ଜାତୀୟ ନାଟ୍ୟ ମହୋତ୍ସବ ଉଦଯାପିତ
ଶେଷ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କଲା ନାଟକ “ଚିଠି” ବାରିପଦା: ସ୍ଥାନୀୟ ସହିଦ ସ୍ମୃତି ଭବନରେ ଓମ ନାଟ୍ୟ ସଂସ୍ଥାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବ ଉଦଯାପିତ ହୋଇଯାଇଛି I ଶେଷ ସନ୍ଧ୍ୟାରେ ଓମ ନାଟ୍ୟ ସଂସ୍ଥା ପ୍ରଯୋଜିତ ଓଡ଼ିଆ ନାଟକ “ଚିଠି” ମଞ୍ଚସ୍ଥ ହୋଇଯାଇଛି I ପ୍ରଦୀପ ଭୋଳଙ୍କ ମୂଳ ରଚନାକୁ ନାଟ୍ୟ ରୂପାନ୍ତର କରିଥିବା ଡଃ କୃଷ୍ଣଚନ୍ଦ୍ର ଦାସ ଏବଂ ଧୀର ବଶାଙ୍କ ନିର୍ଦ୍ଦେଶିତ ନାଟକରେ ଧୀର ବଶା, […]
Read More Text.