Kjasbfdkjaskjdf

୯୫୨ କୋଟି ବ୍ୟୟରେ ହେବ ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏ ଓଭର, କମିବ ଟ୍ରାଫିକ ଯନ୍ତ୍ରଣା

ଭୁବନେଶ୍ବର: ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରୁ ହଟିବ ଭିଡ । ଏନେଇ ୯୫୨ କୋଟି ଟଙ୍କାର ଫ୍ଲାଏ ଓଭର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି । ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ୯୫୨ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ନୂଆ ଏଲିଭେଟେଡ୍ କରିଡରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜୟଦେବ ବିହାର ଛକ, କଳିଙ୍ଗ […]

Read More Text.
G ctnzxacAArUgH

ଦୁର୍ଘଟଣା ରୋକିବାକୁ ‘୪ E’ ଉପରେ ଗୁରୁତ୍ବାରୋପ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪-ଇ ଉପରେ ଗୁରୁତ୍ୱାରୋପ କରିଛନ୍ତି । ପ୍ରଥମ ଇ – ଏଡୁକେସନ୍‌ ବା ସଠିକ ସୂଚନା ଓ ସଚେତନତା ସୃଷ୍ଟି । ଦ୍ବିତୀୟ ଇ- ଏନଫୋର୍ସମେଣ୍ଟ ବା ଟ୍ରାଫିକ୍‌ ନିୟମ ଲାଗୁ କରିବା । ତୃତୀୟ ଇ-ଇଞ୍ଜିନିୟରିଂ ବା ସୁରକ୍ଷିତ ରାସ୍ତା ଓ ପୋଲ ନିର୍ମାଣ କରିବା ଏବଂ ଅନ୍ତିମ ତଥା ଚତୁର୍ଥ ଇ- ଏମରଜେନ୍ସି ବା ତୁରନ୍ତ ଚିକିତ୍ସା ସେବା ଯୋଗାଇବା […]

Read More Text.
G cujIragAANue

ମଞ୍ଚରେ ବାପା ମହମ୍ମଦ ମୋକିମଙ୍କୁ ପ୍ରଶଂସା କଲେ ସୋଫିଆ

ଭୁବନେଶ୍ୱର: ଖୋଲା ମଞ୍ଚରେ ବାପା ମହମ୍ମଦ ମୋକିମଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ସୋଫିଆ ଫିର୍ଦ୍ଦୋସ । ମୋକିମ୍‌ ଫାଉଣ୍ଡେସନ ଯୁବ ସମାବେଶରେ ପ୍ରଶଂସା ଯୋଗ ଦେଇ ସୋଫିଆ ବାପାଙ୍କୁ ଖୁବ ପ୍ରଶଂସା କରିଛନ୍ତି । ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢିଛନ୍ତି କେହି ତାଙ୍କୁ ଅଟକାଇ ପାରିବେ ନାହିଁ । ନଡରି ବାପାଙ୍କ ଲଢେଇରେ ସମସ୍ତଙ୍କୁ ସାମିଲ୍‌ ହେବାକୁ ପଡିବ । ରାଜନୀତିରେ ପାଦ ଦେବା ଆଗରୁ ବାପା କଟକବାସୀଙ୍କ ସେବା କରୁଥିଲେ । ଏବେ […]

Read More Text.
Images (1)

