‘ଏକ ଭାରତ-ଆତ୍ମନିର୍ଭର ଭାରତ’ ଗଠନ ଉଦ୍ଦେଶ୍ୟରେ ଏକତା ପଦଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କଟକ : ଚଳିତ ବର୍ଷ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମଶତବାର୍ଷିକୀ ପାଳନ ଅବସରରେ ରାଜ୍ୟବ୍ୟାପୀ ସର୍ଦ୍ଦାର ୧୫୦ ସମାରୋହର ଅଂଶଭାବରେ କଟକ ଜିଲ୍ଲାରେ ଏକତା ପଦଯାତ୍ରା ଆସନ୍ତା ୧୮ ନଭେମ୍ବରରେ ଆୟୋଜନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ତଥା ଜିଲ୍ଲା ସଂସ୍କୃତି ପରିଷଦ ଏବଂ ମୋ ଭାରତ ଅନୁଷ୍ଠାନ ସହଯୋଗରେ […]
Read More Text.