Images

ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ

ପୁରୀ : ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ । ଏକ ମାସ ଧରି ସ୍ବତନ୍ତ୍ର ବାଳଧୂପ ଏବଂ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ମାସରେ ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ ହୋଇଥାଏ । ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ । ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ ଯାହା ବାଳଧୂପ ନାମରେ ପରିଚିତ । ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା, ଦୋଭଜା, ଲିଆ, […]

Read More Text.
Liquor

ଭସାଣିରେ ମଦ ବିକ୍ରି ଉପରେ କଟକଣା, ଦୋକାନ ଖୋଲିଲେ କାର୍ଯାନୁଷ୍ଠାନ

ଭୁବନେଶ୍ୱର : ଭସାଣିରେ ମଦ ବିକ୍ରି ଉପରେ କଟକଣା । ମଦ ଦୋକାନ ଖୋଲିଲେ ନିଆଯିବ କାର୍ଯାନୁଷ୍ଠାନ । ବେଆଇନ ଚୋରା ମଦ ବିକ୍ରି ଉପରେ ରହିବ କଡ଼ା ନଜର । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବନ୍ଦ ରହିବ ମଦ ଦୋକାନ । ଖୁଚୁରା ମଦ ବିକ୍ରି ଉପରେ ଅବକାରୀ କମିଶନଙ୍କ ରହିଛି କଡ଼ା ନଜର । ଭସାଣୀ ପାଇଁ ଆଇନଶୃଙ୍ଖଳା ଦୃଷ୍ଟିରୁ ନିଆଯାଇଛି ପଦକ୍ଷେପ । ମଦ ପିଇ ଯେପରି କେହି ଉତ୍ପାତ ନ ହୁଅନ୍ତୁ ସେନେଇ […]

Read More Text.
Light gate n

ଢେଙ୍କାନାଳରେ ପ୍ରବଳ ବର୍ଷା ପବନ, ଭୁଶୁଡ଼ି ପଡିଲା ଲକ୍ଷ୍ମୀ ପୂଜା ଲାଇଟ ଗେଟ୍

ଢେଙ୍କାନାଳ: ଭୁଶୁଡ଼ି ପଡିଲା ଲାଇଟ୍ ଗେଟ୍ । ପ୍ରବଳ ବର୍ଷା ପବନରେ ଢେଙ୍କାନାଳ ସହରରେ ଲାଇଟ୍ ଗେଟ୍ ଭୁଶୁଡ଼ି ପଡ଼ିଛି । ଦକ୍ଷିଣକାଳୀଠାରେ ରାସ୍ତା ଉପରେ ଭାଙ୍ଗି ପଡିଛି । ତେବେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ଅଗ୍ନିଶମ ବାହିନୀ ପହଞ୍ଚି ବାଉଁଶ ଗୁଡ଼ିକ କାଟି ରାସ୍ତା ସଫା କରିଛି । ଆସନ୍ତା ୬ ତାରିଖରେ ଲକ୍ଷ୍ମୀ ପୂଜା ପାଇଁ ହୋଇଥିଲା ଲାଇଟ ଗେଟ୍ । ସହରର ୩୮ଟି କମିଟି ପକ୍ଷରୁ ଏକାଧିକ ଲାଇଟ୍ ଗେଟ୍ ଓ […]

Read More Text.
Bbsr b

ଭୁବନେଶ୍ବରରେ ରାବଣ ପୋଡ଼ି ବେଳେ ୫୦୦ରୁ ଅଧିକ ମୋବାଇଲ ଚୋରି, ଅଭିଯୋଗ ପାଇଁ ଥାନାରେ ଭିଡ଼

ଭୁବନେଶ୍ୱର : ଫିକା ପଡ଼ିଲା ପୂଜା ମଉଜ । ରାଜଧାନୀରେ ଦୁର୍ଗା ପୂଜା ବୁଲିବା ବେଳେ ମୋବାଇଲ, ଟଙ୍କା, ବ୍ୟାଗ୍ ଓ ଅଳଙ୍କାର ଲୁଟ୍ । ପାଖାପାଖି ୫୦୦ରୁ ଅଧିକ ମୋବାଇଲ ଏବଂ ୧୦୦ ରୁ ଅଧିକ ଅଳଙ୍କାର ଛିନତାଇ ଅଭିଯୋଗ ହୋଇଛି । ପୂଜାର ମଜା ନେବା ବେଳେ ଅନେକ ଲୋକ ପକେଟମାର ଓ ଲୁଟର ଶିକାର ହୋଇଛନ୍ତି ।  ଭୁବନେଶ୍ୱରରେ ବିଭିନ୍ନ ଥାନାରେ ଲୁଟ ସଂପର୍କିତ ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନାରେ ଅଭିଯୋଗ କରିବାକୁ […]