ନିଷିଦ୍ଧାଞ୍ଚଳରୁ ମାଛ ଧରା ବୋଟ ଜବତ, ୭ ମତ୍ସ୍ୟଜୀବୀ ଗିରଫ

ମହାକାଳପଡ଼ା : ନିଷିଦ୍ଧାଞ୍ଚଳରୁ ମାଛ ଧରା ବୋଟ ସହ ୭ ମତ୍ସ୍ୟଜୀବୀ ଗିରଫ। କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ଅଭୟରଣ୍ୟ ଗଭୀର ସମୁଦ୍ରରେ ଏକ କୁଳିଆ ମୁହାଁଣ ନିଷିଦ୍ଧଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବା ମାଆ ବlସୁଳେଇ -୨ ନାମକ ବୋଟ ସହ ୭ ଜଣ ମତ୍ସଜୀବୀଙ୍କୁ ଗିରଫ କରିଛି ଶାସନିପେଟା ବନବିଭାଗ । କଇଁଛ ସୁରକ୍ଷା ପାଁଇ ବନ ବିଭାଗର ପାଟ୍ରୋଲିଂ ବେଳେ ସେମାନେ ଧରାପଡିଛନ୍ତି । ବେଆଇନ ବୋଟ ଧରାଯିବା ସହ ୫୦ କିଲୋ ମାଛ, ଜାଲ […]

Read More Text.
Images

ପ୍ରଶ୍ନପତ୍ର ଲିକ ରୋକିବା ପାଇଁ ରାଜ୍ୟର ୨୧୧ ପରୀକ୍ଷା ହବରେ ଲଗାଯିବ AI କ୍ୟାମେରା

ଭୁବନେଶ୍ୱର : ପ୍ରଶ୍ନପତ୍ର ଲିକ ରୋକିବ AI କ୍ୟାମେରା  !  ଉଭୟ ପରୀକ୍ଷାର୍ଥୀ ଓ ପର୍ଯ୍ୟବେକ୍ଷକ ଉପରେ ନଜର ରଖିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।  ଯୁକ୍ତ ଦୁଇ ପରୀକ୍ଷାର ପ୍ରଶ୍ନପତ୍ର ଲିକ ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟବହାର କରିବ ଉତ୍କୃଷ୍ଟ AI କ୍ୟାମେରା । ରାଜ୍ୟର ୨୧୧ ପରୀକ୍ଷା ହବରେ ଏହାକୁ ଲଗାଯିବ ।  ନିଜ ପକ୍ଷରୁ ଏହି କାର୍ଯ୍ୟକ୍ରମ ଗ୍ରହଣ କରିବ ପରିଷଦ । ଏଥିପାଇଁ କଲେଜ ଇଣ୍ଟରନେଟ ଉପରେ ନିର୍ଭର […]

Read More Text.

ମୁଖାଗ୍ନି ଦେଇ ବାପାଙ୍କ ଶେଷ ଇଚ୍ଛା କଲେ ପୂରଣ କଲେ ଝିଅ

ନବରଙ୍ଗପୁର: ବାପାଙ୍କୁ ମୁଖାଗ୍ନି ଦେଲେ ଝିଅ । ଶ୍ମଶାନରେ ମୁଖାଗ୍ନି ଦେଇ ବାପାଙ୍କ ଶେଷ ଇଚ୍ଛା ପୂରଣ କଲେ। ନବରଙ୍ଗପୁର ଜିଲ୍ଲାର ବିଜେପି ଦଳର ପ୍ରତିଷ୍ଠାତା ଗଙ୍ଗାଧର ସାମନ୍ତରାୟଙ୍କ ମୃତ୍ୟୁ ପରେ ଝିଅ ସ୍ବାଗତିକା ସାମନ୍ତରାୟ ମୁଖାଗ୍ନି ଦେଇ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ବଡ଼ ବଡ଼ ସହରରେ ଏହା ଏକ ସାଧାରଣ ଦୃଶ୍ୟ ହୋଇଥିଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ଦୃଶ୍ୟ ବହୁତ କମ୍ ଦେଖିବାକୁ ମିଳିଥାଏ । ସମାଜର ପ୍ରତ୍ୟାଖନ ଭୟରେ […]

