ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ହସପିଟାଲ ସୁଇପର ଅଫିସରେ ଅଗ୍ନିକାଣ୍ଡ । ସଫେଇ ପାଇଁ ରଖାଯାଇଥିବା ଏସିଡରୁ ନିଆଁ ଲାଗିଥିବା ସୂଚନା । ରୁମ ଭିତରେ ଫିନାଇଲ, କପଡ଼ା, ସ୍ପିରିଟ, ହସ୍ପିଟାଲରେ ବ୍ୟବହୃତ ସାମଗ୍ରୀ ଷ୍ଟକ୍ ରହିଥିଲା । ସକାଳେ ରୁମ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ହସ୍ପିଟାଲର ରୋଗୀଙ୍କ ସମ୍ପର୍କୀୟମାନେ । ତୁରନ୍ତ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ସ୍ଥାନୀୟ ଲୋକ । ସଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ […]

Read More Text.

ନନ୍ଦନକାନନକୁ ଆସିଲେ ବିଭିନ୍ନ ପ୍ରଜାତିର ୧୯ ଜୀବଜନ୍ତୁ

ବାରଙ୍ଗ: ନନ୍ଦନକାନନକୁ ଆସିଲେ ୪ ପ୍ରଜାତିର ୧୯ ଜୀବଜନ୍ତୁ ।  କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଗୁଜୁରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀ ଉଦ୍ୟାନ ମଧ୍ୟରେ ଜନ୍ତୁ ଅଦଳବଦଳ ହୋଇଛି ।  ଏହି ବିନିମୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ୫ଟି ପାଣି ଓଧ, ୨ଟି ଭାରତୀୟ ଧୂସର ଗଧିଆ, ୧୦ ଟି ପଥର କଇଁଛ ଏବଂ ୨ଟି ରୂପେଲି କୁକ୍କୁଟ ଆସିଛି ।  ସବୁ ଜୀବଜନ୍ତୁଙ୍କୁ ପ୍ରାୟ ଏକ ମାସ କ୍ୱରେଣ୍ଟାଇନରେ ରଖାଯିବ। […]

Read More Text.

ଇଣ୍ଡିଗୋ ବିମାନ ବିଭ୍ରାଟ, ପରିବର୍ତ୍ତନ ହେଲା କ୍ରିକେଟରଙ୍କ ଗସ୍ତ ସମୟ

ଭୁବନେଶ୍ବର: ଇଣ୍ଡିଗୋ ବିମାନ ବିଭ୍ରାଟ ।  କ୍ରିକେଟରଙ୍କ ଟ୍ରାଭେଲ ପ୍ଲାନ ପ୍ରଭାବିତ ।  ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ କିଛି କ୍ରିକେଟରଙ୍କ ଗସ୍ତ ସମୟ ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି  ।  ଇଣ୍ଡିଗୋ ପରିବର୍ତ୍ତେ ସେମାନେ ଏୟାରଇଣ୍ଡିଆ ବିମାନରେ ଭୁବନେଶ୍ବର ଆସିବେ ବୋଲି ଜଣାପଡ଼ିଛି ।  ଟିମ ଇଣ୍ଡିଆ ଟିଟ୍ବେଣ୍ଟି ଟିମର କ୍ୟାପେଟନ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିଭମ ଦୁବେ ଆଜି ରାତିରେ ଭୁବନେଶ୍ବରରେ ପହଞ୍ଚିବେ ।  କାଲି ରାତି ସୁଦ୍ଧା ସବୁ […]

Read More Text.

