Opera

ଅପେରାରେ ସାପ ସହ ଅଭିନୟ: ଭିଡିଓ ଭାଇରାଲ

ଅନୁଗୋଳ : ପୁଣି ମଞ୍ଚରେ ଜୀବନ୍ତ ସାପ ।   ଅପେରାରେ ପୁଣି ସାପ ଧରି ଅଭିନେତାଙ୍କ ଅଭିନୟ । ଅନୁଗୋଳ ସହର ଉପକଣ୍ଠ ନତଡ଼ାଗାଁରେ ଗତକାଲି ରାତିରେ ଏକ ଅପେରାରେ ନାଟକ ପରିବେଷଣର ଭିଡିଓ ଭାଇରାଲ ହେଉଛି ।  ଜୀବନ୍ତ ସାପ ସହ ଅଭିନୟ କରିଛନ୍ତି ଅଭିନେତା ।  ସାପଟି ବୋଡ଼ା ପ୍ରଜାତିର ବୋଲି କୁହାଯାଉଛି । ଯାତ୍ରା ମଞ୍ଚରେ ସାପ ସହ ଖେଳକୁ ଦର୍ଶକ ଖୁବ ଉପଭୋଗ କରିଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠିଛି ।  […]

Read More Text.
Img 20250817 wa0147

ସ୍ୱାଧୀନତା ଦିବସ ଅବସରରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ

ବାରିପଦା : ସ୍ଥାନୀୟ ପୋଲିସ ପଡିଆରେ ମା’ କିଚକେଶ୍ବରୀ ଭଲିବଲ ଏକାଡେମୀ ଆନୁକୂଲ୍ୟରେ ଓ ରିଜର୍ଭ ଇନ୍ସପେକ୍ଟର ଆଲୋକ କାନୁନଗୋଙ୍କ ତତ୍ୱାବଧାନରେ ଏକ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟରେ ୪ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଜିଲ୍ଲା ଭଲିବଲ ଦଳ ମା’ କିଚକେଶ୍ବରୀ ଭଲିବଲ ଦଳକୁ ୩-୦ ସେଟରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା I ଏନ ଆଇ ଏସ କୋଚ ମନୋରଞ୍ଜନ ଜୀଉ, ଜାତୀୟ ରେଫେରୀ ରାଜେଶ ଦାସ, ନିରଞ୍ଜନ […]

Read More Text.
Img 20250816 wa0090

ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ତରଫରୁ ବିଭିନ୍ନ ଦାବି ନେଇ ଦାବିପତ୍ର ପ୍ରଦାନ

 ସପ୍ତାହ ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ସଂଘ ବାରିପଦା-  ରାଜସ୍ଵ ଆଦାୟ,,ଜମି ମାପଚୁପ,ଜମି ଚିହ୍ନଟ,ହିତାଧିକାରୀଙ୍କ ଆୟ,ବାସ ସ୍ଥାନ,ମୃତ୍ୟୁ କାଳୀନ ପ୍ରମାଣପତ୍ର,ଜାତିଗତ ପ୍ରମାଣ ପତ୍ର,କ୍ଷେତ୍ର ପରିଦର୍ଶନ ସବୁକିଛି ତୃଣମୂଳ ସ୍ତରରେ କାମ କରୁଛନ୍ତି  ରାଜସ୍ଵ କ୍ଷେତ୍ର ଅଧିକାରୀ ମାନେ ।କିନ୍ତୁ ସରକାର ଏହି ଅଧିକାରୀଙ୍କ ଦିର୍ଘ ବର୍ଷର ଦାବିକୁ ପୂରଣ କରୁ ନାହାନ୍ତି ।ଯାହାଫଳରେ ସେମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି l ରାଜସ୍ବ କ୍ଷେତ୍ର ଅଧିକାରୀ ଏବଂ କର୍ମକର୍ତାମାନେ ବିଭିନ୍ନ‌ ଦାବି ନେଇ ରାଜ୍ୟ  […]

