ଚିନ୍ମୟ ମିଶନ ଦ୍ୱାରା ଆୟୋଜିତ ବ୍ୟକ୍ତିତ୍ୱ ବିକାଶ ଶିବିର ଉଦଘାଟିତ
ବାରିପଦା: ପ୍ରତ୍ୟେକ ଶିଶୁ ଭିତରେ ଯେଉଁ ଅମାପ ଶକ୍ତି ଓ ସାର୍ମଥ୍ୟ ଲୁକ୍କାୟିତ ହୋଇ ରହିଛି ତାକୁ ବିକଶିତ କରିବାର ସହିତ ଆମ ସଂସ୍କୃତି ଓ ସଂସ୍କାର ବିଷୟରେ ଅବଗତ କରାଇବା ପାଇଁ ୧୬ବର୍ଷ ଧରି ବାରିପଦା ଚିନ୍ମୟ ମିଶନ ପ୍ରୟାସ କରି ଉତ୍ତମ ମାର୍ଗ ଦର୍ଶକ ହୋଇ ଆସୁଅଛି l ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସ୍ଥାନୀୟ ମଧୁବନ ସ୍ଥିତ ଚିନ୍ମୟ ଗୁରୁପାଦ ଆଶ୍ରମ ରେ ଚିନ୍ମୟ ମିଶନ ବାରିପଦା ଆନୁକୂଲ୍ୟରେ ଅକ୍ଟୋବର ୩ ତାରିଖ ରୁ […]
Read More Text.