Read More Text.
Accident 3 1 300x169

ସଡକ ଦୁର୍ଘଟଣାରେ ଚାଲିଗଲା ୨ ଭାଇଙ୍କ ଜୀବନ

ଗୁଣୁପୁର : ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଲିମାମୋଡା ଗ୍ରାମ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମୁନା କିମ୍ବାକା ଏବଂ କୃଷ୍ଣ କିମ୍ବାକା ବୋଲି ଜଣାପଡ଼ିଛି। ସେମାନେ ଗୁଡାରି ବ୍ଲକର ନୀଳଗୁଡ଼ା ଗ୍ରାମର ବାସିନ୍ଦା। ସୂଚନା ଅନୁଯାୟୀ, ଦୁହେଁ କୌଣସି କାମରେ ଗୁଣୁପୁର ଯାଇ ଘରକୁ ଫେରୁଥିବା ସମୟରେ ନିୟନ୍ତ୍ରଣ ହରାଇବାରୁ ଲିମାମୋଡା ନିକଟରେ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା […]

Read More Text.
Screenshot 2026 01 12 150820 750x430

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ଛାଡ଼ିଲେ ବରିଷ୍ଠ IAS ଅଧିକାରୀ ଅରବିନ୍ଦ ପାଢ଼ୀ

ଭୁବନେଶ୍ୱର: ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ । ବରିଷ୍ଠ IAS ଅଧିକାରୀ ଅରବିନ୍ଦ ପାଢ଼ୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ଛାଡ଼ିବା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ ଛାଡିବା ବେଳେ ଏକ ପୋଷ୍ଟରେ ଲେଖିଛନ୍ତି, “ପ୍ଲାଟଫର୍ମରେ ମୋର ଉପସ୍ଥିତି ସବୁବେଳେ ସରଳ ନୀତି ଉପରେ ଆଧାରିତ ଥିଲା। ବ୍ୟକ୍ତିଗତ, ସକରାତ୍ମକ ଓ ଗଠନମୂଳକ ଚିନ୍ତାଧାରା ବାଣ୍ଟିବା ଥିଲା ମୋର ନୀତି। ମୁଁ ସଚେତନ ନାଗରିକ ଭାବରେ ସବୁବେଳେ ନକାରାତ୍ମକ କଥାଠାରୁ ଦୂରେଇ ରୁହେ। କିନ୍ତୁ, […]

Read More Text.
COLD WAVE ODISHA

୧୩ ଓ ୧୪ରେ ପୁଣି ଶୀତରେ ଥରିବ ସମଗ୍ର ରାଜ୍ୟ

ଭୁବନେଶ୍ୱର: ଦୁଇ ଦିନ ପରେ ପୁଣି ଶୀତରେ ଥରିବ ସମଗ୍ର ରାଜ୍ୟ । ଆକାଶରୁ ବାଦଲ ହଟିବା ପରେ ପୁଣି ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ବଢ଼ିବ । ମଙ୍ଗଳବାର ଓ ବୁଧବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପାରଦ ପୁଣି ତଳମୁହାଁ ହେବ ଏହି ସମୟରେ ଅଧିକ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଆଗାମୀ ୩ଦିନରେ ୨ରୁ ୩ ଡିଗ୍ରି ସେଲସିୟସ ଖସିବ ତାପମାତ୍ରା । ଶୀତ ସାଙ୍ଗକୁ […]

Read More Text.
Loksebabhabana

ନୂଆ ଲୋକସେବା ଭବନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଗକୁ ବିଧାନସଭା ଆସନ ସଂଖ୍ୟା ବଢିପାରେ । ବିଧାନସଭାରେ ଆଉ ୫୦ଟି ସିଟ୍ ବଢ଼ିପାରେ । ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ହେବ ନୁଆ ଲୋକସେବା ଭବନ ଓ ବିଧାନସଭା । ସୀମା ନିର୍ଦ୍ଧାରଣ ପରେ ବଢ଼ିପାରେ ବିଧାନସଭା ସିଟ୍ ସଂଖ୍ୟା ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ୭୦ ବର୍ଷ ପରେ ନୂଆ ରୂପ ନେବ ଲୋକସେବା ଭବନ ଓ ବିଧାନସଭା । ପୂରୁଣା ଲୋକସେବା ଭବନର ସୁରକ୍ଷା ଓ ସ୍ଥାନ ଅଭାବକୁ ଦୂର […]

Read More Text.