Jke5k87g vote from home 625x300 09 October 23 750x430

ଏପ୍ରିଲରୁ ଜୁନ ମଧ୍ୟରେ ଏକାସାଙ୍ଗରେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ !

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ବଡ଼ ଘୋଷଣା। ୨୦୨୭ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଉଭୟ ପଞ୍ଚାୟତ ଓ ପୌର ଭୋଟ୍ ଏକାସାଙ୍ଗରେ ହେବ। ରାଜ୍ୟରେ ଜନଗଣନା କାର୍ଯ୍ୟ ଶେଷ ହେବା ପରେ ପଞ୍ଚାୟତ ଓ ପୌର ନିର୍ବାଚନ କରାଯିବ। ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିଛି। ଏହା ପୂର୍ବରୁ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ସଂରକ୍ଷଣ ତାଲିକା ପ୍ରକାଶ […]

Read More Text.
3

ପୂଜ୍ୟପୂଜା, ଓଡ଼ିଶା ପକ୍ଷରୁ ପଣ୍ଡିତ ନିରଞ୍ଜନ ରଥଙ୍କ ପୂଣ୍ୟତିଥିରେ ପ୍ରଜ୍ଞାପୁରୁଷଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା  : ଓଡ଼ିଶାର ପବିତ୍ର ମାଟି ହେଉଛି ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସାଧନା ପୀଠ। ଗୋପବନ୍ଧୁଙ୍କ ନିକଟରେ ମାନବ ସେବା ହିଁ ଥିଲା ପ୍ରକୃତ ମାଧବ ସେବା। “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ” — ଉତ୍କଳମଣିଙ୍କ ଏହି ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଯେଉଁ କେତେଜଣ ପ୍ରଜ୍ଞାପୁରୁଷ ନିଜ ଜୀବନକୁ ସମାଜ ମଙ୍ଗଳରେ ଉତ୍ସର୍ଗ କରିଥିଲେ, ସେମାନଙ୍କ ମଧ୍ୟରେ ପଣ୍ଡିତ ନିରଞ୍ଜନ […]

Read More Text.
IMG 20260717 WA0228

ବହଳଦା ରୋଡ଼ ଷ୍ଟେସନରେ ବାଦାମପାହାଡ଼–ପୁରୀ ସ୍ପେଶାଲ୍ ଟ୍ରେନ ରହଣି ପାଇଁ ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର 

ବାରିପଦା :  ପ୍ରତିବର୍ଷ  ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ରେଳ ମନ୍ତ୍ରଣାଳୟ ଏବଂ ରେଳ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ବାଦାମପାହାଡ଼–ପୁରୀ ସ୍ପେଶାଲ୍ ଟ୍ରେନ ଚଳାଚଳ କରାଯାଇଥାଏ। ଏହା ଏକ ପ୍ରଶଂସନୀୟ ଏବଂ ଜନହିତକର ପଦକ୍ଷେପ, ଯାହା ଦ୍ୱାରା ମୟୂରଭଞ୍ଜ ଜିଲ୍ଲା ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜଗନ୍ନାଥ ଧାମ ପୁରୀ ଯାତ୍ରା କରିବାର ସୁଯୋଗ ପାଇଥାନ୍ତି। ଗତ ବର୍ଷଗୁଡ଼ିକରେ ଏହି ସ୍ପେଶାଲ୍ ଟ୍ରେନ ବହଳଦା ରୋଡ଼ ରେଳ ଷ୍ଟେସନରେ ଉଭୟ ଦିଗରେ (ଅପ୍ […]

Read More Text.
IMG 20260717 WA0242

ରଥ ଆଗରେ ହିମାଦ୍ରିତନୟା ଓ ସାଥୀଙ୍କ ଓଡିଶୀ ନୃତ୍ୟ ପ୍ରଦର୍ଶନ  

ବାରିପଦା  : ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ହିମାଦ୍ରୀ ତନୟା ଓ ତାଙ୍କ ସାଥୀ ନୃତ୍ୟଶିଳ୍ପୀମାନେ ରଥ ଆଗରେ ଓଡିଶୀ ନୃତ୍ୟ ପ୍ରଦର୍ଶନ କରି ଏହି ନିଆରା ପରମ୍ପରାକୁ ବଜାୟ ରଖିଛନ୍ତି l  ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୧୭ ମସିହା ପୂର୍ବରୁ ବାରିପଦା ରଥ ଆଗରେ ଓଡିଶୀ ନୃତ୍ୟ ପରମ୍ପରା ନ ଥିବା ବେଳେ ପ୍ରଥମେ ହିମାଦ୍ରୀ ତନୟା ଚୌଧୁରୀ ବାରିପଦା ରଥ ଆଗରେ ଏକାକୀ ନୃତ୍ୟ କରି ଏ […]

