Police

ଏଫଏମ ରେଡ଼ିଓ ମାଧ୍ୟମରେ ଟ୍ରାଫିକ ଅପଡେଟ ଦେବ କମିସନରେଟ ପୋଲିସ

ଭୁବନେଶ୍ୱର : FM ରେଡ଼ିଓ ଦ୍ୱାରା ଟ୍ରାଫିକ ଅପଡେଟ ଦେବ କମିସନରେଟ ପୋଲିସ । ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, କମିଶନରେଟ୍ ପୋଲିସ ଏଫଏମ ରେଡିଓ ମାଧ୍ୟମରେ ଟ୍ରାଫିକ୍ ଅପଡେଟ୍ ପ୍ରଦାନ କରିବାକୁ ଚିନ୍ତା କରୁଛି । ଏଥିପାଇଁ ପୋଲିସ ସମସ୍ତ ଏଫଏମ ଚ୍ୟାନେଲ ସହିତ ସହଯୋଗ କରୁଛି । ସୂଚନା ଅନୁଯାୟୀ, କମିଶନରେଟ୍ ପୋଲିସ ଏଫଏମ ରେଡିଓ ମାଧ୍ୟମରେ ଟ୍ରାଫିକ୍ ଅପଡେଟ୍ ପ୍ରଦାନ ପାଇଁ ସହଯୋଗ କରିବାକୁ ଏଫଏମ ଚ୍ୟାନେଲ ସହିତ ଆଲୋଚନା କରୁଛି । ପୂର୍ବରୁ […]

Read More Text.
Gajapati maharaj

ଇସ୍କନର ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ପ୍ରତିକ୍ରିୟା

ପୁରୀ : ଇସ୍କନ ପକ୍ଷରୁ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟ ସିଂହ ଦେବଙ୍କ ସାମ୍ବାଦିକ ସମ୍ମିଳନୀ  । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇଛନ୍ତି । ଇସ୍କନ୍ ସଂସ୍ଥା ଦ୍ଵାରା, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଅଦିନିଆ ପର୍ବ ପର୍ବାଣୀ ପାଳନ ବିରୋଧରେ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି  । ବାରମ୍ବାର ଏହିଭଳି ଭାବେ ଇସ୍କନ ପକ୍ଷରୁ ଜଗନ୍ନାଥଙ୍କ ନୀତି କ୍ରାନ୍ତି ଭୁଲ ଭାବେ ପ୍ରଦର୍ଶନ […]

Read More Text.
Odisha police

ଘୁଞ୍ଚିଲା ଓଡ଼ିଶା ପୋଲିସ SI ପରୀକ୍ଷା 2025, ଅକ୍ଟୋବର ୪ ପରିବର୍ତ୍ତେ ୬ରେ ହେବ

କଟକ :  CPSE 2025 (କମ୍ବାଇଣ୍ଡ ପୋଲିସ ସର୍ଭିସ ପରୀକ୍ଷା) କିମ୍ବା ଓଡ଼ିଶା ପୋଲିସ SI ପରୀକ୍ଷା 2025 ର ଅକ୍ଟୋବର 4 ରେ ହେବାକୁ ଥିବା ପତ୍ରକୁ ଅକ୍ଟୋବର 6 କୁ ଘୁଞ୍ଚାଇ ଦିଆଯାଇଛି । SI ପରୀକ୍ଷାର ତୃତୀୟ ପରୀକ୍ଷା ପତ୍ରରେ ପରିବର୍ତ୍ତନ ଆସିଛି । ତୃତୀୟ ପତ୍ରରେ ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ବିଷୟ ଭାବରେ ରହିଛି ଏବଂ ଏହା ଅକ୍ଟୋବର 6 ରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା 4 ଅକ୍ଟୋବର […]

Read More Text.
66e863b359ef2.image

ଜଳିଗଲା ଗଞ୍ଜେଇ ବୋଝେଇ ଗାଡି

ସୁବର୍ଣ୍ଣପୁର : ବିନିକା ସହର ନୂଆବଜାର ନିକଟରେ ଅଭାବନୀୟ ଘଟଣା ଘଟିଛି। ରାସ୍ତା ମଝିରେ ହୁତହୁତ୍ ହୋଇ ଜଳିଗଲା ଗଞ୍ଜେଇ ଚାଲାଣ ହେଉଥିବା କାର୍। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କିଛି ସ୍ଥାନୀୟ ଲୋକେ ଏକ ନମ୍ବର ବିହୀନ କାରରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ଏ ନେଇ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେପଟେ ରାସ୍ତା ମଝିରେ ଗାଡି ଛାଡି […]

