ସ୍କୁଟି ଡିକି ଭାଙ୍ଗି ୧୦ ଲକ୍ଷ ଟଙ୍କା ଲୁଟ୍
ଚୌଦ୍ବାର: ଡିକି ଭାଙ୍ଗି ଲୁଟିନେଲେ । ଘର ଆଗରୁ ଡିକି ଭାଙ୍ଗି ୧୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଚୌଦ୍ବାର ନପଙ୍ଗ ପଞ୍ଚାୟତ ଇଟୁଆ ଗାଁ କୋର କୋର ସାହିରୁ ଲୁଟ୍ ହୋଇଛି। ରବିନ୍ଦ୍ର କୁମାର ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରି ଅଗମାରେ ଗାଡ଼ି ରଖିବା ସମୟରେ ଫୋନ୍ ଆସିଥିଲା। । ରବିନ୍ଦ୍ର କଥା ହୋଇ ଘର ଭିତରକୁ ଚାଲିଯାଇଥିଲେ। ଏହି ସମୟରେ ତାଙ୍କ ପିଛା କରି ଆସିଥିବା ୪ଜଣ […]
Read More Text.