555 1

ବାତ୍ୟା ଆଶ୍ରୟସ୍ଥଳୀରେ କାର୍ଯ୍ୟରତ ଯୋଗାଣ ସହାୟକଙ୍କ ଆକସ୍ମିକ ମୃତ୍ୟୁ

ଗଜପତି : ଗଜପତି ଜିଲ୍ଲା ରାୟଗଡ ବ୍ଲକ ପୋତାର ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି। ବାତ୍ୟା ଆଶ୍ରୟସ୍ଥଳୀରେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀଙ୍କର ଅଚାନକ ଭାବେ ମୃତ୍ୟୁ ଘଟିଛି। ମୃତକ ରାୟଗଡ ବ୍ଲକ ପୋତ୍ତାର ପଞ୍ଚାୟତର ୩୫ ବର୍ଷୀୟ ଯୋଗାଣ ସହାୟକ ସୁରେନ୍ଦ୍ର ଗମାଙ୍ଗ ବୋଲି ଜଣାପଡିଛି। ଗତକାଲି ରାତିରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। କିନ୍ତୁ ସେ ଆଶ୍ରୟ ସ୍ଥଳୀର ଦାଇତ୍ବରେ ଥିବାରୁ ଆଜି ସକାଳୁ ସକାଳୁ ଜଣେ ସ୍ଥାନୀୟ ବାସିନ୍ଦାଙ୍କ କାରରେ ତାଙ୍କୁ […]

Read More Text.
Screenshot 2025 06 08 175957 e1749388318346

୪୮ ଘଣ୍ଟାରେ ହେବ ବିଦ୍ୟୁତ୍‌ ପୁନଃସ୍ଥାପନ : କେଭି ସିଂଦେଓ

ଭୁବନେଶ୍ଵର : ବାତ୍ୟା ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ଯଦି ଅଧିକ ପବନ କିମ୍ବା ବର୍ଷା ଯୋଗୁଁ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯାଉଛି , ତୁରନ୍ତ ସେ ସବୁକୁ ଲଗାଇବା ପାଇଁ ବ୍ୟବସ୍ଥା ହୋଇଛି। ୯ଟି ଜିଲ୍ଲାରେ ତାର, ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ମହଜୁଦ୍‌ ରଖାଯାଇଛି। ବାତ୍ୟା ଟଳିବାର ୪୮ ଘଣ୍ଟାରେ ବିଦ୍ୟୁତ୍ ପୁନଃସ୍ଥାପନ କରିବୁ। ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ […]

Read More Text.
Nandankanan

ବାତ୍ୟା ପାଇଁ ଆସନ୍ତାକାଲି ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର 29 ତାରିଖରେ ପରିଦର୍ଶକଙ୍କ ପାଇଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ଉଦ୍ଭିଦ ଉଦ୍ୟାନ । ବାତ୍ୟା “ମୋନ୍ଥା” କୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକଙ୍କ ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି । ଏହି ସମୟରେ, ଭାରତୀୟ ପାଣିପାଗ ବିଭାଗ (IMD) କହିଛି ଯେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଭୟଙ୍କର ବାତ୍ୟା  “ମୋନ୍ଥା” ଗତ ଛଅ ଘଣ୍ଟା ମଧ୍ୟରେ ଉତ୍ତର-ଉତ୍ତରପଶ୍ଚିମ ଆଡକୁ ୧୫ କିଲୋମିଟର ବେଗରେ […]

Read More Text.
Umerkote

ଶୋଇଥିବା ବେଳେ ବୃଦ୍ଧ ବାପାକୁ ହତ୍ୟା କଲା ପୁଅ

ଉମରକୋଟ: ଜନ୍ମକଲା ପୁଅ ଭୁଲିଗଲା ମାନବିକତା । ସବୁ ସୀମା ପାର କରି ନିର୍ମମ ଭାବେ ହତ୍ୟା କଲା ନିଜ ବାପାକୁ । ମୋତେ ବଞ୍ଚାଓ ବଞ୍ଚାଓ କହି ଆକୁଳ ଚିତ୍କାର କରୁଥିଲା ବାପା କିନ୍ତୁ ଶୁଣିଲାନି ଏ ନରହନ୍ତା ପିଶାଚ । ହଁ ଦର୍ଶକବନ୍ଧୁ, ପୁଅର ଟାଙ୍ଗିଆ ମାଡ଼ରେ ୮୦ ବର୍ଷୀୟ ବୃଦ୍ଧ ବାପାର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ବାସିନୀ ଗ୍ରାମରେ । ପୁଅ ବିଶ୍ୱନାଥ ରଜଗଣ୍ଡ […]

Read More Text.
Suresha c

ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସମସ୍ତ କ୍ଷତିପୂରଣ ଦେବେ ସରକାର: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର : ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ । ବିଶେଷ କରି ଅଧିକ ପ୍ରଭାବି ହେବାକୁ ଥିବା ୮ଟି ଜିଲ୍ଲାରେ ମୁକାବିଲା ପାଇଁ ସଂପୂର୍ଣ୍ଣ ଅଛନ୍ତି ସରକାର । ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ୧୧ ହଜାର ଲୋକ ସ୍ଥାନାନ୍ତର ହେଲେଣି । ଆଉ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର ଲକ୍ଷ୍ୟ ରହିଛି । ରାଜ୍ୟ ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି […]

