ମାଟ୍ରିକ ପରୀକ୍ଷା କେନ୍ଦ୍ର ସୁପାରିଟେଣ୍ଡେଣ୍ଟମାନଙ୍କର ଜିଲ୍ଲାସ୍ତରୀୟ ଓରିଏଣ୍ଟେସନ କାର୍ଯ୍ୟକ୍ରମ
ବାରିପଦା : ସ୍ଥାନୀୟ ମୁର୍ଗାବାଡିସ୍ଥିତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ପରିସରରେ ୧୮୪ ଟି ପରୀକ୍ଷାକେନ୍ଦ୍ର ସୁପାରିଟେନେଣ୍ଡମାନଙ୍କ ତଥା ୨୧ ଟି ନୋଡାଲ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଓରିଏନଟେସନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ , ଜିଲ୍ଲା ଆରକ୍ଷୀ ଅଧିକାରୀ ବରୁଣ ଗଣ୍ଠୁପାଲି , ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶୀଧର ସିଂହ, ଅତିରିକ୍ତ […]
Read More Text.