ଆଦିତ୍ୟ କୁମାର ରାମ ଏମ.ଏସ.ସି.ବି ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ଟପ୍ପର

ବାରିପଦା : ମୟୂରଭଞ୍ଜର ପ୍ରତିଷ୍ଠିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ (MSCB) ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ପରୀକ୍ଷାରେ ରାଇରଙ୍ଗପୁର ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଛାତ୍ର ଆଦିତ୍ୟ କୁମାର ରାମ ସର୍ବୋଚ୍ଚ ନମ୍ବର ରଖି ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗରେ ଟପ୍ପର ହୋଇଛନ୍ତି। ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ସେ ମହାବିଦ୍ୟାଳୟ ତଥା ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି l ଆଦିତ୍ୟଙ୍କ ଏହି ସଫଳତାରେ ଖୁସି ପ୍ରକଟ କରି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ମନୋହର ବାରିକ […]

Read More Text.

ଯୋଡାପୋଖରୀ ଗ୍ରାମରେ ଜନଶୁଣାଣି ଶିବିର 

ବାରିପଦା : ଆଜି କୁସୁମୀ ବ୍ଲକ ଅନ୍ତର୍ଗତ ଯୋଡ଼ାପୋଖରୀ ଗ୍ରାମରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ଦୁଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଜନ ଶୁଣାଣି ଶିବିରରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାର, ଉପଜିଲ୍ଲାପାଳ ଶ୍ରୀ ଉଗ୍ରସେନ ଓରାମ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, କୁସୁମୀ ଵି ଡି ଓ ଶ୍ରୀ ଶିବ ଶଙ୍କର ମୁର୍ମୁ, ତହସିଲଦାର ଶ୍ରୀମତୀ ଅଭିସ୍ମିତା ତିୱାରୀ […]

Read More Text.

ଟାଟା ପାଓ୍ଵାର କର୍ମଚାରୀ ଛଟେଇ ମାରଣ ନେଇ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘର ବୈଠକ

ବାରିପଦା  : ଟାଟା ପାଓ୍ଵାର ଓଡିଶାବାସୀଙ୍କୁ ଉଚିତ ବିଦ୍ୟୁତ ଗ୍ରାହକ ସେବା ଯୋଗାଇବା,କର୍ମଚାରୀମାନଙ୍କୁ ଛଟେଇ ନ କରିବା,ଅଧିକ କର୍ମଚାରୀ ନିଯୁକ୍ତି ଦେବା,ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ଭଳି ବହୁ ମିଠା ପ୍ରତିଶ୍ରୁତି ଦେଇ ବିଜେଡି ସରକାର ସମୟରେ ନେସ୍କୋ କୁ ହାତକୁ ନେଇଯାଇଥିଲା ଏବଂ ନାମକରଣ କରିଥିଲା ଟିପିଏନଓଡିଏଲ । ସରକାର ନେସ୍କୋ କୁ କର୍ପୋରେଟ ସଂସ୍ଥାକୁ ଟେକି ଦେଇଥିଲେ ।ତଦସହ ବହୁ ଠିକା କର୍ମଚାରୀଙ୍କୁ ବହୁ ପ୍ରଲୋଭନ ଦେଇ କାମରେ ନିୟୋଜିତ କରିଥିଲା ।ଠିକା କର୍ମଚାରୀମାନେ […]

Read More Text.

ସାହିତ୍ୟ ସମାଜର ୧୨୪ତମ ସ୍ବନକ୍ଷତ୍ର ଦିବସ

ବାରିପଦା :  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ସହଯୋଗରେ ବିଭାଗର ସମ୍ମିଳନୀ କକ୍ଷରେ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ମୟୂରଭଞ୍ଜ ଶାଖାଦ୍ବାରା ସାହିତ୍ୟ ସମାଜର ୧୨୪ ତମ ସ୍ବନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତିଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବରେ ବରିଷ୍ଠ ସ୍ତମ୍ଭକାର ତଥା ସାମ୍ବାଦିକ ହରିଶ୍ଚନ୍ଦ୍ର ନନ୍ଦଗୋସ୍ବାମୀ ଯୋଗଦାନ କରି ଓଡ଼ିଶା ଗଠନରେ ମୟୂରଭଞ୍ଜର […]

Read More Text.