Read More Text.
Accident

ଦୁର୍ଘଟଣାରେ ସ୍ୱାମୀ,ସ୍ତ୍ରୀ ସହ ୩ ମୃତ

ଅନୁଗୁଳ : ଅନୁଗୁଳରେ ଶନିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟଣାରେ ଅଟୋ-କାର ମୁହାମୁହିଁ ଧକ୍କା ହୋଇ ୫ ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କ ଜୀବନ ଚାଲି ଯାଇଛି । ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ରହିଛନ୍ତି । ମୃତକ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ଅଟୋ ଚାଳକ ରହିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସୂଚାନୁଯାୟୀ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଏହି ଅଟୋ-କାର ମୁହାମୁହିଁ ଧକ୍କା ହୋଇଛି। ମୃତକ ମାନେ […]

Read More Text.
Img 20250905 wa0225

ପୟଗମ୍ବର ମହମ୍ମଦଙ୍କ ୧୫୦୦ ଜନ୍ମ ଦିବସ ଅବସରରେ ସଂଖ୍ୟାଲଘୁ ସଂପ୍ରଦାୟର ପକ୍ଷରୁ ଆନନ୍ଦ ଓ ଉଲ୍ଲାସର ସହ ପାଳିତ

ବାରିପଦା : ଠାକୁରାଣୀବେଡା  ଏଵଂ ଈଚିଣ୍ଡାରେ ବସବାସ କରୁଥିଲି ସଂଖ୍ୟାଲଘୁ ସଂପ୍ରଦାୟର ତରଫରୁ ଆନନ୍ଦ ଓ ଉଲ୍ଲାସର ସହ ପବିତ୍ର  ପୟଗମ୍ବର ମହମ୍ମଦଙ୍କ ୧୫୦୦ ତମ ଜନ୍ମ ଦିବସ  ତଥା ଈଦ -ମିଲାଦୁନ -;ନଵୀ ପାଳନ କରାଯାଇଛି  ।ଆଜି ଶୁକ୍ରବାର ଦିନ ସକାଳେ ସମସ୍ତ ମୁସଲମାନ ପରିବାରର ଲୋକେ ନବ ବସ୍ତ୍ର ପରିଧାନ କରି ନିକଟସ୍ଥ  ମସଜିଦ ପାଖକୁ ଯାଇ ନମାଜ ପଢ଼ିବା ସହ  ସମାଜର ମଙ୍ଗଳ କାମନା ପାଇଁ ଆଲ୍ଲାଙ୍କ ପାଖରେ ପ୍ରାର୍ଥନା କରିଥିଲେ ।ସେଠାରେ […]

Read More Text.
Img 20250905 wa0236

ପ୍ରସିଦ୍ଧ ପାକଣାପାଟ ପର୍ବତରେ ଯାନ୍ତାଳ ମେଳାରେ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ନରସିଂହ ବାବାଙ୍କ ପୂଜାର୍ଚ୍ଚନା

ବାରିପଦା: ମୟୂରଭଂଜ ଜିଲ୍ଲାର ଜାମଦା ନିକଟସ୍ଥ କଇଁପୁରର ପାକାଣାପାଟ ପରବତରେ ପ୍ରଷିଦ୍ଧ ଜାନ୍ତାଳ ମେଳାରେ ରାଜ୍ୟ  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତ‌ଥା ଶ୍ରମ, କର୍ମଚାରୀ କର୍ମଚାରୀ ଚୀମା ବିଭାଗ ମନ୍ତ୍ରୀ  ଇଂ ଗଣେଶ ରାମ ସିଂ  ଖୁଣ୍ଟିଆ, ମୟୁରଭଞ୍ଜ ଲୋକସଭା ସାଂସଦ ନଚଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ, ରରୁଆଁ ଚେୟାରମ୍ୟାନ୍ ଅଜିତ କୁମାର ତିରିଆ,ଜଙ୍ଗଲ ମନ୍ତ୍ରୀଙ୍କ ମିଡ଼ିଆ ସେଲର ମନୋରଞ୍ଜନ ତିରିଆ ପ୍ରମୁଖ ଯୋଗ ଦେଇ ଅଞ୍ଚଳବାସୀଙ୍କ ମଙ୍ଗଳ ପାଇଁ ବାବା […]

