ଟାଟା ପାୱାର ବିରୋଧରେ ଶ୍ରମିକ ଆନ୍ଦୋଳନ ଚେତାବନୀ

ବାରିପଦା: ଟାଟା ପାୱାର ବିଦ୍ୟୁତ ବିତରଣ ସଂସ୍ଥାର ମେରୀରାୟ ନୀତି କୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଅଛି l  କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀ ମାନଙ୍କୁ ଛଟେଇ କରିବା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ୧୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ମାନଙ୍କୁ ଛଟେଇ କରି ସାରିଥିବା ବେଳେ ଆଗକୁ ଆହୁରି ଛଟେଇ କରିବାକୁ ଯାଉଛନ୍ତି। କର୍ମଚାରୀ ମାନଙ୍କ ଜୀବନ ଜୀବିକା କୁ ନେଇ ଖେଳ ଖେଳୁଛି ଟାଟା ପାୱାର ବୋଲି କହିଛନ୍ତି ସଂଘ ର ସାଧାରଣ ସମ୍ପାଦକ […]

Read More Text.

ଦୃଷ୍ଟିବାଧିତ ମହିଳା କ୍ରିକେଟ ଟି-୨୦ ବିଶ୍ୱକପ୍: ବିଜୟୀ ଖେଳାଳିଙ୍କୁ ଜିଲ୍ଳା ପ୍ରଶାସନ ତରଫରୁ ସମ୍ୱର୍ଦ୍ଧନା 

ବାରିପଦା: ନିକଟରେ ଶ୍ରୀଲଙ୍କାର କଲମ୍ବୋଠାରେ ଅନୁଷ୍ଠିତ ଦୃଷ୍ଟିବାଧିତ ମହିଳା କ୍ରିକେଟ ଟି-୨୦ ବିଶ୍ୱକପ୍ ଫାଇନାଲରେ ଭାରତୀୟ ଟିମ୍ ନେପାଳକୁ ହରାଇ ବିଶ୍ୱବିଜୟୀ ହୋଇଛି । ବିଜେତା ଦଳରେ ମୟୁରଭଞ୍ଜ ମାଟିର ତିନି ସୁକନ୍ୟା ଯମୁନାରାଣୀ ଟୁଡୁ, ବାସନ୍ତୀ ହାଁସଦା ଓ ପାର୍ବତୀ ମାର୍ଣ୍ଡି ପ୍ରତିନିଧିତ୍ଵ କରିଥିଲେ । ଆଜି ନିଜ ଜନ୍ମମାଟିକୁ ଫେରିବା ଅବସରରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ ସେମାନଙ୍କୁ ପୋଡାଅସ୍ତିଆସ୍ଥିତ ବୀର୍ସାମୁଣ୍ଡା ଛକ ନିକଟରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହାସହ […]

Read More Text.

ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଶାମାଖୁଣ୍ଟାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର  ଠାରେ ଆଜି ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ-୨୦୨୫ ପାଳିତ ହୋଇଛି । ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ଶାମାଖୁଣ୍ଟା ଓ ଯଶିପୁରର ମିଳିତ‌ ସହଭାଗିତାରେ ଶାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ ସଭାପତିତ୍ୱ କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଲୋକନାଥ ମିଶ୍ର ସ୍ୱାଗତ ଭାଷଣ […]

Read More Text.