Read More Text.
IMG 20260717 WA0180

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଟଣା, ବଦଦାଣ୍ଡରେ ଭକ୍ତଙ୍କର ମହାମିଳନ

ବାରିପଦା : ପ୍ରଥା ଅନୁଯାୟୀ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରେ ପହଣ୍ଡି ପର ଦୁଇଦିନ ରଥଟଣା ହୋଇଥାଏ l ଗତକାଲି ର ପହଣ୍ଡି ବିଜେପରେ ତିନିଠାକୁର ରଥାରୁଢ ହୋଇଥିଲେ l ଆଜି ଥିଲା ରଥଟଣାର ପ୍ରଥମ ଦିବସ l ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ସମୟ ଅନୁଯାୟୀ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା l ବଡ଼ଦାଣ୍ଡ ହୋଇଥିଲା ଲୋକାରଣ୍ୟ l ଭକ୍ତଙ୍କର ମହାମିଳନ ଦେଖିବାକୁ ମିକିଥିଲା l ଶଙ୍ଖ, ହୁଳୁହୁଳି, ହିରିବୋଲ, ଜୟ ଜଗନ୍ନାଥ ଧ୍ୱନୀରେ ବଡ଼ଦାଣ୍ଡ […]

Read More Text.
Students celebrate and cheer after the declaration of CBSE Class 12 board results

୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା

ଭୁବନେଶ୍ବର: ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ୪ ଲକ୍ଷ ୨୯ ହଜାର ୨୧୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୮୨ ହଜାର ୮୩୫ ଜଣ ନାମ ଲେଖାଇଛନ୍ତି। ଏବେ ୨ ଲକ୍ଷ ୧୮ ହଜାର ୨୬୪ ଆସନ ଖାଲି ରହିଛି। ଆସନ୍ତା ୨୩ରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବା ସହ ସେହିଦିନଠାରୁ ଏକାଦଶ ଶ୍ରେଣୀ […]

Read More Text.
Screenshot 2026 07 17

ସରିଲା ରଥଟଣା; ଶରଧାବାଲିରେ ଲାଗିଲା ୩ ରଥ; ଆସନ୍ତାକାଲି ଆଡ଼ପ ବିଜେ

ପୁରୀ:ଶ୍ରୀକ୍ଷେତ୍ର ପୁରୀରେ ତିନି ରଥ ଶରଧାବାଲିରେ ପହଞ୍ଚିଛନ୍ତି । ଲୀଳାମୟ ଜଗନ୍ନାଥ, ଭାବବତ୍ସଳ ଭାବଗ୍ରାହୀ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନବେଦୀ ଛାଡି ବଡଦାଣ୍ଡକୁ ଓହ୍ଲାଇଛନ୍ତି। ତାଙ୍କ ଚକାନୟନକୁ ଦେଖି ଭକ୍ତ କୃତ କୃତ ହେଉଛନ୍ତି। ଘଣ୍ଟ,ହରିବୋଲ ଓ ହୁଳହୁଳିରେ ବଡଦାଣ୍ଡ କମ୍ପୁଛି। ଗତକାଲି (ଗୁରୁବାର) ପ୍ରଥମ ଦିନରେ ତିନି ରଥ ଟଣା ଆରମ୍ଭ ହୋଇଥିଲା । କିଛି ବାଟ ଯିବା ପରେ ତିନିଟି ଯାକ ରଥ ବଡ଼ଦାଣ୍ଡରେ ଅଟକି ରହିଥିଲେ । ଆଜି ଦ୍ବିତୀୟ ଦିନରେ […]

Read More Text.
IMG 20260716 WA0251

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପହଣ୍ଡି ବିଜେ ପରେ ରଥାରୁଢ ହେଲେ ତିନି ଠାକୁର

