ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ; ୩୪୦ ଦେଶୀ ରନ୍ଧାମଦ ଏବଂ ୫୨୦୦ କେଜି ପୋଚ ଜବତ ସହ ୨ ଟି ମାମଲା ରୁଜୁ
ବାରିପଦା: ମଦ ମାଫିଆ ମାନେ ବେଆଇନ ମଦ ପ୍ରସ୍ତୁତ ,ବିକ୍ରୟ କରିବା ,ମାଲେମାଲ ହେବା ନିଶା ଘାରିଛି ।ଗାଁ ଗଣ୍ଡାର ବେକାର ଯୁବକମାନଙ୍କୁ ହାତ କରି ଵିଭିନ୍ନ ରାଜନୈତିକ ଦଳର ପ୍ରୋତ୍ସାହନ ପାଇ ଚୋରା ମଦ କାରବାର କରିବା ପାଇଁ ଅଣ୍ଟା ଭିଡିଛନ୍ତି ।କରୋନା ପରଠାରୁ ଚୋରା ମଦ କାରବାର ଦୃତ ଗତିରେ ବଢ଼ି ଚାଲିଛି ।ଅବକାରୀ ବିଭାଗ,ପୋଲିସ ବିଭାଗ ଯେତେ କଠୋର ହେଲେଵିମାଫିଆ ମାନଙ୍କର ଭୃକ୍ଷେପ ନାହିଁ କି ଭୟ ନାହିଁ। ଆଇନର ଗଳାବାଟ ଦେଇ ବେଲ […]
Read More Text.