ବାରବାଟୀ ଟିକେଟ ବିକ୍ରି ଶେଷ: ଦିନକରେ ସରିଲା ୧୦ହଜାର ଟିକେଟ୍

କଟକ: ଦିନକରେ ସରିଗଲା ୧୦ହଜାର ଟିକେଟ୍ । ଶେଷ ହେଲା ବାରବାଟୀ ଟିକେଟ ବିକ୍ରି ।  ଏବେ ଅପେକ୍ଷା ୯ ତାରିଖକୁ ।  ଫଟାଫଟ ମ୍ୟାଚ୍ ଅପେକ୍ଷାରେ ଦର୍ଶକ ।  ଯିଏ ପାଇଲା ଖୁସ ଆଉ ଯିଏ ନ ପାଇଲା ମନ ଦୁଃଖ କରି ଘରକୁ ଫେରିଲା ।  ଇଣ୍ଡିଆ ଓ ସାଉଥ ଆଫ୍ରିକା ମଧ୍ୟରେ ଆସନ୍ତା ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା T 20 ମ୍ୟାଚ ପାଇଁ ଅଫଳାଇନରେ ଟିକେଟ ବିକ୍ରି ଶେଷ ହୋଇଛି […]

Read More Text.

ବିଜେଡିକୁ ଝଟ୍‌କା: ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ପ୍ରୟାସକାନ୍ତି ସାମଲ ଏବଂ ପ୍ରଣିତକାନ୍ତି ସାମଲ ବିଜେପିରେ ମିଶିଛନ୍ତି। ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ଵାଳ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡାଇ, ଭଣ୍ଡାରିପୋଖରୀର ସୁମତି ସେଠୀ ଏବଂ ଭଦ୍ରକର ଉର୍ମିଲା ନାୟକ , ୭ ସମିତି ସଭ୍ୟଙ୍କ ସମେତ ୧୫ରୁ ଅଧିକ ସରପଞ୍ଚ ଓ ନାଏବ ସରପଞ୍ଚ ମଧ୍ୟ ବିଜେପିରୁ ମିଶିଛନ୍ତି। ଭଦ୍ରକ ବିଧାୟକ […]

Read More Text.

ବେଆଇନ ପଥର ଗାଡ଼ି ଧରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ଦୁଇ ଖଣି ଅଧିକାରୀ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଅଭାବନୀୟ ଘଟଣା। ମାତିଛନ୍ତି ଖଣି ମାଫିଆ। ସୋର ଥାନା ଦାଣ୍ଡହରିପୁର ଗ୍ରାମରେ ପଥର ଗାଡ଼ି ଧରିବାକୁ ଯାଇଥିବା ବେଳେ ଦୁଇ କନିଷ୍ଠ ଖଣି ଅଧିକାରୀଙ୍କୁ ମାଡ଼ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ବାଲେଶ୍ୱର କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଏବଂ ସମ୍ବିତ କୁମାର ମଣି ଦାଣ୍ଡ ହରିପୁର ଗ୍ରାମରେ ୩ଟି ଡମ୍ପର ବେଆଇନ ଭାବେ ପଥର ଚାଲାଣ କରୁଥିବା କୌଣସି ସୁତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ। ଏହି […]

Read More Text.

ଦୁର୍ଘଟଣାରେ ଦମ୍ପତି ମୃତ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାରେ ଏକ ବାଇକ୍ ଧକ୍କା ଦେବାରୁ ଜଣେ ଗର୍ଭବତୀ ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ସେମାନଙ୍କ ଦୁଇ ବର୍ଷର ପୁଅ ଆହତ ହୋଇଥିବା ଜଣାପଡିଛି। ମୃତକଙ୍କ ନାମ ପ୍ରତାପ ମଲ୍ଲିକ ଏବଂ ତାଙ୍କ ଆଠ ମାସର ଗର୍ଭବତୀ ସ୍ତ୍ରୀ ଲଳିତା ମଲ୍ଲିକ (୩୦) ବୋଲି ଚିହ୍ନଟ କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା। ସେମାନେ ତାଙ୍କ ଦୁଇ ବର୍ଷର ପୁଅ […]

Read More Text.

