୫ ଦିନିଆ ବ୍ଲକ ସ୍ତରୀୟ ‘ନିଷ୍ଠା- ସମତା ଓ ଅନ୍ତର୍ନିବେଶୀ ଶିକ୍ଷା’ ତାଲିମ ଶିବିର ଅନୁଷ୍ଠିତ
ବାରିପଦା: ସ୍ଥାନୀୟ ଏମ କେ ସି ଉଚ୍ଚ ବିଦ୍ୟାଳୟ ପରିସରରେ ୫ ଦିନିଆ ବାରିପଦା ବ୍ଲକ ସ୍ତରୀୟ ‘ନିଷ୍ଠା- ସମତା ଓ ଅନ୍ତରନିବେଶୀ ଶିକ୍ଷା’ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ବାରିପଦା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଉଦଘାଟିନ କରିଥିବାବେଳେ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକଙ୍କ ଦ୍ୱାରା ଉଦଯାପିତ ହୋଇଥିଲା I ଏଥିରେ ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ ଦ୍ୱାରା ପ୍ରସ୍ତୁତ ମୋଡ୍ୟୁଲ ଅନୁସାରେ ବଞ୍ଚିତ ବର୍ଗ […]
Read More Text.