କଳାବାଘ ଛାଲ ଜବତ: ୯ ଗିରଫ
ବାରିପଦା : ଶିମିଳିପାଳ କୁ ବିପଦ l ସାରା ବିଶ୍ୱରେ ଚର୍ଚ୍ଚା ରେ ଥିବା ଶିମିଳିପାଳ ର କଳା ବାଘ ଉପରେ ଏବେ ଶିକାରୀଙ୍କ ଲୋଲୁପ ଦୃଷ୍ଟି l ବନବିଭାଗ ପକ୍ଷରୁ ଗୋଟିଏ ରୟାଲ ବେଙ୍ଗଲ ଟାଇଗର ର ଛାଲ କୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ନଅ ଜଣ ଙ୍କୁ ଗିରଫ କରିଅଛି l ଗିରିଫ ଅଭିଯୁକ୍ତ ସମସ୍ତେ ମୟୁରଭଞ୍ଜ ଜିଲ୍ଲାର କୁଳିଅଣା ସମେତ ବିଭିନ୍ନ ଅଞ୍ଚଳର ବୋଲି ବନବିଭାଗ ପକ୍ଷରୁ ପ୍ରକାଶ […]
Read More Text.