୁ ପଦକ୍ଷେପ ନେଇଥାନ୍ତା ତେବେ ଆଜି ସେ ଛାତ୍ରୀ ଜଣକ ଜୀବିତ ରହିଥାନ୍ତେ । ପୁଲିସ ପାଖକୁ ଏଲତଲା ଦେବାକୁ ଯାଇଥିବା ବେଳେ ଏତଲା ରଖିଲା ନାହିଁ । ମାମଲାକୁ ଖାମଖିଆଲି ଭାବେ ନେଇ ଅଶ୍ଳୀଳ […]

Read More Text.
Whatsapp image 2025 08 07 at 7.01.07 pm 1068x801

ବେଆଇନ ପିସ୍ତଲ କାରବାର କରୁଥିବାବେଳେ ମାଡ଼ି ବସିଲା ପ୍ଲାଣ୍ଟସାଇଟ ଥାନା ପୋଲିସ

ରାଉରକେଲା : ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ପୋଲିସକୁ ସଫଳତା । ଏସଆଇ ଏସ.ପ୍ରଧାନ ପୋଲିସ ଟିମ୍ ସହ ପାଟ୍ରୋଲିଂ କରୁଥିବା ବେଳେ ଜବତ କରିଛି ଅସ୍ତ୍ରଶସ୍ତ୍ର ଗୁଳି । ବେଆଇନ ଅସ୍ତ୍ର କାରବାର ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ ବେଳେ ଗୁଳି, ଅଗ୍ନି ବାହକ ଅସ୍ତ୍ର ଆଦି ଜବତ କରିଛି ପୋଲିସ । ୧୦ଟି ପିସ୍ତଲ ୬ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିବା ସହ ଏଥିରେ ସମ୍ପୃକ୍ତ ରାଜେଶ ସାହୁକୁ ପୋଲିସ […]

Read More Text.
Kendrapada 750x430

ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡି ଘଟଣା: ବଦଳିଲେ ଗ୍ରାମାଞ୍ଚଳ ଏସଆଇ, କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ପରିବାର

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଜିଲ୍ଲାରେ ଘଟିଥିବା ଅଘଟଣରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗ୍ରାମାଞ୍ଚଳ ଏଏସଆଇ ସୀମାଞ୍ଚଳ ପଲେଇଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ପୂର୍ବରୁ ପୀଡ଼ିତାଙ୍କ ଏତଲା ରଖି ନଥିବା ଅଭିଯୋଗ ହୋଇଥିବା ବେଳେ ପୀଡ଼ିତାଙ୍କ ମୃତ୍ୟୁ ପରେ ଗତକାଲି ଗଣମାଧ୍ୟମରେ ଖାମଖିଆଲି ଭାବେ ମନ୍ତବ୍ୟ ମଧ୍ୟ ଦେଇଥିଲେ, ଯାହାକୁ ନେଇ ଏହି କାର୍ଯ୍ୟନୁଷ୍ଠାନ ନିଆଯାଇଛି । ଅନ୍ୟପଟେ ଏସପି ନିଜେ ଏହି ଘଟଣାରେ ଗ୍ରାଉଣ୍ଡ ଜିରୋରେ ତଦନ୍ତ କରୁଛନ୍ତି । […]

Read More Text.
Odisha govt 300x157

ଖୁବଶୀଘ୍ର ପୂରଣ ହେବ ୨୨, ୮୯୬ ଗ୍ରୁପ୍ ସି ପଦବୀ, ଅଗଷ୍ଟ ୩୧ ସୁଦ୍ଧା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଖୁଵଶୀଘ୍ର ପୂରଣ ହେବ ୨୨ହଜାର ୮୯୬ ଗ୍ରୁପ ସି ପଦବୀ। ରାଜ୍ୟ ସରକାରଙ୍କ ୧୦ ବିଭାଗର ଗ୍ରୁପ ସି ର ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ। ଅଗଷ୍ଟ ୩୧ ସୁଦ୍ଧା ପ୍ରତ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟାରେ ନିଯୁକ୍ତି ପୂରଣ କରିବାକୁ ନିର୍ଦ୍ଦେଶ ରହିଛି। ଖାଲି ପଡ଼ିଥିବା ପଦବୀ ମଧ୍ୟରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ବାଧିକ ୮ ହଜାର୩୫୮, ପଞ୍ଚାୟତିରାଜ ବିଭାଗର ୪ ହଜାର ୪୨, ସ୍ୱାସ୍ଥ୍ୟ ବିଭାଗର ୩ […]