ପୋଲିସ ଆଗରେ ଯୁବକଙ୍କୁ ପିଟି ପିଟି ମାରିଦେଲେ, ଯୁବତୀଙ୍କୁ ଅସଦାଚରଣ କରିଥିଲେ ରୋଡୋରୋମିଓ !

ପିପିଲି : ଯୁବକଙ୍କୁ ପିଟି ପିଟି ମାରିଦେଲେ ବାଲିଅନ୍ତା ଥାନା ଅଂଚଳରୁ । ଏପରି ଅଭିଯୋଗ ଆସିଛି ।  ଦିନ ଦ୍ବିପହରରେ ରାସ୍ତା ଉପରେ ଯୁବତୀଙ୍କୁ ଟଣା ଓଟରା ଘଟଣାକୁ ନେଇ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ଏଭଳି ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ବେଣୁପୁର ଅଞ୍ଚଳରେ । ସୂଚନା ଅନୁଯାୟୀ, ନିଆଳି ବାହାରାଣରୁ ଆସୁଥିବା ଦୁଇ ଯୁବକ ଗାଡି ଧକ୍କା ଦେବାରୁ ବିରୋଧ କରିଥିଲେ ଯୁବତୀ । ଘଟଣାକୁ ନେଇ ରାସ୍ତା […]

Read More Text.

ବଙ୍ଗୋପସାଗରରେ ପୁଣି ବାତ୍ୟା ଭୟ, ଏକାସାଙ୍ଗରେ ସୃଷ୍ଟି ହେବ ୨ଟି ଘୂର୍ଣ୍ଣିବଳୟ !

ଭୁବନେଶ୍ୱର : ବଙ୍ଗୋପସାଗରରେ ପୁଣି ବାତ୍ୟା ଭୟ  ?  ମେ ମଧ୍ୟଭାଗରେ ସୃଷ୍ଟି ହୋଇପାରେ ବଡ଼ ଲଘୁଚାପ  !   ମାଡ଼ି ଆସୁଛି MJO ତରଙ୍ଗ  !  ସମୁଦ୍ରରେ ଏକାସାଥିରେ ସୃଷ୍ଟି ହେବ ଦୁଇଟି ଘୂର୍ଣ୍ଣିବଳୟ ?  ବଙ୍ଗୋପସାଗରରେ ଏକ ବଡ଼ ଧରଣର ପାଣିପାଗ ପରିବର୍ତ୍ତନ ହେବାକୁ ଯାଉଛି। ବୈଜ୍ଞାନିକ ଭାଷାରେ ଏହାକୁ ମ୍ୟାଡେନ୍ ଜୁଲିଆନ୍ ଓସିଲେସନ (MJO) କୁହାଯାଉଛି ।  ଯାହା ମେ ମଧ୍ୟଭାଗରେ ଭାରତ ମହାସାଗର ଏବଂ ବଙ୍ଗୋପସାଗର ଅଞ୍ଚଳରେ ପ୍ରଭାବ ପକାଇବ । ଏହାର ପ୍ରଭାବରେ […]

Read More Text.

ବନ୍ଧା ହେଲା ନକଲି ପୋଲିସ, ପରିଚୟପତ୍ର ଜବତ କରି ପଚରା ଉଚରା ଜାରି

ଭୁବନେଶ୍ବର: ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ରାଜଧାନୀ ଭୁବନେଶ୍ୱରରେ ନିଜକୁ ପୋଲିସ ଏସଆଇ କହି ଲୋକଙ୍କୁ ଡରାଇବା ସହ ଧମକାଉଥିଲା । ଏବେ ତାକୁ ଧରିଛି କମିଶନରେଟ୍ ପୋଲିସ । ଗିରଫ ଯୁବକ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଅଭିଷେକ ମିଶ୍ର । ଆଧାରକାର୍ଡ ଓ ପରିଚୟପତ୍ର ଜବତ କରି ପଚରା ଉଚରା ଜାରି ରଖିଛି ଏୟାରଫିଲ୍ଡ ଥାନା ପୋଲିସ । ସୂଚନାଯୋଗ୍ୟ, ଗତ ଦୁଇ ମାସ ତଳେ, ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ ନକଲି ପୋଲିସ […]

Read More Text.

