ବ୍ରାଉନସୁଗାର ଜବତ, ଦୁଇ ଗିରଫ
ବାରିପଦା: ନିଶା କବଳରେ ବରିପଦା ସହର। ବିଶେଷ ଭାବେ ନିଶା କବଳରେ କବଳିତ ହୋଇ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି ଯୁବ ସମାଜ। ଯାହାର ନଗ୍ନ ଉଦାହରଣ ସ୍ବରୂପ ଶୁକ୍ରବାର ବାରିପଦା ସହରର ପେଣ୍ଠସ୍ଥଳୀରୁ ବ୍ରାଉନ ସୁଗାର ଜବତ ହେବା ସହ ୨ ଜଣଙ୍କୁ ଗିରଫ କରିଛି ବାରିପଦା ଟାଉନ ଥାନା ପୋଲିସ। ସୂଚନା ଅନୁସାରେ ଶୁକ୍ରବାର ଦିନ ବାରିପଦା ଟାଉନ ଥାନା ପକ୍ଷରୁ ସ୍ଥାନୀୟ ଷ୍ଟେସନ ବଜାର ସ୍ଥିତ ଆଶୀର୍ବାଦ ଛକ ନିକଟରେ […]
Read More Text.