ସମ୍ପର୍କ ପରିବାର ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ
ବାରିପଦା : ବାରିପଦା ସମ୍ପର୍କ ଛକ ଠାରେ ସମ୍ପର୍କ ପରିବାର ତରଫରୁ 77 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି. ସମ୍ପର୍କ ପରିବାରର ସଭାପତି ସଂଜୀବ ରାଉତ, ସମ୍ପାଦକ ଚିତ୍ତ ରଞ୍ଜନ ଦାସଙ୍କ ନେତୃତ୍ୱରେ ପାଳିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରେଷ୍ଠ ଗବେଷିକା ପୁରସ୍କାର ପ୍ରାପ୍ତ ଯୁବ ଗବେଷିକା ଲିପ୍ସା ପଣ୍ଡା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ. ଏହି ଅବସରରେ ବରିଷ୍ଠ ମହିଳା ସମାଜସେବୀ ତଥା ଶିକ୍ଷବିତ ସୁମିତ୍ରା ମିଶ୍ର ଏବଂ ବରିଷ୍ଠ […]
Read More Text.