ଇଟୁଆ ରାସ୍ତାର ଶିଳାନ୍ୟାସ, ପ୍ରତିଶ୍ରୁତି ରଖିଲେ ବିଧାୟକ

ଆଗରପଡ଼ା:ବନ୍ତ ବ୍ଳକ ଚାରିଗାଁ ପଂଚାୟତ ଅନ୍ତର୍ଗତ ତେଲନଟୀ-ବିଷ୍ଣୁପୁର ଭାୟା ଇଟୁଆ ଆରଡି ରାସ୍ତାର ଶୁଭାରମ୍ଭ କରାଯାଇଛି । ପଂଚାୟତ ସଭାପତି ପର୍ଶୁରାମ ପାଣିଗ୍ରାହୀ ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ୧୪ନଂ ଜୋନ ତରଫରୁ ବିଜେଡି ପକ୍ଷରୁ ଇଟୁଆ ଠାରେ ଅନୁଷ୍ଠିତ ପଦଯାତ୍ରା ସଭାରେ ଗ୍ରାମବାସୀ ରାସ୍ତା ସଂପର୍କରେ ବିଧାୟକ ସଂଜୀବ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ବିଧାୟକ ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ । ବିଧାୟକ ତାଙ୍କ ପ୍ରତିଶ୍ରୁତି […]

Read More Text.

ବିଜେଡି ଛାଡ଼ିଲେ ବିଟିପୁର ସରପଞ୍ଚ

ଆଗରପଡ଼ା:ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇଙ୍କ ସମେତ ୬ ଜଣ ସମିତିସଭ୍ୟ ଏବଂ ବ୍ଲକ ଛାତ୍ର ସଭାପତି ବିଜୁ ଜନତାଦଳ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେବା ପରେ ପୁଣି ଶୁକ୍ରବାର ବିଟିପୁର ସରପଂଚ ଶୁଭଦ୍ରା ସିଂହଙ୍କ ସହ ୨ଜଣ ୱାର୍ଡ଼ସଭ୍ୟ ଓ ଯୁବନେତା ସପନ ସିଂହ ଇସ୍ତଫା ପତ୍ର ଜିଲ୍ଲା ସଭାପତିଙ୍କୁ ପଠାଇ ଥିବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ବିଜେଡି ତାଙ୍କୁ ଅଣଦେଖା କରିବାରୁ ଏହି ପଂଚାୟତରେ ବିକାଶମୂଳକ କାର୍ଯ୍ୟ ହୋଇପାରୁ ନାହିଁ ଯଦ୍ୱ୍ୱାରା […]

Read More Text.

ଗେରୁଆମୟ ହେଉଛି ସ୍ୱାସ୍ଥ୍ୟକେନ୍ଦ୍ର, କାର୍ଯ୍ୟକ୍ଷମ ହୋଇପାରୁନି ମାଳମାଳ ପ୍ରକଳ୍ପ

ଖତ ଖାଉଛି ଲକ୍ଷାଧିକ ଟଙ୍କାର ସରଞ୍ଜାମ ଆଗରପଡ଼ା:ମାଳମାଳ ପ୍ରକଳ୍ପର ନିର୍ମାଣ ସରିଥିଲେ ସୁଦ୍ଧା ତାହା କାର୍ଯ୍ୟକ୍ଷମ ନହୋଇ ପଡ଼ିରହିବା ସହ ଲକ୍ଷାଧିକ ଟଙ୍କାର ସରଞ୍ଜାମ ବ୍ୟବହାର ଯୋଗ୍ୟ ହେବା ଆଗରୁ ନଷ୍ଟ ହେବାକୁ ବସିଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗେରୁଆମୟ କରିବା କେତେ ଦୂର ଯୁକ୍ତିଯୁକ୍ତ ତାହା ସାଧାରଣରେ ଚର୍ଚ୍ଚା ହେଉଛି । । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ)ରେ । ଗୋଟିଏ ପଟେ […]

Read More Text.

