ଏକ ଦିନ, ଏକ ଘଣ୍ଟା, ଏକ ସାଥ -“ସ୍ଵଛତା ହିଁ ସେବା” ଅଭିଯାନରେ ଜିଲ୍ଲା ପ୍ରଶାସନ ମୟୂରଭଞ୍ଜର ଦୃଢ ପ୍ରତିଶୃତି
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଅଧିନସ୍ଥ କୁଚିଳାଘାଟି ସୀତାକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ଠାରେ “ସ୍ଵଛତା ହିଁ ସେବା” ଅଭିଯାନର ଆଜି ଦିବସର ବିଷୟ ବସ୍ତୁ- ଏକ ଦିନ,ଏକ ଘଣ୍ଟା,ଏକ ସାଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ତା’ଙ୍କ ବକ୍ତବ୍ୟରେ ସମସ୍ତ ସରକାରୀ ଅଧିକାରୀ, ପଂଚାୟତ କର୍ମୀ,ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟା ଓ ଜନସାଧରଣ ଙ୍କୁ ସ୍ୱଚ୍ଛ, […]
Read More Text.