ନାବାଳିକାଙ୍କୁ ଅସଦାଚରଣ, ବାବା ଗିରଫ
ଭୁବନେଶ୍ୱର : ଆଶ୍ରମରେ ବାବାଙ୍କ ବ୍ୟାଡ଼ ଟଚ୍ ଅଭିଯୋଗ । ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ମହିମା ବାବା ଅମର ଦାସ ଗିରଫ । ନନ୍ଦନକାନନ ଥାନା କେନ୍ଦୁପାଟଣା ଦାଢ଼ରେ ଘଟଣା ଘଟିଛି । ପୂଜା ପାଇଁ ଯାଇଥିବାବେଳେ ନାବାଳିକାଙ୍କୁ ବାବା ଅସଦାଚରଣ କରିବା ଅଭିଯୋଗ ହୋଇଛି । ପୋକ୍ସୋ ମାମଲା ରୁଜୁ କରି ବାବାଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୋଲିସ। ସୂଚନା ଅନୁଯାୟୀ, ବାବା ଜଣକ ପୂଜା ପାଠ ଜରିଆରେ ଲୋକଙ୍କ ଅସୁବିଧା ଦୂର କରୁଥିବା ଦାବି […]
Read More Text.