936269 78571 gunmbchfph 15154037

ଭଂଜପୁର ଜଗଦ୍ଧାତ୍ରୀ ମେଳା-୨୦୨୫ ସମୟରେ ଯାନବାହାନ ଚଳାଚଳ ପାଇଁ ପ୍ରଶାସନ ପକ୍ଷରୁ ନିୟନ୍ତ୍ରଣ ବ୍ୟବସ୍ଥା

ବାରିପଦା-: ସ୍ଥାନୀୟ ଭଂଜପୁର ରେଲୱେ ପଡିଆ ଠାରେ ଜଗତ ଜନନୀ ମା’ ଜଗଦ୍ଧାତ୍ରୀଙ୍କ ପବିତ୍ର ପୂଜା ଆରମ୍ଭ ହେବା ସହ ପୂଜା ପ୍ୟାଣ୍ଡେଲ ପରିସରରେ ଏହି ଉପଲକ୍ଷେ ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା–୨୦୨୫ର ଶୁଭଉଦଘାଟନ ହୋଇଯାଇଛି। ଉକ୍ତ ମେଳା ପରିପ୍ରେକ୍ଷୀରେ ଚଳିତ ନଭେମ୍ବର ମାସ ୧୯ ତାରିଖ ପର୍ଯ୍ୟନ୍ତ ଭଂଜପୁର ରେଲୱେ ପଡିଆ ସାମ୍ନାରେ ଥିବା ସଡକ, ଅର୍ଥାତ୍ ଷ୍ଟିଲ ଗୋଲାଇ ଠାରୁ ମୁର୍ଗାବାଡି ଗୋଲେଇ ପର୍ଯ୍ୟନ୍ତ ସଡକରେ ମା’ଙ୍କ ଦର୍ଶନ ପାଇଁ ଭକ୍ତ, ଶ୍ରଦ୍ଧାଳୁ ତଥା ମେଳାକୁ […]

Read More Text.
Images

ଆସନ୍ତାକାଲି ନୂଆପଡ଼ା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆସନ୍ତାକାଲି ନୂଆପଡ଼ା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କର ପ୍ରଚାର କାର୍ଯ୍ୟକ୍ରମ ରହିଛି । କୋମନାରେ ରୋଡ୍‌-ସୋ ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ପ୍ରଚାରରେ ସାମିଲ ହେବେ । ନୂଆପଡ଼ା ଉପନିର୍ବାଚନରେ ବିଜେପିକୁ ଜିତାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର ମୈଦାନକୁ ଓଲ୍ହାଇଛନ୍ତି । ଏହା ପୂର୍ବରୁ ଅକ୍ଟୋବର ୬ ଓ ୧୭ରେ ମୁଖ୍ୟମନ୍ତ୍ରୀ ନୂଆପଡ଼ାରେ […]

Read More Text.
Rajendra 1068x601

ଯୁବକଙ୍କ ଉନ୍ମତ୍ତକାଣ୍ଡ: ନାବାଳିକାଙ୍କ ବାପାଙ୍କ ତଣ୍ଟି କାଟିଲା ଯୁବକ

ବାସୁଦେବପୁର: ବାସୁଦେବପୁର ଥାନା ଅଧୀନ ଆରୁହା ପଞ୍ଚାୟତର କୁଞ୍ଚଆଢ଼ିଆ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜନୈକା ନାବାଳିକାଙ୍କ ବାପାଙ୍କ ତଣ୍ଟି କାଟି ଦେଇଛନ୍ତି ଜଣେ ଯୁବକ। ଅଭିଯୁକ୍ତ ଜଣକ ବିଷ୍ଣୁବିନ୍ଧା ଗ୍ରାମର ବୋଲି ଜଣାପଡ଼ିଛି। ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ରାଜେନ୍ଦ୍ର ରାଉତଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀ ଯୁବକ ଜଣକ ରାଜେନ୍ଦ୍ରଙ୍କ ନାବାଳିକା ଝିଅକୁ ଏକତରଫା ପ୍ରେମ କରୁଥିଲା। ନାବାଳିକାଙ୍କ ବାପା ଏହାକୁ ବିରୋଧ କରିଆସୁଥିଲେ। […]