Read More Text.
Img 20250817 wa0154

ମାଣିକପୁର ପଞ୍ଚାୟତରେ ହାତୀ ଉପଦ୍ରବ!ବ୍ୟାପକ  ଧାନ ଫସଲ ନଷ୍ଟ

ବାରିପଦା: ପିଛା ଛାଡ଼ୁନାହିଁ ହାତୀ ଆତଙ୍କ l ଝାଡ଼ଖଣ୍ଡୀ ହାତୀ ଙ୍କ ଉପଦ୍ରଵରେ ଚାଷୀ ମୁଣ୍ଡରେ ହାତ ଦେଇ ବସୁଛନ୍ତି l ନିଜର କ୍ଷେତକୁ ସୁରକ୍ଷା ଦେବାକୁ ସେମାନେ ଅସମର୍ଥ l ବିଗତ କିଛି ଦିନହେଲା ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀଙ୍କ ଉପଦ୍ରଵ ସୀମା ଉଲଙ୍ଘନ କରିଅଛି l ମୟୂରଭଂଜ ଜିଲ୍ଲାର  ବିଜାତଳା ବ୍ଳକର ମାଣିକପୁର ପଞ୍ଚାୟତର ମାଣିକପୁର ଗ୍ରାମ ଏବଂ ପାଉଁଶିଆ ଗ୍ରାମର ୧୦ ରୁ ଉର୍ଦ୍ଧ୍ବ  ଚାଷୀଙ୍କ ଧାନବିଲକୁ ଶନିବାର ରାତିରେ ଦଳି ଚକଟି […]

Read More Text.
Img 20250817 wa0152

ପଶ୍ଚିମ ମୟୂରଭଂଜ ନୂତନ ବିଜେଡି ଜିଲ୍ଲା ସଭାପତି ଏବଂ ଵିଜାତଳା ବ୍ଳକ ସଭାପତିଙ୍କୁ ବ୍ଲକ ବିଜେଡି ତରଫରୁ ଭବ୍ୟ ସମ୍ଵର୍ଧନା

ବାରିପଦା: ରାଜ୍ୟରେ ବିଜେଡି ତୃଣମୂଳ ସ୍ତରରେ  ସଂଗଠନକୁ ସୁଦୃଢ କରିବା ପାଇଁ ଅଣ୍ଟା ଭିଡିବା କରିବା ଆରମ୍ଭ କରି ଦେଇଛନ୍ତି ।ଆଉ ଦେଢ଼ ବର୍ଷ ପରେ ତ୍ରିସ୍ତରୀୟ ନିର୍ବାଚନ ହେବ ।ତେଣୁ ଦଳ ଆଗୁଆ ସତର୍କତା  ଅବଲମ୍ବନ କରିଛି । ଆଜି ମୟୂରଭଂଜ ଜିଲ୍ଲାର‌ ସାରସକଣା ନିର୍ବାଚନ ମଣ୍ଡଳୀର ଵିଜାତଳା ଵ୍ଳକ ଵିଜେଡି ତରଫରୁ ନୂତନ ବିଜେଡି ଜିଲ୍ଲା ସଭାପତି ଏବଂ ବ୍ଳକ ବିଜେଡି ସଭାପତି ତରଫରୁ ବ୍ଳକ ବିଜେଡି ତରଫରୁ ସମ୍ବର୍ଦ୍ଧନା କରାଯାଇଛି ।ଆଜି ରବିବାର  ଵିଜାତଳା […]

Read More Text.
Krxbc76smvgtd9wmizkc

ସହରାଞ୍ଚଳରେ ନାଗରିକ ସେବାରେ ପରିବର୍ତ୍ତନ ଲାଗି ଆର. ଟି. ପି. ଏସ୍. ଅଧିନିୟମ ସମ୍ପର୍କିତ ବୈଠକ

ଭୁବନେଶ୍ବର:“ନାଗରିକ-ପ୍ରଥମ” ଶାସନ ପ୍ରତି ପ୍ରତିବଦ୍ଧତାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁତ୍ଵ ଦିଆଯାଉଛି l ସହରାଞ୍ଚଳ ଶାସନ ଏବଂ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ  ଜନସେବା ଅଧିକାର (ଆରଟିପିଏସ) ଆଇନ ଉପରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବିଭାଗ ପାଇଁ ନିଜର ଦୃଷ୍ଟିକୋଣ ବ୍ୟକ୍ତ […]