ଛିଡ଼ିଲାନି ସମ୍ପତ୍ତି ଭାଗ ବଣ୍ଟା ବିବାଦ, ୧୦ ଘଣ୍ଟା ପଡ଼ିରହିଲା ମୃତଦେହ

ପାରାଦୀପ: ଦଶ ଘଣ୍ଟା ପଡ଼ିରହିଲା ମା’ର ମୃତଦେହ । ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଛିଡ଼ିଲାନି ବିବାଦ । ମାନବିକତା ଭୁଲିଗଲା ଜନ୍ମିତ ସନ୍ତାନ । ସମ୍ପତ୍ତି ଲୋଭରେ ଭୁଲିଗଲା ସମ୍ପର୍କ । ମୋ ଭାଗ ସମ୍ପତ୍ତି ଦିଅ । ନହେଲେ ମା’ର ଅନ୍ତିମ ସତ୍କାର ହେବାକୁ ଦେବିନି । ଜମି ପାଇଁ ଅଡ଼ି ବସିଲା ପୁଅ । ସମ୍ପତ୍ତିରେ ଭାଗ ନେବା ପାଇଁ ମା’ ମୁହଁରେ ନିଆଁ ଦେବ କଣ ଓଲଟା ମରଶରୀରର ଅନ୍ତିମ ସତ୍କାର କରିବାକୁ […]

Read More Text.

ଏସଆଇ ପରୀକ୍ଷା ଦୁର୍ନୀତି ମାମଲା, ବିରଞ୍ଚିକୁ ଉଠାଇ ଆଣି ଜେରା

ଭୁବନେଶ୍ବର: ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା ।  ଦଲାଲ ଅରବିନ୍ଦ ଦାସର ସହଯୋଗୀ ବିରଞ୍ଚି ନାୟକକୁ ପୁରୀରୁ ଉଠାଇ ଆଣିଲା ପୋଲିସ ।  ନୋଟିସ ପାଇ ହାଜର ନହେବାରୁ ସିବିଆଇ ତାଙ୍କୁ ଉଠାଇ ଆଣିଥିବା ସୂଚନା ।  ବିରଞ୍ଚି, ଅରବିନ୍ଦ ସହ ମିଶି ଶତାଧିକ ଆଶାୟୀଙ୍କ ଠାରୁ ଟଙ୍କା ଆଦାୟ କରିଥିବା ସିବିଆଇ ସୂଚନା ପାଇଥିଲା । ଏସଆଇ ଚାକିରି ପାଇଁ ଟଙ୍କା କାରବାର ନେଇ ଗତକାଲି ରାତିରୁ ବିରଞ୍ଚିକୁ ଘନ ଘନ ଜେରା କରୁଛି […]

Read More Text.

ପକ୍ଷୀ ଶିକାର କରି ୪ ନାବାଳକ ଗିରଫ, ୨ ମୃତ ବିଦେଶୀ ପକ୍ଷୀ ଜବତ

ବ୍ରହ୍ମଗିରି : ପକ୍ଷୀ ଶିକାର ବେଳେ ବ୍ରହ୍ମଗିରି ବନବିଭାଗ ଚଢ଼ାଉ କରି ୪ ଜଣ ନବାଳକଙ୍କୁ ଧରିବା ସହ ୨ ଟି ମୃତ ବିଦେଶୀ ପକ୍ଷୀ ଜବତ କରିଛି । ବ୍ରହ୍ମଗିରି ବନବିଭାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ରାତି ଅଧରୁ ବ୍ରହ୍ମଗିରି ରେଞ୍ଜ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଛକି ରହିଥିଲା । ଏକସର ନିକଟରେ ୪ ନାବାଳକ ପକ୍ଷୀ ଶିକାର କରି ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ବନବିଭାଗ ଟିମ ମାଡି ବସିଥିଲା । […]

Read More Text.

ପ୍ରଶ୍ନପତ୍ର ଲିକ୍: ବାତିଲ ହେଲା ANM ପରୀକ୍ଷା

 ମାଲକାନଗିରି : ବାତିଲ ହେଲା ANM ପରକ୍ଷା । ମାଲକାନଗିରି ଜିଲ୍ଲାରେ ANM ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା ପରେ ବାତିଲ୍ ହୋଇଛି ଆଜିର ପରୀକ୍ଷା । ପରୀକ୍ଷାର ୩ ଘଣ୍ଟା ପୂର୍ବରୁ ଏଏନଏମ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଦିନ ୨ ଟାରେ ପରୀକ୍ଷା ଥିବା ବେଳେ ୧୧ ଟା ବେଳେ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଆଜି ଅଗଜିଲାରୀ ନର୍ସ ମିଡ୍ […]

Read More Text.