Accident

ଟ୍ରକରେ ପିଟି ହେଲା ବାଇକ୍: ୩ ମୃତ, ଜଣେ ଗୁରୁତର

ମାଲକାନଗିରି : ଟ୍ରକକୁ ପଛପଟେ ପିଟି ହୋଇଗଲା ଦୁଇ ବାଇକ୍ । ୩ ମୃତ, ଜଣେ ଗୁରୁତର । ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥର କତାମେଟାରେ ସିରିଜ୍ ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ଟ୍ରକଟି ଠିଆ ହୋଇଥିବାବେଳେ ଦୁଇ ବାକ୍ ଆସି ପିଟି ହୋଇଥିଲେ । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତାରୋକ […]

Read More Text.
2 6

ଏସଆଇ ନିଯୁକ୍ତି ପରୀକ୍ଷା ଜାଲିଆତିର ଖୋଲୁଛି ଗୁମର, କିଙ୍ଗପିନ୍ ଶଙ୍କର ପୃଷ୍ଟିକୁ ଖୋଜୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ଖୋଲୁଛି ଗୁମର । ଘଟଣାର କିଙ୍ଗପିନ୍ ଶଙ୍କର ପୃଷ୍ଟିକୁ ଖୋଜୁଛି କ୍ରାଇମବ୍ରାଞ୍ଚ । କେବେ ଧରାପଡିବ ମାଷ୍ଟରମାଇଣ୍ଡ ? ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ଅଫିସରୁ କାଗଜପତ୍ର ଓ ହାର୍ଡଡିସ୍କ ଜବତ ହୋଇଛି । ଅନେକ ଡିଜିଟାଲ ପ୍ରମାଣ ସଂଗ୍ରହ କରି କିଛି ସୁରାକ୍ ପାଇଛି କ୍ରାଇମବ୍ରାଞ୍ଚ । ବ୍ରହ୍ମପୁର, ଭୁବନେଶ୍ବର ଓ ଦିଲ୍ଲୀରେ ଶଙ୍କରକୁ ଖୋଜୁଛି ଟିମ୍ ।  ପୋଲିସ ଏସଆଇ କେଳେଙ୍କାରୀ ପରେ ଶଙ୍କର ଓ […]

Read More Text.
Img 20251004 wa0145

ସହୀଦ ବିର୍ସା ମୁଣ୍ଡା ଙ୍କ ଜନ୍ମଦିନ ପାଳନ ପାଇଁ  ପ୍ରସ୍ତୁତି ବୈଠକ

ବାରିପଦା : ବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସ ରେ ବିଖ୍ୟାତ l ଊନବିଂଶ ଶତାବ୍ଦୀ ରେ ଭାରତ ରେ ଇଂରେଜ ଶାସନ କାଳ ରେ ବିର୍ସା ବିହାର ଓ ଝାରଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକାଠି କରି ଏକ ବଡ଼ ଧରଣର ବିପ୍ଳବ ଆରମ୍ଭ କରିଥିଲେ l ୨୫ ବର୍ଷ ବୟସର ହେବା ବେଳକୁ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସେ ଏକ ନୂତନ ଫର୍ଦ ଯୋଡିସାରିଥିଲେ l ସେ ନିଜ […]

Read More Text.
Img 20251004 wa0142

କଳାକାର ଧୀର ବଶା “ଲାଇଫ ଟାଇମ ଏଚିଭମେଣ୍ଟ” ସମ୍ମାନରେ ସମ୍ମାନିତ

ବାରିପଦା : ଅମ୍ବିକା ସାହି ସ୍ଥିତ ହର ପାର୍ବତୀ ପୂଜା କମିଟିର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଖ୍ୟାତ ନିର୍ଦ୍ଦେଶକ, ଅଭିନେତା ଧୀର ବଶାଙ୍କୁ କଳା କ୍ଷେତ୍ରରେ ଜୀବନ ବ୍ୟାପି ସାଧାନା ପାଇଁ “ଲାଇଫ ଟାଇମ ଏଚିଭମେଣ୍ଟ ଆୱାର୍ଡ ” ରେ ସମ୍ମାନିତ କରାଯାଇଛି I ଶ୍ରୀ ବଶା ୨୦୧୫ ମସିହା ରେ ଓଡିଶା ସଂଗୀତ ନାଟକ ଏକାଡେମୀ ଆୱାର୍ଡ ପାଇବା ସହ ୨୦୧୮ ରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଦ୍ୱାରା […]