Read More Text.
Images

ଓଡ଼ିଶାରେ କ୍ରାଇମ ଗ୍ରାଫ୍ ଉପରମୁହାଁ

ଭୁବନେଶ୍ବର : ଓଡ଼ିଶାର ଅପରାଧ ହାର ଉପରମୁହାଁ । ଜାତୀୟହାରଠୁ ଢ଼େର ଆଗରେ ରହିଛି ଓଡ଼ିଶାର ଅପରାଧ ହାର । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଏନସିଆରବି ରିପୋର୍ଟ-୨୦୨୩ରେ ଓଡ଼ିଶାରେ ଅପରାଧର ଏଭଳି ଉଦବେଗଜନକ ଚିତ୍ର ପଦାକୁ ଆସିଛି । ଏହାସହିତ ଏନସିଆରବି ଦ୍ୱାରା ଜାରି ୧୯୮୧ରୁ ୨୦୨୩ ମସିହା ପର୍ଯ୍ୟନ୍ତ ଅପରାଧର ଏକ ତୁଳନାତ୍ମକ ରିପୋର୍ଟରେ ମଧ୍ୟ ଓଡ଼ିଶା କିଭଳି ୨୦୧୫ ମସିହା ପରଠୁ ଅପରାଧୀଙ୍କ ଭୂସ୍ୱର୍ଗ ପାଲଟିଛି ତା’ର ବିସ୍ତୃତ ତଥ୍ୟ ଉଜାଗର ହୋଇଛି । […]

Read More Text.
Zzzzzzz

ଦଶମୀରେ ମାଆଙ୍କୁ ଲାଗି ହେବ ଦହି ପଖାଳ, ହଜାର ହଜାର ଶ୍ରଦ୍ଧାଳୁଙ୍କୁ ମିଳିବ ପ୍ରସାଦ

କଟକ: ଶାରଦୀୟ ଦଶହରା ଅବସରରେ ମାଆ ଦୁର୍ଗା ଆଜି ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ମହାନବମୀ ଅବସରରେ ଭକ୍ତମାନେ ପୂଜାମଣ୍ଡପରେ ମାଆଙ୍କୁ ପୂଜାର୍ଚ୍ଚନା କରୁଥିବା ବେଳେ ଆସନ୍ତାକାଲି ବିଜୟା ଦଶମୀ ପାଇଁ ପୂଜା କରିବେ। ପରମ୍ପରା ଅନୁଯାୟୀ କଟକ ସହରର ଅନେକ ମଣ୍ଡପରେ ଦହି ପଖାଳ ଭୋଗ ଲାଗି କରାଯିବ। କଟକ ସହରର ଅନେକ ମଣ୍ଡପରେ ଏହି ଦହି ପଖାଳ ଭୋଗ ମା’ଙ୍କ ପାଖରେ ଲାଗୁ କରାଯିବ। କାଜିବଜାର ପୂଜା ମଣ୍ଡପ ଓ ଚୌଧୁରୀ ବଜାର ଦୁର୍ଗାପୂଜାରେ […]

Read More Text.
Cyberthaka

ବ୍ୟବସାୟୀ, ଅଧିକାରୀଙ୍କୁ ଫସାଉଥିଲେ ସାଇବର ଲୁଟେରା

ଅନୁଗୁଳ: କ୍ରାଇମ ସ୍ପଟ୍ ଅନୁଗୁଳ। କିନ୍ତୁ ଅପରେଟ ହେଉଥିଲା ବାଲେଶ୍ଵରରୁ। ବାଲେଶ୍ଵର ସତେ ଯେମିତି ପାଲଟିଯାଇଛି ଓଡ଼ିଶାର ନୂଆ ଜମତାରା। ଜମତାରା ଷ୍ଟାଇଲରେ ସୋରୋରୁ ଚାଲୁଥିଲା ସାଇବର ଅପରାଧର ନେଟୱର୍କ ଚାଲିଥିଲା। ଅନୁଗୁଳ ସାଇବର ଥାନା ଏଭଳି ଏକ ସାଇବର ଅପରାଧ ନେଟୱର୍କର ପର୍ଦ୍ଦାଫାଶ କରିଛି। ଅଭିଯୋଗ ଅନୁସାରେ ଅନୁଗୁଳରୁ ଜଣେ ବ୍ୟବସାୟୀଙ୍କ ଠାରୁ ୫୨ ଲକ୍ଷ ଟଙ୍କା ସାଇବର ଲୁଟ ଘଟଣାର ତଦନ୍ତ କରୁକରୁ ଅନୁଗୁଳ ପୁଲିସ ହାତରେ ଲାଗିଛି ପୂରା ନେଟୱର୍କର ଚେର। ସାଇବର […]

