ଖଣ୍ଡାୟତ ସମାଜକୁ କେନ୍ଦ୍ରୀୟ ଓବିସି ତାଲିକାଭୁକ୍ତ କରିବାକୁ ଜାତୀୟ ପଛୁଆବର୍ଗ କମିଶନଙ୍କ ନିକଟରେ ଦାବି
ଭୁବନେଶ୍ୱର: ଓଡିଶାର ସର୍ବ ପୁରାତନ ତଥା ପାରମ୍ପରିକ ଚାଷୀ ସମାଜ ଏବଂ ସମର କଳାରେ ନିପୁଣ ଖଣ୍ଡାୟତ ଜାତିକୁ କେନ୍ଦ୍ରୀୟ ପଛୁଆବର୍ଗ (ଓବିସି) ଶ୍ରେଣୀଭୁକ୍ତ କରିବା ପାଇଁ ନିଖିଳ ଓଡିଶା ଖଣ୍ଡାୟତ କ୍ଷତ୍ରୀୟ ପାଇକ ଓ ଚଷା ମହାସଂଘ ପକ୍ଷରୁ ଜାତୀୟ ପଛୁଆବର୍ଗ କମିଶନ (NCBC) ନିକଟରେ ଦାବି କରାଯାଇଛି। ଏ ନେଇ ସଂଗଠନ ପକ୍ଷରୁ ଏକ ତଥ୍ୟସମ୍ବଳିତ ସ୍ମାରକପତ୍ର କମିଶନଙ୍କ ଅଧ୍ୟକ୍ଷ ଶ୍ରୀ ହଂସରାଜ ଗଙ୍ଗାରାମ ଅହୀରଙ୍କ ସମେତ ଅନ୍ୟ ଦୁଇଜଣ ସମ୍ମାନିତ ସଭ୍ୟ ଶ୍ରୀ ଭୁବନ […]
Read More Text.