Read More Text.
Img 20251004 wa0140

ନାଟକ ‘ନିସ୍ତବ୍ଧ ସାହାନାଇ’ ର ଶୁଭ ମହୁରତ 

ବାରିପଦା : ପବିତ୍ର ବିଜୟା ଦଶମୀ ଏବଂ ଗାନ୍ଧି ଜୟନ୍ତୀର ଶୁଭ ଅବସରରେ ବାରିପଦାର ସୁନାମଧନ୍ୟ ନାଟ୍ୟାନୁଷ୍ଠାନ “ରୂପାନ୍ତର” ର ପରବର୍ତ୍ତୀ ନାଟକ “ନିସ୍ତବ୍ଧ ସାହାନାଇ” ର ଶୁଭ ମହୁରତ ସ୍ଥାନୀୟ ହରିହର କଳା ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଅଛି I ଏଥିରେ ଅନୁଷ୍ଠାନର ଅଭିଜ୍ଞ ଅଭିନେତା, ଅଭିନେତ୍ରୀମାନେ ଅଭିନୟ କରିବେ । ନାଟକଟିକୁ ରଚନା କରିଛନ୍ତି ଓଡ଼ିଶାର ପ୍ରତିଷ୍ଠିତ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ଓ ନିର୍ଦ୍ଦେଶନା ଦାୟିତ୍ୱରେ […]

Read More Text.
Img 20251004 wa0136

ମୟୂରଭଞ୍ଜ ଜିଲ୍ଲାରେ ଆଦି କର୍ମଯୋଗୀ ଅଭିଯାନ ପରିପ୍ରେକ୍ଷୀରେ ୧୩୬୩ ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ

ବାରିପଦା: ତା ୦୪. ୧୦-    ଆଦି କର୍ମଯୋଗୀ ଅଭିଯାନରେ ଭାରତ ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମୟୂରଭଞ୍ଜର ୧୩୬୩ ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା ସଫଳତାର ସହ ଆୟୋଜିତ ହୋଇଯାଇଛି ।  ଆଦିବାସୀ ମାନଙ୍କୁ ସେମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ନିଜ ନିଜ ବକ୍ତବ୍ୟ ପରିପ୍ରକାଶ ପାଇଁ ଏହା ଏକ ଉତ୍ତମ ଓ ସରଳ ମାଧ୍ୟମ। ଗ୍ରାମସଭା ମାଧ୍ୟମରେ ଗ୍ରାମ ବିକାଶର ପୂର୍ଣ୍ଣାଙ୍ଗ ନକ୍ସା ଓ କାର୍ଯ୍ୟ ଯୋଜନା ପ୍ରସ୍ତୁତିକରି ସମ୍ପ୍ରଦାୟ ଗୁଡିକର ନିଜସ୍ଵ ବିକାଶ ଯାତ୍ରାକୁ […]

Read More Text.
Anchor pic 2

ବିପର୍ଯ୍ୟୟ ସମୟରେ ଜୀବନ ରକ୍ଷାକାରି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ ନିମନ୍ତେ ନାମାଙ୍କନ ପତ୍ର ଆହ୍ୱାନ