Read More Text.
G49nxvka8aaoyu2

ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପାରାଦୀପ ବନ୍ଦରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ବନ୍ଦର ଭିତ୍ତିକ ଉନ୍ନତି ଉପରେ ଗୁରୁତ୍ୱ ଦେଇ ଏକ ଦୃଢ ସନ୍ଦେଶ ଦେଇଛନ୍ତି । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୋଇତ ବନ୍ଦାଣ ଓ ବାଲିଯାତ୍ରା ମାତ୍ର ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବମାନଙ୍କ ଦୁଃସାହସିକ […]

Read More Text.
Puri vv

କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି: ରାଜାରାଜେଶ୍ୱର ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ପଞ୍ଚକର ଶେଷ ଦିନରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଆଜି ରାଜାରାଜେଶ୍ୱର ବେଶ ବା ସୁନା ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଭୋରରୁ ଦ୍ୱାରଫିଟା ପରେ ନୀତିକାନ୍ତି ବଢିବା ସହ ସୁରୁଖୁରୁରେ ସର୍ବସାଧାରଣ ଦର୍ଶନ ଚାଲିଛି । ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି । ମହାପ୍ରଭୁ ପ୍ରତିବର୍ଷ ୫ଥର ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି […]

Read More Text.
Balijatra 1

ଐତିହାସିକ କଟକ ବାଲିଯାତ୍ରା ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ : ଐତିହାସିକ କଟକ ବାଲିଯାତ୍ରା ଉଦଘାଟିତ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  କଟକ ଇନ କଟକରେ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି ମୋହନ ମାଝୀ । ପ୍ରଥମେ ବୋଟ କ୍ଲବରୁ ଏକ ସୁସଜ୍ଜିତ ବୋଇତରେ ଆସି ମହାନଦୀ ଗଡଗଡ଼ିଆ ଘାଟରେ ସପତ୍ନୀକ ଡଙ୍ଗା ଭସାଇଥିଲେ। ଏହା ପରେ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି। ଏହାସହ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାକୁ ମଧ୍ୟ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ଓରମାସରେ ମୋଟ ୫୨୫ ଟି […]

Read More Text.
Bjd 1

ପ୍ରଚାର ପାଇଁ ୭ରେ ପୁଣି ନୂଆପଡ଼ା ଯିବେ ବିଜେଡି ସୁପ୍ରିମୋ

ଭୁବନେଶ୍ବର: ଧନ୍ୟବାଦ ଜଣାଇଲେ, ୭ରେ ଗସ୍ତ ଘୋଷଣା କଲେ ନବୀନ । ଆସନ୍ତା ୭ ତାରିଖରେ ପୁଣି ନୂଆପଡ଼ା ପ୍ରଚାର ପାଇଁ ଯିବେ ନବୀନ । ନୂଆପଡ଼ା ଓ ଖରିଆରରୋଡରେ ପ୍ରଚାର କରିବେ । ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଆପଣମାନଙ୍କ ସହ ମୁଁ ଦୁଇପଦ କଥା ହେବି । ଆଉ ଆପଣମାନଙ୍କର ଆଶୀର୍ବାଦ ମାଗିବି । ପୂର୍ବରୁ ଗତ ୩ ତାରିଖରେ ନବୀନ କୋମନାରେ […]