Read More Text.
Zzzzz

ଭୁବନେଶ୍ୱର ରେଳ ଷ୍ଟେସନରୁ ଗଞ୍ଜେଇ ବେପାରୀ ଗିରଫ, ଟୁରିଷ୍ଟ ବେଶରେ କରୁଥିଲେ ବେପାର

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ବେଶରେ କରୁଛନ୍ତି ନିଶା ବେପାର। ନିଜକୁ ଟୁରିଷ୍ଟ ପରିଚୟ ଦେଇ ଚାଲିଛି ବେପାର। ଭୁବନେଶ୍ୱର ରେଳ ଷ୍ଟେସନରୁ ଧରାପଡ଼ିଲା ଏହି ଛଦ୍ମବେଶରେ ଥିବା ବିହାରର ଯୁବକ। ଟ୍ରଲି ବ୍ୟାଗ ଭିତରେ ଗଞ୍ଜେଇ ନେବା ବେଳେ ଧରିଲା RPF। ଏହାର ଓଜନ ପ୍ରାୟ ୩୦ କେଜି ହେବ। ଦୁଇଟି ଟ୍ରଲିରୁ ଏହି ସମସ୍ତ ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ। ଯୁବକ ଜଣକ ନିଜକୁ ଟୁରିଷ୍ଟ ପରିଚୟ ଦେଇ ଖସିଯିବାକୁ […]

Read More Text.
Zzzz

ଏସଆଇ ପରୀକ୍ଷାରେ ଜାଲିଆତି ମାମଲା: ସିବିଆଇ ତଦନ୍ତ ଦାବି କଲେ ଯୁବ ବିଜେଡି ସଭାପତି

ଭୁବନେଶ୍ୱର: ୧୬ ମାସରେ ୧୬ଟି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେଲାଣି। ଗତକାଲି ବାତିଲ ହୋଇଥିବା ପୋଲିସ ସବ୍ ଇନିସପେକ୍ଟର୍ ପରୀକ୍ଷାରେ କୋଟି କୋଟି ଟଙ୍କାର ଡିଲ୍ ହୋଇଛି। ଏହି କେଳେଙ୍କାରି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କର ଅସଲ ଚେହେରା ଲୋକଲୋଚନକୁ ଆସିଯାଇଛି। ଏହା ଏକ ଆନ୍ତଃରାଜ୍ୟ ରାକେଟ ହୋଇଥିବାରୁ ଏଥିରେ ବିଜେପିର ମନ୍ତ୍ରୀ ଓ ବିଧାୟକ ମାନେ ସାମିଲ ଥିବାର ସନ୍ଦେହ ପ୍ରକାଶ ପାଇଛି। ସରକାର ଏହି ଘୋଟାଲରେ ସାମିଲ ଥିବା ବିଜେପିର ନେତା […]

Read More Text.
Crime branch 750x430 1 300x172

ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର : ରାଜ୍ୟରେ ପୋଲିସ ଏସ୍‌ଆଇ ପରୀକ୍ଷା ପୂର୍ବରୁ ବଡ଼ ଜାଲିଆତି ଘଟଣା ସାମ୍ନାକୁ ଆସିଛି। ବୁଧବାର ବ୍ରହ୍ମପୁର ପୋଲିସ ଜିଲା ଗୋଳନ୍ଥରା ଥାନା ପୋଲିସ ପର୍ଦ୍ଦାଫାଶ କରିବା ସହ ପୋଲିସ ୧୧୪ ପରୀକ୍ଷାଥି ଓ ତିନି ଦଲାଲଙ୍କୁ ଗିରଫ କରିଥିବା ନେଇ ପୋଲିସ ସୂଚନା ଦେଇଛି । ଅପରପକ୍ଷେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଚଳିତ ମାସର ୫ ଓ ୬ ତାରିଖରେ ଓଡ଼ିଶା ପୋଲିସ […]

Read More Text.