Img 20250915 wa0163

ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ ସରକାରୀ ଯୋଜନାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଶିଶୁଙ୍କୁ ସଠିକ୍ ପୋଷଣ ସହ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଦକ୍ଷତାକୁ ଦିଆଯିବ ଅଗ୍ରାଧିକାର – ଧର୍ମେନ୍ଦ୍ର ପ୍ରଧାନ ବୈଠକରେ ଓଡ଼ିଶାର ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,  ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର,  ସାଂସଦ ନବ ଚରଣ ମାଝୀ, ମମତା ମହାନ୍ତ ଓ ବିଧାୟକମାନେ ପ୍ରମୁଖ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କାପାସିଟି ବିଲଡିଂ ବଢାଇବା ଦିଗରେ ଆଲୋଚନା  ସ୍କୁଲରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାର ଗୁଣାତ୍ମକ ମାନକୁ […]

Read More Text.
Narayana

ସାର ପାଇଁ ଲମ୍ୱା ଲାଇନ୍, ପ୍ରବଳ ଗହଳି ଯୋଗୁଁ ରାସ୍ତା ଜାମ୍

ଲକ୍ଷ୍ମୀପୁର: ବସ୍ତାଏ ସାର ପାଇଁ ଲମ୍ୱା ଲାଇନ୍। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ସାର ସମସ୍ୟା । ଲକ୍ଷ୍ମୀପୁର ନାରାୟଣପାଟଣା ସେବା ସମବାୟ ସମିତି ଆଗରେ ପ୍ରବଳ ଭିଡ଼। ବସ୍ତାଏ ୟୁରିଆ ସାର ପାଇଁ ଲମ୍ୱା ଲାଇନ୍ ଲଗାଇଛନ୍ତି ଶହ ଶହ ଚାଷୀ । ଗତ ୮ ତାରିଖରେ ୨୨୦୦ ବସ୍ତା ସାର ନାରାୟଣପାଟଣା ଲ୍ୟାମ୍ପକୁ ଆସିଥିଲା । ହେଲେ ଚାଷୀଙ୍କ ସଂଖ୍ୟା ଥିଲା ୫ହଜାର । ଲୋକେ ସାର ପାଇଁ ଆସିଥିବାବେଳେ ସକାଳ ୫ଟାରୁ ଲାଇନ୍ ବାନ୍ଧି […]

Read More Text.
Sw election 3

କେବେ ହେବ ଛାତ୍ର ସଂସଦ ନିର୍ବାଚନ ?

ଭୁବନେଶ୍ଵର : କେବେ ହେବ ଛାତ୍ର ସଂସଦ ନିର୍ବାଚନ । ଚଳିତବର୍ଷ ନିର୍ବାଚନ ନେଇ ବେଶ୍ କଳ୍ପନାଜଳ୍ପନା ଲାଗିରହିଥିଲା। ସରକାର ନିର୍ବାଚନ ନେଇ ଇଙ୍ଗିତ ଦେଇଥିଲେ ହେଲେ ଦିନ ଗଡି ଗଡି ଚାଲିଛି। କିନ୍ତୁ ଛାତ୍ର ସଂସଦ ନିର୍ବାଚନକୁ ନେଇ କିଛି ବି ସୂଚନା ମିଳୁନି। ଏସବୁ ଭିତରେ ଆଜି ବିଜେଡି ରାଜ୍ୟ ସରକାରଙ୍କୁ ନିଶାନା କରିଛି। ସରକାର କାହିଁକି ନିର୍ବାଚନ କରୁନି ବୋଲି ଦଳ ପ୍ରଶ୍ନ ଉଠାଇଛି। ୟୁଟର୍ଣ୍ଣ ମାରିବାରେ ସରକାର ମାହିର। ପୂର୍ବରୁ ନିର୍ବାଚନ […]