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ମିଥ୍ୟା ପ୍ରଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ: ସାଇବର୍ କ୍ରାଇମ୍ ସେଲ୍‌ରେ ଏଫ୍‌ଆଇଆର୍

ଭୁବନେଶ୍ୱର: ଗତ ନ‌ଭେମ୍ବର ୨୪ରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା ଥାଇ ଏକ ଜଲିଆତି ପତ୍ରର ପ୍ରଚାର ହେଉଥିବା ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ନଜରକୁ ଆସିଛି। ସରକାର ଗ୍ରାମ ପଞ୍ଚାୟତ ପିଅନ ନାମରେ ଏକ ପଦବୀ ସୃଷ୍ଟି କରିଛନ୍ତି ଏବଂ ପ୍ରତିମାସ ଦରମା ଭାବେ ୧୩,୧୬୦ ଟଙ୍କା ଦିଆଯିବ ବୋଲି ଏହି ପତ୍ରରେ ଏକ ମିଥ୍ୟା ଦାବି କରାଯାଇଛି। ତେବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହି ପତ୍ର ଜାରି ହୋଇ‌ନାହିଁ ଏବଂ ଏହା ସମ୍ପୁର୍ଣ୍ଣ […]

Read More Text.

ବକେୟା ଦାବିରେ ଫରେଷ୍ଟର ଓ ଏସିଏଫଙ୍କୁ ନିର୍ଦ୍ଧୁମ ଛେଚିଲେ ମହିଳା

ବାରିପଦା: ଫରେଷ୍ଟରଙ୍କୁ ଜୋତାରେ ନିର୍ଧୁମ ପିଟିଲେ ମହିଳା, ଉଦ୍ଧାର କରିବାକୁ ଯାଇଥିବା ଏସିଏଫଙ୍କୁ ମଧ୍ୟ ମାଡ଼,  ବକେୟା ଦେୟ ପାଇ ନଥିବାରୁ ଫରେଷ୍ଟରଙ୍କୁ ଗାଳି ଗୁଲଜ ସହ  ଜୋତାରେ  ସେକିଲେ ସ୍ଥାନୀୟ ମହିଳl ।ଉଦ୍ଧାର କରିବାକୁ ଆସିଥିବା ଏସିଏଫ ଙ୍କୁ ମଧ୍ୟ ମାଡ ମାରିବା ସହ ଠେଲାପେଲା କଲେ ସ୍ଥାନୀୟ ଲୋକେ ।ସୂଚନାଯୋଗ୍ୟ  ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ବରେହିପାଣି ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଚହଲା ଏସିଏଫ ଲମ୍ବୋଦର ବାସ୍କେ ଓ […]

Read More Text.

ଯୁକ୍ତ ୩ ପ୍ରଥମ ବର୍ଷର ୭୦% ଛାତ୍ରଛାତ୍ରୀ ଫେଲ; ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ରାଇରଙ୍ଗପୁର ମହାବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ବାରିପଦା: ରାଇରଙ୍ଗପୁର ମହାବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ଭୁଷୁଡି ଯାଇଛି । ମହାବିଦ୍ୟାଳୟରେ ପାଠପଢ଼ା ଯାଉନାହିଁ ବୋଲି  ଛାତ୍ରଛାତ୍ରୀମାନେ ଦୋଷ ଲଦୁଛନ୍ତି ଅଧ୍ଯାପକ ଏବଂ ଅଧ୍ୟାପିକାମାନଙ୍କ ଉପରେ । ଅଧ୍ୟାପକ ଏବଂ ଅଧ୍ଯାପିକାମାନେ ନିଜ ମଧ୍ୟରେ ଗ୍ରୁପିଜମ କରୁଛନ୍ତି ।କଲେଜର ଆଲୁମୁନି ନିଷ୍କ୍ରିୟ  ତଥା ସ୍ଥାଣୁ ପାଲଟିଛି ।ପ୍ରିନସିପାଲ ଙ୍କ ଅଙ୍କୁଶ ନାହିଁ ଅଧ୍ୟାପକ ,ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନଙ୍କ ଉପରେ । ମହାଵିଦ୍ଯାଳୟରରେ କୋଟି କୋଟି ଟଙ୍କାର କାମ ଚାଲୁଛି ।ସେଠାରେ […]

Read More Text.