ନୂଆପଡାରେ ପ୍ରଚାର କଲେ କଟକ ମେୟର ସୁବାସ ସିଂହ
ନୂଆପଡ଼ା: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନୂଆପଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ କଟକ ମେୟର ସୁବାସ ସିଂହ ଷ୍ଟାର ପ୍ରଚାରକ ଭାବରେ ପ୍ରଚାର କରିଛନ୍ତି। ମେୟର ସିଂହ ନୂଆପଡା ପ୍ରତି ଥିବା ନବୀନଙ୍କ ଅବଦାନ ବିଷୟରେ ଜନତାଙ୍କୁ କହିବା ସହିତ ନୂଆପଡାରେ ପୂର୍ବ ବିଜେଡି ସରକାର କରିଥିବା ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ। ନୂଆପଡା ପରି ଏକ ଆଦିବାସୀ ଅଞ୍ଚଳକୁ ଉନ୍ନତ […]
Read More Text.