ଅବକାରୀ ବିଭାଗର ସରକାରୀ ଜମିରେ ଥିବା ୧୬ ଜବରଦଖଲକାରୀଙ୍କୁ ଉଛେଦ କଲା ପ୍ରଶାସନ
ବାରିପଦା- ମୟୁରଭଞ୍ଜ ଜିଲ୍ଲା ଵହଳଦା ଅବକାରୀ ବିଭାଗର ସରକାରୀ ଜମି ଉପରେ ଦିର୍ଘଵର୍ଷ ଧରି ୧୬ ଟି ଦୋକାନୀ ଦୋକାନ କରି ପରିବାର ଗୁଜୁରାଣ ମେଣ୍ଟାଉ ଥିଲେ ।ଆଗକୁ ଅବକାରୀ ବିଭାଗର ଗୃହ ଏବଂ ଅଫିସ କାର୍ଯ୍ୟାଳୟ ନୂତନ ନିର୍ମାଣ ପାଇଁ ଜାଗା ଆବଶ୍ୟକ ଥିଲା ।କିନ୍ତୁ ଅବକାରୀ ବିଭାଗର ଜମିରେ ଦୋକାନୀମାନେ ଦୋକାନ କରିଥିଲେ ।ତେଣୁ ସେମାନଙ୍କୁ ଉଛେଦ ପାଇଁ ଅବକାରୀ ବିଭାଗ ତରଫରୁ ସ୍ଥାନ ଛାଡ଼ିବା ପାଇଁ ୩ ଥର ନୋଟିସ ଜାରି କରାଯାଇଥିଲା […]
Read More Text.