Durga puja rain 900x675 1

ଦଶହରାରେ ବର୍ଷାର ଆଶଙ୍କା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ଦଶହରା ପର୍ବ ଫିକା ପଡ଼ିବାର ଆଶଙ୍କା ଦେଖାଦେଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତାକାଲି (ଅକ୍ଟୋବର ୨) ଏବଂ ଅକ୍ଟୋବର ୩ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ଘଡ଼ଘଡ଼ି ସହ ପବନ ବହିବାର ମଧ୍ୟ ପୂର୍ବାନୁମାନ କରାଯାଇଛି, ଯାହା ପୂଜା ମଣ୍ଡପ ଏବଂ ତୋରଣଗୁଡ଼ିକୁ ପ୍ରଭାବିତ କରିପାରେ। ଆଜି ବଙ୍ଗୋପସାଗରରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା […]

Read More Text.
88866

କଲେଜ ଛକରେ ଭୁଶୁଡିଲା ଗେଟ୍: ରାଜାବଗିଚାରେ ଭାଙ୍ଗିଲା ତାଜା, ୩ ଆହତ

କଟକ: କଟକରେ ଦଶହରା ମାହୋଲ ଚାଲିଥିବା ବେଳେ ପ୍ରବଳ ବର୍ଷା ପୂଜାକୁ ଫିକା କରିଦେଇଛି। ପ୍ରବଳ ବର୍ଷା ଯୋଗୁଁ କଲେଜ ଛକରେ ଥିବା ଲାଇଟ୍ ଗେଟ୍ ଭୁଶୁଡି ପଡିଛି। ବର୍ଷା ଯୋଗୁଁ କେହି ନଥିବାରୁ କାହାରି କିଛି କ୍ଷତି ହୋଇନଥିବା ସୂଚନା ମିଳିଛି। ଆଖାପାଖ ଅଞ୍ଚଳରେ ବିଦ୍ୟୁତ୍ କାଟ କରାଯାଇ ରାସ୍ତା ସଫା କରାଯାଉଛି। ସେପଟେ କଟକ ରାଜାବଗିଚାରେ ପୂଜା ମଣ୍ଡପର ତାଜା ଭାଙ୍ଗିଯାଇଛି। ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସର୍ବୋଦୟପୁର ପୂଜା […]

Read More Text.
Zzz

କଟକରେ ବିଭିନ୍ନ ପୂଜାମଣ୍ଡପରେ ମାଆଙ୍କୁ ଦର୍ଶନକଲେ ମୁଖ୍ୟମନ୍ତ୍ରୀ

କଟକ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାରରେ କଟକର ବିଭିନ୍ନ ପୂଜା ମଣ୍ଡପ ମାଆ ଦୂର୍ଗାଙ୍କୁ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୂର୍ବାହ୍ନ ରେ ମଣ୍ଡପ ରେ ମା ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଅପରାହ୍ନରେ ପୁଣି ମୁଖ୍ୟମନ୍ତ୍ରୀ ଚୌଧୁରୀ ବଜ଼ାର, ପିଠାପୁର, ଝୋଲସାହି ଚାନ୍ଦିନୀ ଚୌକ ଓ ମାର୍କଟନଗର ଅଂଚଳ ରେ ଥିବା ପୂଜା ମଣ୍ଡପ ରେ ମାଙ୍କୁ ଦର୍ଶନ କରିଥିଲେ । ସ୍ଥାନୀୟ ପ୍ରଦକ୍ଷଣ ଗୃହ ସାମ୍ବାଦିକମାନକୁ କଟକ […]