Read More Text.
Na

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ: ଘରୋଇ ହସ୍‌ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁଣି ଥରେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବୀନ ପଟ୍ଟନାୟକଙ୍କର ଚିକିତ୍ସା ଡାକ୍ତର ଆଲୋକ ପାଣିଗ୍ରାହୀ କରୁଛନ୍ତି। ତାଙ୍କୁ ଡିହାଇଡ୍ରେସନ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ଭୁବନେଶ୍ବର ସମ୍‌ ଅଲ୍ଟିମେଟ୍‌ ମେଡିକେୟାର୍‌ ପକ୍ଷରୁ କୁହାଯାଇଛି ଯେ, ନବୀନ ପଟ୍ଟନାୟକଙ୍କୁ ଆଜି ସନ୍ଧ୍ୟା ୫ଟା ୧୫ ମିନିଟ୍‌ରେ ଡିହାଇଡ୍ରେସନ୍‌ ହେତୁ ଭର୍ତ୍ତି କରାଯାଇଛି। […]

Read More Text.
Police

ହିଂସା ଛାଡ଼ି ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲା ପୁଲିସ ନିକଟରେ ଦୁଇ ମହିଳା କ୍ୟାଡରଙ୍କ ସମେତ ୪ ଜଣ ମାଓବାଦୀ ଆସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏପି ଜିତେନ୍ଦ୍ର ଚନ୍ଦ୍ରକାର ସମେତ ସିଆରପିଏଫ ଅଧିକାରୀଙ୍କ ସମ୍ମୁଖରେ ଅସ୍ତ୍ରଶସ୍ତ୍ର ନେଇ ଆତ୍ମସମର୍ପଣ କରିଥିଲେ। ଏମାନେ ହେଲେ ମହିଳା ନକ୍ସଲ ରନୀତା ଓରଫ ପାୟକି, ସୁଜାତା ଓରଫ ଅରେ କୁରାମ, ଦୀପକ ଓରଫ ଭୀମା ମାଣ୍ଡବୀ ଏବଂ କୈଳାସ ଓରଫ ଭୀମା ଭୋଗମ। ତେବେ […]

Read More Text.
Gokulanand b

ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ପରଲୋକ

ଭୁବନେଶ୍ଵର : ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୋକୁଳାନନ୍ଦ ଦାସଙ୍କ ପରଲୋକ । ଜଣେ ବିଶିଷ୍ଟ ଗଣିତଜ୍ଞ ଭାବେ ସେ ବହୁ ଖ୍ୟାତି ଅର୍ଜନ କରିଛନ୍ତି । ଭୁବନେଶ୍ବର ସ୍ଥିତ ତାଙ୍କର ବାସଭବନରେ ସେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ଶେଷ ସମୟରେ ତାଙ୍କ ପାଖରେ ଧର୍ମପତ୍ନୀ, ଦୁଇ ପୁଅ ଏବଂ ଝିଅ ଥିଲେ । ପ୍ରଫେସର ଦାସ ୧୯୯୮ ରୁ ୨୦୦୧ ମସିହା […]

Read More Text.

ସାମାନ୍ୟ ବଚସାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ପିଟିପିଟି ପଡୋଶୀ ମାରିଦେଲେ

ଅନୁଗୁଳ: ଯୁବକଙ୍କୁ ନିର୍ମମ ହତ୍ୟା । ଗାଁ ଦାଣ୍ଡରେ ଯୁବକଙ୍କୁ ପିଟିପିଟି ମାରିଦେଲେ ପଡୋଶୀ । ଅନୁଗୁଳ ଟାଉନ ଥାନା ରାଣୀଗୋଡ଼ା ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରାଣୀଗୋଡା ଗାଁର ବାପି ବିଶ୍ବାଳ । ସାମାନ୍ୟ ବଚସାରୁ ୩ଜଣ ପଡୋଶୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ବାପି ବିଶ୍ବାଳଙ୍କ ମୃତ୍ୟୁ ହୋଇଛି ।  ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।

Read More Text.