ବିପଦ ସାଜିଛି ବ୍ଲୁଟୁଥ, ଯୁବପିଢ଼ୀଙ୍କ କ୍ଷେତ୍ରରେ ବଢିଚାଲିଛି ଶ୍ରବଣ ଜନିତ ସମସ୍ୟା
ବନ୍ତ/ଆଗରପଡ଼ା: ବିନା ମୋବାଇଲରେ ଜୀବନ ଅତିବାହିତ କରିବା କଷ୍ଟକର ବ୍ୟାପାର ପାଲଟିଛି । ଏହାର ପ୍ରଭାବ ଏତେ ବଢି ଯାଇଛି ଯେ ବର୍ତ୍ତମାନ ଯୁବପିଢୀ ମୋବାଇଲ ତ ବ୍ୟବହାର କରୁଛନ୍ତି ତତ୍ସହିତ ବ୍ଲୁଟୁଥ,ଇଅର ଫୋନ ଓ ହେଡ୍ ଫୋନ କୁ ମଧ୍ୟ ବହୁଳ ଭାବରେ ବ୍ୟବହାର କରୁଛନ୍ତି । ଯଦ୍ୱାରା ସେମାନଙ୍କ କ୍ଷେତ୍ରରେ କାନଜନିତ ସମସ୍ୟା ବଢିବାରେ ଲାଗିଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ଅଂଚଳରେ ଅଧିକାଂଶ ଯୁବପିଢୀଙ୍କ କ୍ଷେତ୍ରରେ ବିଗତ କିଛି ମାସ […]
Read More Text.