Read More Text.
Zz

ଦୁର୍ଗାପୂଜାରେ ନାବାଳକଙ୍କୁ ଛୁରାମାଡ଼: ନାବାଳକ ମୃତ, ଜଣେ ଗୁରୁତର

ପାଇକମାଳ: ଝାରବନ୍ଧ ବ୍ଲକ ଡଭା ଦୁର୍ଗାପୂଜାରେ ବଡ଼ ଅଘଟଣ ଘଟିଛି। ଜଣେ ୧୭ବର୍ଷୀୟ ବାଳକର ଛୁରାମାଡ଼ରେ ମୃତ୍ୟୁ ଘଟିଛି। ମୃତକ ଝାରବନ୍ଧ ବ୍ଲକର ତୁର୍ଲ୍ଲା ଗ୍ରାମର ମାନଠୁ ବରିହା(୧୭) ବୋଲି ଜଣା ପଡ଼ିଛି। ତେବେ ତାଙ୍କ ସମ୍ପର୍କୀୟ ଜଣେ ଗୁରୁତର ଥିବା ସୂଚନା ରହିଛି । ପ୍ରାପ୍ତ ସୂଚନାନୁଯାୟୀ ମୃତକ ଡଭା ଗ୍ରାମକୁ ଦୁର୍ଗାପୂଜା ଦେଖିବାକୁ ଯାଇଥିଲେ। ଭୋର ୪ଟା ସମୟରେ ତାଙ୍କ ଉପରେ ଛୁରାମାଡ଼ ହୋଇଥିଲା। ତାଙ୍କ ସମ୍ପର୍କୀୟ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଛୁରାମାଡ଼ […]

Read More Text.
Z

ଅସରାଏ ବର୍ଷା ପରେ ରାଜଧାନୀ ରାସ୍ତାରେ ନାହିଁ ନଥିବା ଭିଡ଼

ଭୁବନେଶ୍ବର:  ଆଜି ଭୁବନେଶ୍ବରରେ ଅସରାଏ ବର୍ଷା ପରେ ରାଜଧାନୀ ରାସ୍ତାରେ ଦେଖିବାକୁ ମିଳିଥିଲା ନାହିଁ ନଥିବା ଭିଡ଼ । ବର୍ଷା ପାଇଁ ଲୋକେ ତ ଏକରେ ଦୋକାନ ବଜାର କି ବ୍ରିଜ ତଳେ କିଛି ସମୟ ପାଇଁ ଅଟକି ରହି ବର୍ଷା ଛାଡିଲା ପରେ ବାହାରିଥିଲେ କିନ୍ତୁ ସେପଟେ ପୂଜା ପାଇଁ କାଉଁଳିଆ ପାଗ ଦେଖି ଘରୁ ବାହାରି ଆସିଥିଲେ ଲୋକେ । ଯାହାର ଭୟଙ୍କର ପରିଣାମ ରାସ୍ତା ଜାମ୍ ହୋଇଥିଲା । ହଂସପାଳରୁ ଜାମ ଲାଗି […]

Read More Text.
2024052712

ଜାତୀୟ ଶିକ୍ଷା ନୀତି ଅନୁଯାୟୀ ପ୍ରଥମ ଥର ‘ବାଲ୍ ବାଟିକା’କୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ସମେତ ଦେଶର ବେସାମରିକ କ୍ଷେତ୍ରରେ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବରେ ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ମଞ୍ଜୁରୀ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଏହି ନୂତନ ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା ହେବାକୁ ଥିବା ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ […]

Read More Text.
Img 20250930 wa0224

ଚିନ୍ମୟ ମିଶନ ର ବ୍ୟକ୍ତିତ୍ଵ ବିକାଶ ଶିବିର ପାଇଁ ପ୍ରସ୍ତୁତି ବୈଠକ 

ବାରିପଦା: ସ୍କୁଲ ପିଲାଙ୍କ ପାଇଁ   ଆଜିକୁ ୧୫ବର୍ଷ ଧରି ଚିନ୍ମୟ ମିଶନ ବାରିପଦା  ସ୍ଥାନୀୟ ମଧୁବନ ସ୍ଥିତ ଚିନ୍ମୟ ମିଶନ ଆଶ୍ରମ ରେ ବ୍ୟକ୍ତିତ୍ଵ ବିକାଶ ଶିବିର – ଜାଗୃତି ଆୟୋଜନ ହୋଇ ଆସୁଅଛି l ଏ ବର୍ଷ ଆସନ୍ତା ଅକ୍ଟୋବର ୩ତାରିଖ ରୁ ୫ତାରିଖ , ସକାଳ ୬ରୁ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ   ଅନୁଷ୍ଠିତ ହେବ l ବିଭିନ୍ନ ବିଦ୍ୟାଳୟର ଏକ ଶହ ଛାତ୍ରଛତ୍ରୀମାନେ ନାମ ପଞ୍ଜିକରଣ କରିଛନ୍ତି l ଏ ବର୍ଷ ଶିବିରର  ମୁଖ୍ୟ […]