ବାରିପଦା – ଚଳିତ ବର୍ଷ “ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଦିବସ” ୨୯ ଅକ୍ଟୋବର ୨୦୨୫ ତାରିଖ ରେ ପାଳିତ ହେବାକୁ ଯାଉଛି। ଏହି ଉପଲକ୍ଷେ ଏବର୍ଷର ବିଷୟବସ୍ତୁ ରହିଛି “ଡୁବିବା, ବିଜୁଳି ଆଘାତ ଓ ସାପ କାମୁଡ଼ାରୁ ଜୀବନ ହାନି ରୋକିବା”। ଏଥି ପାଇଁ, ନଭେମ୍ବର ୨୦୨୪ ରୁ ୧୦ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଘଟିଥିବା ଵିପର୍ଯ୍ୟୟ ସମୟରେ  ସାହସିକତା ସହ କାର୍ଯ୍ୟକରି ଅନ୍ୟର ଜୀବନ ବଞ୍ଚାଇ ଥିବା  ଜୀବନ ରକ୍ଷାକାରୀଙ୍କୁ  ଦିବସ ପାଳନ ଅବସରରେ ରାଜ୍ୟ […]

Read More Text.
Images

ବାଲିଯାତ୍ରା ପାଇଁ ୧୩ରୁ ପ୍ଲଟ ନିଲାମୀ ପ୍ରକ୍ରିୟା ଆରମ୍ଭ

କଟକ: ଐତିହାସିକ କଟକ ବାଲିଯାତ୍ରା-୨୦୨୫ରେ ଷ୍ଟଲ ଖୋଲିବା ନିମନ୍ତେ ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି। ଏହା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ୧୩ ତାରିଖର ପ୍ଲଟ ନିଲାମୀ ପ୍ରକ୍ରିୟା ଆରମ୍ଭ ​ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଉଭୟ ଅନଲାଇନ ଏବଂ ଅଫଲାଇନ ଜରିଆରେ ପଞ୍ଜିକରଣ କରାଯାଉଛି। ବାରବାଟୀ ପ୍ୟାଲେସଠାରେ ଦୈନିକ ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୫ଟା ୩୦ ମିନିଟ ମଧ୍ୟରେ ଫର୍ମ ଦାଖଲ ଓ ପଞ୍ଜିକରଣ କାର୍ଯ୍ୟ […]

Read More Text.
Girl c

ବାସୁଦେବପୁରରେ ୫ ଦିନର କନ୍ୟା ସନ୍ତାନକୁ ବିକ୍ରି ଅଭିଯୋଗ

ବାସୁଦେବପୁର:  ୫ଦିନର ଶିଶୁକୁ ବିକ୍ରି ଅଭିଯୋଗ ।  ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଖରିଦା ବିନାୟକପୁର ବଡ଼ ମଳିକ ସାହିରେ ଶିଶୁ ବିକ୍ରି ଅଭିଯୋଗ । କନ୍ୟା ସନ୍ତାନ ଜନ୍ମ ହୋଇଥିବରୁ ଶିଶୁକୁ ବିକ୍ରି କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେପ୍ଟେମ୍ବର ୨୯ତାରିଖରେ ସଞ୍ଜୟ ମଳିକ ଓ ବନିତା ଦାସଙ୍କର ବାସୁଦେବପୁର ଡାକ୍ତରଖାନାରେ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା ।  ତାଙ୍କର ପୂର୍ବରୁ ଏକ ଶିଶୁ କନ୍ୟା ଥିବାରୁ ପୁଣି ଏକ କନ୍ୟା ଜନ୍ମ ହୋଇଥିଲା […]

Read More Text.
Flood b

ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ବଂଶଧାରା ।  ଏବେ କାଶୀନଗରରେ ୫୪.୧୬ ମିଟରରେ ପ୍ରବାହିତ ହେଉଛି ।  ବଂଶଧାରାକୁ ବାଦ୍ ଦେଲେ ଅନ୍ୟ ନଦୀ ଗୁଡିକ ମଧ୍ୟ ବିପଦ ସଙ୍କେତ ତଳେ ରହିଛି ।  ଏବେ ବର୍ଷା କମିଥିବାରୁ ନଦୀର ଜଳସ୍ତର କମିବାରେ ଲାଗିଛି । ଗତକାଲି ଖୋର୍ଦ୍ଧା ଓ ବାଲିଆପାଳରେ ବ୍ଲକରେ ସର୍ବାଧିକ ୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।  ତେଣୁ ଏବେ କୌଣସି […]

Read More Text.