ପୁଲୱାମା ଶହୀଦଙ୍କୁ ଭଞ୍ଜସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳି
ବାରିପଦା : ଆଜି ପୁଲୱାମା କଳା ଦିବସ ଅବସରରେ ଆମେ ସେହି ବୀର ଶହୀଦମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁଁ, ଯେଉଁମାନେ ଦେଶର ସୁରକ୍ଷା ପାଇଁ ନିଜ ଜୀବନ ବଳିଦାନ କରିଥିଲେ।ତାଙ୍କର ଅତୁଳନୀୟ ସାହସ, ଦେଶପ୍ରେମ ଓ ବଳିଦାନ ସଦା ସର୍ବଦା ଆମ ହୃଦୟରେ ଅମର ରହିବ। ଏହି ଦୁଃଖଦ ଦିନରେ ଆମେ ଶହୀଦ ପରିବାରଙ୍କ ସହ ଏକତା ପ୍ରକାଶ କରୁଛୁଁ ଏବଂ ଭଗବାନଙ୍କ ନିକଟରେ ତାଙ୍କ ଆତ୍ମାର ଶାନ୍ତି କାମନା କରୁଛୁଁ।ଶହୀଦମାନଙ୍କ ବଳିଦାନ କେବେ ଭୁଲାଯିବ ନାହିଁ,ବୀର […]
Read More Text.