କୁଳସରିଚୁଆଁରେ ଆଇନ ସଚେତନତା: ସହଜ ନ୍ୟାୟ ଓ ସରକାରୀ ଯୋଜନା ଉପରେ ଗୁରୁତ୍ୱ
କଟକ: ଜିଲ୍ଲା ଆଇନ ସେବା ପ୍ରାଧୀକରଣ (ଡିଏଲ୍ଏସ୍ଏ), କଟକ ଏବଂ କୁଳସରିଚୁଆଁ ପ୍ରାଥମିକ କୃଷି ସମବାୟ ସମିତିର ମିଳିତ ଆନୁକୂଲ୍ୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିରର ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସାଧାରଣ ଲୋକଙ୍କୁ ଆଇନଗତ ସେବା ଏବଂ ବିଭିନ୍ନ ସରକାରୀ ଯୋଜନା ବିଷୟରେ ସଚେତନ କରାଇବା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସଚିବ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ଜେନା, ଆଇନଜୀବୀ […]
Read More Text.