ଜନ୍ମଦିନରେ ରକ୍ତଦାନ ଶିବିର : ପତି ପତ୍ନୀ ଉଭୟ କଲେ ରକ୍ତଦାନ 

 ମୋଟ  ୨୫ ୟୁନିଟ ରକ୍ତ ସଂଗୃହୀତ  ବାରିପଦା : ସ୍ଥାନୀୟ ବାରିପଦା ବ୍ଲକ ସମ୍ମିଳନୀ କକ୍ଷରେ ନନ୍ଦଲାଲା ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଟ୍ରଷ୍ଟର ପ୍ରତିଷ୍ଠାତା ଶିବ ପ୍ରସାଦ ନନ୍ଦଙ୍କ ଜନ୍ମଦିନରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ ସେ ନିଜେ ଓ ତାଙ୍କ ଧରମପତ୍ନୀ ଅନୁପମା ନନ୍ଦଙ୍କ ସମେତ ମୋଟ ୨୫ ଜଣ ରକ୍ତଦାନ କରିଥିଲେ I ବାରିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରସାଦ ବଳ ମୁଖ୍ୟ ଅତିଥି ଭାବେ […]

Read More Text.

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଗୁରୁତର

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର – ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି ନିକଟସ୍ଥ ଦୁମାତାଣ୍ଡି ନିକଟସ୍ଥ ଢ଼ାବା ନିକଟରେ ଆଜି ପୂର୍ବାହ୍ନ  ସମୟରେ  ଏକ  ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦୁଇ ବାଇକ୍ ଆସନା ସାମନା ହେବା ଫଳରେ ଦୁର୍ଘଟଣା ଘଟିଛି ‌l  ଘଟଣାସ୍ଥଳରେ  ସମସ୍ତ ୩ ଆରୋହୀ ରାସ୍ତାରେ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ ।ସରକାରୀ ଆମ୍ବୁଲାନ୍ସରେ ଉଭୟଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଅଣାଯାଇଥିଲା । ଡାକ୍ତର ଦୁଇ ଜଣଙ୍କୁ ମୃତ […]

Read More Text.

ଟିପିଏନଓଡିଏଲର କର୍ମଚାରୀ କର୍ମଚାରୀ ମାରଣ ନୀତି ବିରୋଧରେ ପ୍ରତିବାଦ ଓ ଦାବିପତ୍ର ପ୍ରଦାନ 

ବାରିପଦା  : ଦିନକୁ ଦିନ ଟିପିଏନଓଡିଏଲର କର୍ମଚାରୀ ଛଟେଇ ମାରଣ ନୀତି ବଢ଼ି ଚାଲିଛି  ଯାହାକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି ।ନେସ୍କୋ ରେ  କିଛି ଠିକା  କର୍ମଚାରୀ ୧୫ ବର୍ଷ ହେଲା କାମ କରି ଆସୁଛନ୍ତି ।୨୦୨୧ ରେ ରାଜ୍ୟସରକାର ନେସ୍କୋ କୁ ଟାଟା କମ୍ପାନୀ ହାତକୁ ଟେକି ଦେଇଛନ୍ତି ।ଟାଟା କମ୍ପାନୀ ନେବା ଫଳରେ ଠିକା କର୍ମଚାରୀଙ୍କୁ ନେଇ ଷ୍ଟ୍ରକଚର, ମିଟର ରିଡିଂ, ବିଦ୍ୟୁତ ବିଲ ପୈଠ, ବିଦ୍ୟୁତ ବିଲ ଆଦାୟ […]

Read More Text.