ଇଣ୍ଡିଗୋ ବିମାନ ବିଭ୍ରାଟ, ପରିବର୍ତ୍ତନ ହେଲା କ୍ରିକେଟରଙ୍କ ଗସ୍ତ ସମୟ
ଭୁବନେଶ୍ବର: ଇଣ୍ଡିଗୋ ବିମାନ ବିଭ୍ରାଟ । କ୍ରିକେଟରଙ୍କ ଟ୍ରାଭେଲ ପ୍ଲାନ ପ୍ରଭାବିତ । ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ କିଛି କ୍ରିକେଟରଙ୍କ ଗସ୍ତ ସମୟ ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି । ଇଣ୍ଡିଗୋ ପରିବର୍ତ୍ତେ ସେମାନେ ଏୟାରଇଣ୍ଡିଆ ବିମାନରେ ଭୁବନେଶ୍ବର ଆସିବେ ବୋଲି ଜଣାପଡ଼ିଛି । ଟିମ ଇଣ୍ଡିଆ ଟିଟ୍ବେଣ୍ଟି ଟିମର କ୍ୟାପେଟନ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିଭମ ଦୁବେ ଆଜି ରାତିରେ ଭୁବନେଶ୍ବରରେ ପହଞ୍ଚିବେ । କାଲି ରାତି ସୁଦ୍ଧା ସବୁ […]
Read More Text.