Read More Text.
00 4

ଜୟପୁରରୁ ଉଡନ୍ତା ସାପ ଉଦ୍ଧାର

ଜୟପୁର : ପ୍ରଥମଥର ପାଇଁ ଜୟପୁର ସହରରୁ ଏକ ଉଡନ୍ତା ସାପ ଉଦ୍ଧାର କରାଯାଇଛି। ଆଜି ସକାଳେ ଗୌଡ଼ସାହିର ଜଣେ ବ୍ୟକ୍ତି ନିଜ ବାଥରୁମ୍‌ରେ ଏକ ସାପ ଦେଖିବାକୁ ପାଇଥିଲେ। ଏବଂ ପରେ ସେ ୱାଇଲ୍ଡ ଆନିମଲ୍ ରେସ୍କ୍ୟୁ ଟିମକୁ ଖବର ଦେଇଥିଲେ। ସୂଚନା ପାଇବା ପରେ ସାପ ଉଦ୍ଧାରକାରୀ ଦଳର ସଂସ୍ଥାପକ କୃଷ୍ଣ କେଶବ ଷଡଙ୍ଗୀ ଏବଂ ତାଙ୍କ ସହଯୋଗୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ତେବେ  ଏହି ସାପଟିକୁ ଉଡନ୍ତା […]

Read More Text.
1732412236 mohan charan majhi odishacm

ଅବକାରୀ ନୀତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଚଳିତ ମାସରୁ ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁ ହେବାକୁ ଯାଉଛି । ଏହାପୂର୍ବରୁ ନୂଆ ଅବକାରୀ ନୀତି ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ନିକଟରେ ଏକ ପ୍ରତିନିଧି ଦଳ ଦୁଇଟି ରାଜ୍ୟକୁ ଗସ୍ତ କରି ସେଠାକାର ଅବକାରୀ ନୀତି ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରୁଛି। ସେହି ତଥ୍ୟକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରାଯିବ। ପରେ ସେସବୁର ତର୍ଜମା କରି ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁ […]

Read More Text.
11 1 1068x494

ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍

ଭୁବନେଶ୍ଵର :ରାଜ୍ୟରେ ସୁଭଦ୍ରା ଯୋଜନାରେ ଅଭିଯୋଗ ସମାଧାନ ପ୍ରକ୍ରିୟାକୁ ଆହୁରି ସୁଦୃଢ ଓ ସୁଗମ କରିବା ନିମନ୍ତେ ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା “ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍” ର ଶୁଭାରମ୍ଭ କରିଛନ୍ତି । ଏହି ମଡ୍ୟୁଲ୍ ମାଧ୍ୟମରେ ସୁଭଦ୍ରା ଆବେଦନକାରୀମାନଙ୍କ ଅଭିଯୋଗ ଯଥା ଆବେଦନ ପ୍ରତ୍ୟାଖ୍ୟାନ, ସୁଭଦ୍ରା ସହାୟତା ନ ମିଳିବା ଆଦି ବିଷୟରେ ଶୀଘ୍ର ତଦନ୍ତ କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ। […]

Read More Text.
Odia people

ନେପାଳରୁ ଯାଜପୁର ଫେରିଲେ ପଶୁପତିନାଥଙ୍କ ଦର୍ଶନ ପାଇଁ ଯାଇ ଫସିଥିବା ୧୦ ଓଡ଼ିଆ ପରିବାର

ଯାଜପୁର: ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ । ୧୦ ପରିବାରର ୨୩ ଜଣ ସଦସ୍ୟ ସୁରକ୍ଷିତ ଭାବେ ଯାଜପୁର ଫେରିଛନ୍ତି । ହାୱଡା- ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସରେ ଆସି ଯାଜପୁର ରୋଡ ରେଳଷ୍ଟେସନରେ ଓହ୍ଲାଇଛନ୍ତି ପର୍ଯ୍ୟଟକ ମାନେ । ପଶୁପତିନାଥଙ୍କ ଦର୍ଶନ ପାଇଁ ନେପାଳ ଯାଇଥିବା ବେଳେ, ଜେନ-ଜି ବିକ୍ଷୋଭ ଯୋଗୁଁ ସମସ୍ତେ ଫସି ରହିଥିଲେ । ପରେ ବୁଲାଇବାକୁ ନେଇଥିବା ଟ୍ରାଭେଲ୍ ସଂସ୍ଥା ସହାୟତାରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଅଣାଯାଇଛି ।

Read More Text.
Bjd 1 1

ରାଜ୍ୟରେ ସାର ସମସ୍ୟାର ସମାଧାନ ଦାବିରେ ବିଜେଡିର ଧାରଣା

ଭୁବନେଶ୍ବର: ରାଜଭବନ ଆଗରେ ବିଜେଡି କର୍ମୀ -ପୋଲିସ ଧସ୍ତାଧସ୍ତି । ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ । କର୍ମୀଙ୍କୁ ଭିତରକୁ ଛାଡ଼ୁନଥିବାରୁ ପୋଲିସ- ବିଜେଡି କର୍ମୀ ମୁହାଁମୁହିଁ । ରାଜ୍ଯରେ ସାର ଅଭାବ ନେଇ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଦିଆଯାଇଛି। ଏବେ ସାରର ଅଭାବ ଥିବାରୁ ହନ୍ତସନ୍ତ ହେଉଛନ୍ତି ଚାଷୀ । ରାଜ୍ୟରେ ସାରର ଅଭାବନ ନାହିଁ ବୋଲି ସରକାର କହୁଥିବାବେଳେ ଚାଷୀଙ୍କୁ କଣ ପାଇଁ ସାର ମିଳୁନି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି […]

Read More Text.
Screenshot 2025 08 23 190412 739x430 1

ପ୍ରତ୍ୟେକ ପ୍ୟାକିଂରେ ପୁରୁଣା ମୂଲ୍ୟ ସହ ସଂଶୋଧିତ ନୂଆ ମୂଲ୍ୟ ତୁରନ୍ତ ଉଲ୍ଲେଖ କରିବାକୁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ନିକଟରେ ଜିଏସ୍‌ଟି ପରିଷଦ ବୈଠକରେ ଦ୍ରବ୍ୟ ଓ ସେବାକର(ଜିଏସଟି) ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ବୈଠକରେ ହୋଇଥିବା ସଂଶୋଧନକୁ ତୃଣମୂଳସ୍ତରରେ ଗ୍ରାହକମାନେ ଯେଭଳି ପାଇପାରିବେ ସେନେଇ ଗୁରୁତ୍ୱ ଦିଆଯାଉଛି । ଏହି ପ୍ରରିପେକ୍ଷିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମସ୍ତ ଉତ୍ପାଦକ, ପ୍ୟାକର୍‌ ଓ ଆମଦାନୀକାରୀଙ୍କୁ ସଂଶୋଧିତ ଜିଏସ୍‌ଟି ହ୍ରାସକୁ ପ୍ରତ୍ୟେକ ପ୍ୟାକିଂରେ ପୁରୁଣା ମୂଲ୍ୟ ସହିତ ସଂଶୋଧିତ ନୂତନ ମୂଲ୍ୟ (ଏମଆରପି) […]

Read More Text.
Screenshot 2025 09 15 104608 750x430

ରାସ୍ତାରୁ ତଳକୁ ଖସିଲା ବସ୍, ୮ ଆହତ

ରାୟଗଡ଼ା: ହଠାତ୍ ରାସ୍ତା କଡକୁ ଖସି ପଡ଼ିଲା ଘରୋଇ ବସ୍। ରାୟଗଡ଼ା ଗୁମା ଘାଟି ନିକଟରେ ବସ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୮ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ରବିବାର ରାତିରେ ପ୍ରବଳ ବର୍ଷା ହେଉଥିଲା। ଗୋଲଡେନ୍ ରକ୍ ନାମକ ଘରୋଇ ବସ୍ ଗୁଣୁପୁର ଠାରୁ ଜୟପୁର ଯାଉଥିଲା। ଜାତୀୟ ରାଜପଥରେ ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଗୋଟିଏ ଚକା ଗାତରେ ପଡିଯିବାରୁ ବସ୍‌ଟି […]

Read More Text.