ବାରିପଦା : ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପହଣ୍ଡି ବିଜେ ପରେ ରଥାରୁଢ ହେଲେ ତିନିଠାକୁର l ପ୍ରଥା ଅନୁଯାୟୀ ବାରିପଦା ରଥଯାତ୍ରା ର ପ୍ରଥମ ଦିନ ପହଣ୍ଡି ତା ପର ଦୁଇ ଦିନଧରି ରଥ ଟଣା ହୋଇଥାଏ l ପ୍ରଶାସନ ପକ୍ଷରୁ ନିର୍ଦ୍ଧାରୀତ ସମୟ ଅନୁସାରେ ଅପରାହ୍ନ ରେ ପ୍ରଥମ ଦିନ ବଡ଼ଠାକୁର ପ୍ରଭୁ ବଳଭଦ୍ର ଙ୍କ ରଥ ଜଗନ୍ନାଥ ମନ୍ଦିର ପାଖରୁ ଭକ୍ତମାନଙ୍କ ଗହଣରେ ଆସି ମାଉସୀମା ମନ୍ଦିର ପାଖରେ ପହିଞ୍ଚିଥାଏ l ପରେ […]

Read More Text.
Ratha e1784220427765 300x188

ବର୍ଷା ଭିଜା ବଡ଼ଦାଣ୍ଡରେ ଭକ୍ତିର ମହାମିଳନ: ଶ୍ରୀକ୍ଷେତ୍ରରେ ଗଡ଼ିଲା ତିନି ରଥ, ଜନସମୁଦ୍ର ପାଲଟିଲା ପୁରୀ

ପୁରୀ: ରଥରେ ପଥରେ ଜଗନ୍ନାଥ। ବର୍ଷକ ସେହି ଅପେକ୍ଷାର ଅନ୍ତ ଘଟାଇ ରତ୍ନବେଦୀ ଛାଡ଼ି ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ଝିପିଝିପି ବର୍ଷା ସତ୍ତ୍ୱେ ଭକ୍ତି ଓ ଉତ୍ସାହର ଉଚ୍ଛ୍ୱାସରେ ଉଛୁଳି ପଡ଼ିଛି ସମଗ୍ର ଶ୍ରୀକ୍ଷେତ୍ର। ‘ଜୟ ଜଗନ୍ନାଥ’ ଓ ‘ହରିବୋଲ’ ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରୀର ଐତିହାସିକ ବଡ଼ଦାଣ୍ଡ। ବର୍ଷାର ପ୍ରତ୍ୟେକ ବୁନ୍ଦା ସହ ଆଧ୍ୟାତ୍ମିକ ଉତ୍ସାହରେ ଭିଜିଛି ପୁରୀ, ଯେଉଁଠି ବର୍ଷା ପାଣିରେ ମିଶିଯାଇଛି ଭକ୍ତର ଆଖିରୁ ଝରି ପଡ଼ୁଥିବା ଭକ୍ତିର […]

Read More Text.
Jagannath

ବିନା ଟାହିଆରେ ବଡ଼ଦାଣ୍ଡକୁ ଆସିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ !, ଅବହେଳାକୁ ନେଇ ପ୍ରଶ୍ନବାଚୀ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେହି ବିଶ୍ୱମୋହିନୀ ‘ପହଣ୍ଡି ବିଜେ’ ସମ୍ପୂର୍ଣ୍ଣ ରୂପେ ବିନା ‘ଟାହିଆ’ (ପାରମ୍ପରିକ ଫୁଲ ମୁକୁଟ) ରେ ଅନୁଷ୍ଠିତ ହୋଇଛି ।  କାଳିଆ ସାଆନ୍ତ ଆଜି ବିନା ଟାହିଆରେ ବଡ଼ଦାଣ୍ଡକୁ ଓହ୍ଲାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସାଧାରଣତଃ ପହଣ୍ଡି ସମୟରେ ପ୍ରବଳ ଭିଡ଼ କିମ୍ବା ମହାପ୍ରଭୁଙ୍କ ଝୁଲଣ ଗତି ଯୋଗୁଁ ଟାହିଆ ଭାଙ୍ଗିଯିବାର ନଜିର ରହିଛି ।  ମାତ୍ର ଆଜିର ଘଟଣା ସମ୍ପୂର୍ଣ୍ଣ ଭିନ୍ନ ଥିଲା ।  ସୂଚନା ଅନୁଯାୟୀ, ଆଜି ପହଣ୍ଡିର […]

Read More Text.