Read More Text.
Rr

ଧର୍ଯ୍ୟ ଓ ପରିଶ୍ରମ ବଳରେ ସଫଳତା ପାଇଲେ ବଡ଼ସାହିର ଜୟଶ୍ରୀ ଦଳେଇ

ବାରିପଦା : ବଡ଼ସାହି ବ୍ଲକ କଇଁଶାଳି ଗ୍ରାମର ବିଶ୍ୱଜିତ ଦଳେଇ ଓ କଳ୍ପଲତା ଦଳେଇଙ୍କ କନ୍ୟା ତଥା ଗଜପତି ଜିଲ୍ଲାର ଲୁଗାଗୁଡ଼ି ଗ୍ରାମର ସ୍ବର୍ଗତଃ ଭିକାରୀ ଚରଣ ପାତ୍ର ଓ ସ୍ବର୍ଗତାଃ କୃଷ୍ଣା ପାତ୍ରଙ୍କ ପୁତ୍ରବଧୂ ଜୟଶ୍ରୀ ଦଳେଇ ଓଡିଶା ପ୍ରଶାସନିକ ସେବା ପରୀକ୍ଷା -୨୦୨୩ରେ ୨୩୧ ରାଙ୍କ ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ର ଜୀବନରେ ସେ ଜଣେ ଅଧ୍ୟବସାୟୀ ମେଧାବୀ ଛାତ୍ରୀ ଭାବେ ପରିଚିତା ଥିଲେ। ସେ ୨୦୦୭ ମସିହାରେ ବଡ଼ସାହି ଉଚ୍ଚ ବିଦ୍ୟାଳୟରୁ […]

Read More Text.
River 2

ନଦୀରେ ବୁଡ଼ି ଗୋଟିଏ ପରିବାରର ୩ ମୃତ, ଜଣେ ଗୁରୁତର

ବ୍ରହ୍ମପୁର : ସୋମବାର ଦିନ ଗଞ୍ଜାମ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ନଦୀରେ ବୁଡି ଜଣେ ମହିଳା, ତାଙ୍କ ଝିଅ ଏବଂ ନାତି ମୃତ୍ୟୁବରଣ କରିଛନ୍ତି । ଦିଗପହଣ୍ଡି ଅଞ୍ଚଳର କଳିଙ୍ଗାଦଳା ଗ୍ରାମ ନିକଟ ବାହୁଦା ନଦୀରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଆଉ ଜଣେ ନାବାଳିକା ଗୁରୁତର ହୋଇପଡ଼ିଛି । ମୃତ ତିନି ଜଣଙ୍କ ନାମ ଉଷା ବେହେରା, ଅନୁସୂୟା ବେହେରା ଏବଂ ଉଷାଙ୍କ ନାତି ବୋଲି ଚିହ୍ନଟ କରାଯାଇଛି । […]

Read More Text.
Accident

ଦୁଇ ବାଇକ ମୁହାଁମୁହିଁ, ୩ ମୃତ

ନୟାଗଡ଼: ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ନୟାଗଡ଼ ଜିଲା ଓଡ଼ଗା ଥାନା ଅନ୍ତର୍ଗତ ଗୋଡ଼ିପଲ୍ଲୀ ଛକ ନିକଟରେ ମଙ୍ଗଳବାର ଏଭଳି ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ଚେମେଡ଼ି ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ କେନ୍ଦ୍ରାପଡ଼ା ଅଞ୍ଚଳର ବୋଲି ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି। ଏହାସହିତ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ […]

Read More Text.