Read More Text.
G4 vsiqxsaai r

ସ୍ତ୍ରୀ, ଶାଶୂ, ଶଶୁରଙ୍କୁ କଟୁରୀରେ ହାଣିଲା ଜ୍ବାଇଁ

ବାଙ୍କୀ: ଶ୍ବଶୁର ଘରେ ଜ୍ବାଇଁର ଉନ୍ମତ୍ତକାଣ୍ଡ । ନିଜ ପତ୍ନୀ ସହ ଶାଶୂ, ଶଶୁରଙ୍କୁ କଟୁରୀରେ ହାଣିଲା ରକ୍ତମୁଖା ଜ୍ୱାଇଁ । କଟକ ଜିଲ୍ଲା ବାଙ୍କୀ ଥାନା ଶିଶୁଆ ଗାଁର ଘଟଣା । ଗାଁର ସଞ୍ଜୟ ଦାସ ନିଜ ଶ୍ୱଶୁର ଘରକୁ ଆସି ପତ୍ନୀ ପୁଷ୍ପାଙ୍କୁ ସାଙ୍ଗରେ ଯିବାକୁ ବାଧ୍ୟ କରିଥିଲେ । ପୁଷ୍ପା ତାଙ୍କ ସହ ନଯିବାବାରୁ କଟୁରୀରେ ତାଙ୍କୁ ହାଣି ରକ୍ତାକ୍ତ କରିଥିଲେ । ଶ୍ୱଶୁର ଓ ଶାଶୂ ଏହାରପ୍ରତିବାଦ କରିବାରୁ ତାଙ୍କୁ ବି ହାଣିବାକୁ […]

Read More Text.
Tiger a

ଆନନ୍ଦପୁରରେ ବାଘ ପାଦଚିହ୍ନ, ତୀକ୍ଷଣ ନଜର ରଖିଛି ବନବିଭାଗ

ଆନନ୍ଦପୁର: ଆନନ୍ଦପୁରରେ ବାଘ ଆତଙ୍କ । ଆନନ୍ଦପୁର ବନଖଣ୍ଡ ସଢଙ୍ଗୀ ଗାଁରେ ବାଘ ପାଦ ଚିହ୍ନ ସ୍ପଷ୍ଟ ପରେ ଭୟଭୀତ ଅବସ୍ଥାରେ ଗାଁଲୋକେ । ସେପଟେ ବାଘର ପାଦ ଚିହ୍ନ ସ୍ପଷ୍ଟ ହେବା ପରେ ତୀକ୍ଷଣ ନଜର ରଖିଛି ବନ ବିଭାଗ । ଗାଁର ଜଣେ ଯୁବକ ବିଳମ୍ବିତ ରାତିରେ ବାଘକୁ ଦେଖି ଗ୍ରାମବାସୀ ଙ୍କୁ ଜଣାଇଥିଲେ । ଖବରପାଇ ଆନନ୍ଦପୁର ବନବିଭାଗ ଗାଁରେ ପହଁଞ୍ଚି ଚାଷ ଜମିରେ ପଡ଼ିଥିବା ପାଦ ଚି଼ହ୍ନ ବାଘର ବୋଲି ସ୍ପଷ୍ଟ କରିଛନ୍ତି […]

Read More Text.
Death

ଭୁଲ ଇଞ୍ଜେକ୍ସନ ପାଇଁ ଚାଲିଗଲା ଗର୍ଭବତୀ ମହିଳାଙ୍କ ଜୀବନ !

ନବରଙ୍ଗପୁର: ମୋ ସ୍ତ୍ରୀକୁ ଇଂଜେକ୍ସନ ଦେଇଥିଲେ ନର୍ସ । ମୋ ସ୍ତ୍ରୀ ସୁସ୍ଥ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । କିନ୍ତୁ ଇଞ୍ଜେକ୍ସନ ନେବାର କିଛି ସମୟ ଭିତରେ ହିଁ ଚାଲିଗଲା ମୋ ଗର୍ଭବତୀ ସ୍ତ୍ରୀର ଜୀବନ । ଏକଥା ଆମେ କହୁନୁ ଆଜ୍ଞା ଏଭଳି ଅଭିଯୋଗ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ଦ୍ୱାରସ୍ତ ହେଇଛନ୍ତି ଜଣେ ସ୍ୱାମୀ । ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବକାଳୀନ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏବେ […]

Read More Text.