Read More Text.
Screenshot 2025 08 07 165551

ଗାଁରେ ବ୍ୟାପୁଛି ଜଣ୍ଡିସ, ଟେଷ୍ଟ ପାଇଁ ଯାଇଛି ୩୩ ନମୁନା

କଟକ:ବଡ଼ମ୍ବା ବ୍ଲକ ଗୋବିନ୍ଦପୁର ଗାଁରେ ବ୍ୟାପୁଛି ଜଣ୍ଡିସ ରୋଗ। ଗାଁରେ ଜଣେ ପଜିଟିଭ ଚିହ୍ନଟ ହେବା ପରେ ୩୩ ଜଣଙ୍କର ନମୁନା ଟେଷ୍ଟ ପାଇଁ ଯାଇଥିଲା। ୧୪ ଜଣ ଶିଶୁ ଆକ୍ରାନ୍ତଙ୍କୁ ମାଣିଆବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ପରେ ଗାଁରେ ମେଡିକାଲ ଟିମ ଆସି ଚିକିତ୍ସା ଜାରି ରଖିଛି। ଯେପରି ଅନ୍ୟ ଲୋକଙ୍କୁ ଜଣ୍ଡିସ ରୋଗ ନ ବ୍ୟାପିବ ସେ ନେଇ ପ୍ରସ୍ତୁତି କରାଯାଇଛି । ସୂଚନାଥାଉକି, ପ୍ରାଥମିକ ପର୍ଯ୍ୟାୟରୁ ଜଣାପଡିଛି ଯେ, ପାନୀୟଜଳ […]

Read More Text.
Debi mishra 300x225 1

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସମାଧାନ ପାଇଁ ସରକାର କ’ଣ କରୁଛନ୍ତି, ସାର୍ବଜନୀନ ହେବା ଆବଶ୍ୟକ: ଦେବୀ ମିଶ୍ର

ଭୁବନେଶ୍ବର: ମହାନଦୀ ଜଳ ବିବାଦ ସମାଧାନ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ଜଳ ଆୟୋଗ ମନ୍ତ୍ରୀଙ୍କୁ ଭେଟିଛନ୍ତି । ଭଲ କଥା । ତେବେ ସମାଧାନ ପାଇଁ କ’ଣ କରୁଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କ ସହ କ’ଣ ଆଲୋଚନା କଲେ ତାହା ସାର୍ବଜନୀନ ହେବା ଦରକାର ବୋଲି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆମେ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଆମେ ଯାଇଥିଲୁ । ହେଲେ […]

Read More Text.
Usha padhi 1721553613 300x169

ସଡ଼କ ନିର୍ମାଣରେ ବ୍ୟବହାର ହେବ ପ୍ଲାଷ୍ଟିକ ବର୍ଜ୍ୟ!

ଭୁବନେଶ୍ୱର: ସହରାଞ୍ଚଳରେ ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ୍ ଅଳିଆ ବ୍ୟବହାର ଉପରେ ବିଚାର ବିମର୍ଶ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ ପାଢୀ ସହରାଞ୍ଚଳ ଭିତ୍ତିଭୂମି ବିକାଶରେ ସ୍ଥାୟୀ ଏବଂ ପରିବେଶ-ଅନୁକୂଳ ଅଭ୍ୟାସ ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆଲୋକପାତ କରିଥିଲେ ଯେ ପ୍ଲାଷ୍ଟିକ୍ ଅଳିଆ, ବିଶେଷକରି ବୋତଲ ଏବଂ କ୍ୟାରୀ ବ୍ୟାଗ ଭଳି […]

Read More Text.