କମିଶନରେଟ ପୋଲିସ ଲଞ୍ଚ କରିବ ମୋବାଇଲ ଆପ୍ଲିକେସନ, ଏଥର ପୂଜା ମଣ୍ଡପ ବୁଲିବା ହେବ ସହଜ
ଭୁବନେଶ୍ୱର : ଏଥର ପୂଜା ମଣ୍ଡପ ବୁଲିବା ହେବ ସହଜ । କମିଶନରେଟ ପୋଲିସ ଲଞ୍ଚ କରିବାକୁ ଯାଉଛି ମୋବାଇଲ ଆପ୍ଲିକେସନ । ପୂଜା ମଣ୍ଡପ ବାଟ ଦେଖାଇବ ଏହି ଆପ । ଯାହାକୁ ବ୍ୟବହାର କରି ଯେ କେହି ବି ରାଜଧାନୀର ବିଭିନ୍ନ ପୁଜା ମଣ୍ଡପ ବୁଲିପାରିବ । ଆପ୍ଲିକେସନରେ ମିଳିବ ନିକଟବର୍ତ୍ତୀ ପୁଜା ମଣ୍ଡପର ଲୋକେସନ। ଭିଡ଼ରେ ନଯାଇ ଆପ୍ଲିକେସନ ଦେଖାଇବ ସହଜ ଓ ସର୍ଟକଟ ବାଟ । ପୁଜା ମଣ୍ଡପର ପାର୍କିଂ ସ୍ଥଳ ସହ […]
Read More Text.