ବାଂଲାଦେଶୀ ସନ୍ଦେହରେ ୮ ଜଣଙ୍କୁ ଉଠାଇ ନେଲା ପୋଲିସ
ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ପୋଲିସ ପକ୍ଷରୁ ଏସପିଙ୍କ ନିର୍ଦେଶ କ୍ରମେ ବାସୁଦେବପୁରରେ ବାଙ୍ଗଲାଦେଶୀ ଯାଞ୍ଚ ପକ୍ରିୟା ଆରମ୍ଭ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଭଦ୍ରକ sp ମନୋଜ କୁମାର ରାଉତ, Sdpo ବିଚିତ୍ରାନନ୍ଦ ସେଠି, ବାସୁଦେବପୁର iic ଲୋପାମୁଦ୍ରା ନାୟକ ମିଳିତ ଭାବରେ ବାସୁଦେବପୁର ଅଂଚଳରେ ଥିବା ବାହାରୁ ଆସି ଏଠାରେ ରହି କାମ କରୁଥିବା ୮ ଜଣ ସନ୍ଦିଗ୍ଧଙ୍କୁ ଥାନାକୁ ଉଠାଇ ନେଇ ପଚରା ଉଚରା କରିବା ସହିତ ସେମାନଙ୍କର ଭୋଟ ଓ […]
Read More Text.