Read More Text.
Jatraa

ଯାତ୍ରାରେ ମେଲୋଡି ବେଳେ କଳାକାରଙ୍କ ହାତରୁ ମାରଣାସ୍ତ୍ର ଖସି ନାବାଳକ ଗୁରୁତର

ଚାନ୍ଦବାଲି : ଯାତ୍ରାରେ ଚାଲିଥିଲା ମେଲୋଡି । ନାଚ ଗୀତକୁ ଏଞ୍ଜୟ କରୁଥିଲେ ସମସ୍ତେ । ହେଲେ ଏହି ନାଚ ଗୀତ ମଧ୍ୟରେ ଘଟିଗଲା ବଡ ଅଘଟଣ । ହଠାତ୍ ଯାତ୍ରା ପେଣ୍ଡାଲ ତଳେ ବସିଥିବା ନାବାଳକ ହେଇଗଲା ଗୁରୁତର । ମେଲୋଡି ଚାଲିଥିବା ସମୟରେ କଳାକାରଙ୍କ ହାତରୁ ମାରଣାସ୍ତ୍ର ଖସି ନାବାଳକ ଜଣକ ଗୁରୁତର ଆହତ ହେବା ସହ ମାରଣାସ୍ତ୍ର ମୁଣ୍ଡରେ ବାଜିବାରୁ ନାବାଳକ ମୁଣ୍ଡରେ ପଡିଲା ୮ଟି ଷ୍ଟିଚ୍। ଭଦ୍ରକ ଜିଲ୍ଲା ଚାନ୍ଦବାଲି କାଳୀ ପଡିଆରେ […]

Read More Text.
Landslide n

‘ମୋନ୍ଥା’ ପ୍ରଭାବରେ ଗଜପତିରେ ଧସିଲା ପାହାଡ

ଗଜପତି : ବାତ୍ୟା ମନ୍ଥାର ପ୍ରଭାବ ଗଜପତି ଜିଲାରେ ପଡିଛି । ଜିଲାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ କାଶୀନଗର ପାର୍ତ୍ତଡା ପଞ୍ଚାୟତରେ ପାହାଡ ଧସିଛି । ପାହାଡ ଧସିବାରୁ ଲିଙ୍ଗା-ବାରଭା ରାସ୍ତାରେ ବଡ ବଡ ପଥର ଖଣ୍ଡ ସବୁ ଖସି ପଡି ରାସ୍ତା ଅବରୋଧ ହୋଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ପ୍ରଶାସନ ପକ୍ଷରୁ ରାସ୍ତା ସଫେଇ କାମ ଆରମ୍ଭ ହୋଇଛି । ଜିଲାରେ ଗତକାଲିଠାରୁ ବର୍ଷା ଲାଗି ରହିଥିବାରୁ ପାହାଡ ଧସିବା […]

Read More Text.
Fire m

ଚାନ୍ଦବାଲିରେ ଜଳିଗଲା ଦୁଇ ମହଲା କୋଠା

ଚାନ୍ଦବାଲି:  ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଦୁଇ ମହଲା କୋଠା ।  କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ପ୍ରାୟ ୧୬ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି । ଚାନ୍ଦବାଲି, ଧାମରା, ତିହିଡି, ଭଦ୍ରକ, ରାଜକନିକାରୁ ୬ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ଗତକାଲି ସନ୍ଧ୍ୟାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟ ଜାରି ରଖିଥିଲା । ଗ୍ୟାସ ଟାଙ୍କି ଫାଟି ନିଆଁ […]

Read More Text.
Mohan v

ପତ୍ନୀଙ୍କ ସହ ଛଟ୍ ପୂଜାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଛଟ୍ ପୂଜାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀ । ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଛଟ୍ ପୂଜାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ଧର୍ମପତ୍ନୀ ଯୋଗଦେଇଥିଲେ । ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ବସବାସ କରୁଥିବା ବିହାରୀ ସମ୍ପ୍ରଦାୟ ମହିଳା କୂଆଖାଇ ନଦୀରେ ସୂର୍ଯ୍ୟଦେବତାଙ୍କୁ ପୂଜା କରିଛନ୍ତି । ମୁଖ୍ୟମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ସାମିଲ ହୋଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି । କାର୍ତ୍ତିକ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଏହି […]

Read More Text.
Bus n

ଏଣିକି ବସ୍‌ରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ: ନଚେତ ଗଣିବେ ତଣ୍ଡ

ଭୁବନେଶ୍ୱର : ରାଜ୍ୟରେ ଅଧିକାଂଶ ବସରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା । ସରକାରୀ ନିୟମ ରହିଥିଲେ ବି କେହି ଏହି ନିୟମ ପାଳୁନାହାଁନ୍ତି । ଅଗ୍ନି ନିରାପତ୍ତା ଯାଞ୍ଚ ମଧ୍ୟ ଆଦୌ ହେଉ ନାହିଁ । କୌଣସି ବସ୍ ଯାତ୍ରୀ ମଧ୍ୟ ଏଥିପାଇଁ ସଚେତନ ନୁହନ୍ତି । ଅନ୍ୟପକ୍ଷରେ ଏବେ ବ୍ୟାଟେରି ଚାଳିତ ବସି ଚଳାଚଳ ଆରମ୍ଭ ହୋଇଛି । ଯେଉଁଥିରେ ଅଗ୍ନିକାଣ୍ଡ ଘଟିବାର ଅଧିକ ସମ୍ଭାବନା ରହୁଛି । ଏହାକୁ ଗୁରୁତର ସହ ନେଇଛି ପରିବହନ […]

Read More Text.