Read More Text.
Img 20250905 wa0232

ମାଣିକପୁର ପଞ୍ଚାୟତରେ କଳାକନା ବୁଲାଇଲେ ଦୁଵୃର୍ତ୍ତ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳର ବିଜାତଳା ବ୍ଳକର ମାଣିକପୁର ପଞ୍ଚାୟତରେ ବୁଧବାର ଦିନ ରାତିରେ ଦୁବୃର୍ତ୍ତ ମାନେ  କଳାକନା ବୁଲାଇଥିବା ନେଇ ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ  ଆଜି ଶୁକ୍ରବାର ଦିନ ସରପଞ୍ଚ ଶୁଶାନ୍ତ ମୁଣ୍ଡା ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଟୁଡୁ ପଞ୍ଚାୟତ ଅଫିସ୍ ଯାଇ ଦେଖନ୍ତି ତ  ପଞ୍ଚାୟତ  ଅଫିସରେ ତାଲା ଭଙ୍ଗା ଯାଇଛି । ଅଫିସ ଭିତରେ ଇନଭର୍ଟର,ସୋଲାର ବେଟେରୀ, କମ୍ପ୍ୟୁଟର ,ଏଲସିଡି,ଛୋଟ ବେଟେରୀ ଇତ୍ଯାଦି ଲୁଟ କରି […]

Read More Text.
ାୈୀ

ଵାନ୍ଦଦୁମା ଗ୍ରାମ ବିଲରେ ଅଜଣା ଯୁବକର ମୃତଦେହ ଉଦ୍ଧାର

ବାରିପଦା: ମୟୂରଭଂଜ ଜିଲ୍ଲାର ସିମାନ୍ତ ଜାମଦା ଥାନା ଠାରୁ ମାତ୍ର ୧ କିମି ଦୂର ଵାନ୍ଦଦୁମା ଗ୍ରାମ ରାସ୍ତାକଡ ବିଲରୁ ଏକ ଅଜଣା ଯୁବକର ମୃତଦେହ ପଡିଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଵାନ୍ଦଦୁମା ଗ୍ରାମର ଜଣେ ଚାଷୀ ଆଜି ଶୁକ୍ରବାର ଦାନ ସକାଳୁ ନିଜ  ବିଲକୁ ଚାଷ କାମରେ ଯାଇଥିବାବେଳେ ଏକ ଯୁବକର ମୃତ ଦେହ ପଡ଼ିଥିବା ଦେଖି ଭୟରେ ଵିଲଛାଡି ଗାଁକୁ ଯାଇ ଗ୍ରାମ ଲୋକେ ଘଟଣାସ୍ଥଳକୁ ଆସି ଜାମଦା ଥାନାକୁ ଜଣାଇଥିଲେ ।ଥାନାଧିକାରିଣୀ ଓଆଇସି ଅନିତା […]

Read More Text.
Img 20250905 wa0241

ମୟୁରଭଞ୍ଜ ଜିଲ୍ଲା ସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ସମ୍ବର୍ଦ୍ଧିତ ହେଲେ ୫୫ କୃତୀ ଶିକ୍ଷକ/ଶିକ୍ଷୟତ୍ରୀ ବାରିପଦା: ସ୍ଥାନୀୟ ଲାଲବଜାର ସ୍ଥିତ ଶିକ୍ଷକ ଭବନ ପରିସରରେ ମୟୁରଭଞ୍ଜ ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତି ଆନୁକୂଲ୍ୟରେ ପବିତ୍ର ଗୁରୁ ଦିବସ ଅବସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ ଜିଲ୍ଲାର ୨୬ ବ୍ଲକର ମୋଟ ୨୦୦ ଶିକ୍ଷକ/ଶିକ୍ଷିକା ଯୋଗ ଦେଇଥିଲେ I ପ୍ରତି ବ୍ଲକରୁ ୨ ଜଣ ଲେଖାଏଁ ଓ ୩ ଟି ମୁନିସିପାଲିଟିର ୩ ଜଣ  କୃତୀ ଶିକ୍ଷକ/ଶିକ୍ଷିକାଙ୍କୁ […]

Read More Text.