ଦର୍ଶକଙ୍କୁ ବାନ୍ଧିରଖିଲା ଦେଶାତ୍ମବୋଧକ ନାଟକ “ମହାସଂଗ୍ରାମର ମହାନାୟକ” 

ବାରିପଦା : ଓଡିଶାର ପୁରାତନ ତଥା ଅଗ୍ରଣୀ ନାଟ୍ୟାନୁଷ୍ଠାନ ଶତାବ୍ଦୀର କଳାକାର ର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ଆମେ ବାରିପଦା ନାଟ୍ୟାନୁଷ୍ଠାନର ସହଯୋଗରେ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଦେଶାତ୍ମବୋଧକ ନାଟକ “ମହାସଂଗ୍ରାମର ମହାନାୟକ” ମଞ୍ଚସ୍ଥ ହୋଇଯାଇଛି I ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ରଚିତ ଓ ଧୀର ମଲ୍ଲିକଙ୍କ ନିର୍ଦ୍ଦେଶିତ ନାଟକରେ ଆଲୋକ, ସନ୍ତୋଷ, ନରେନ୍ଦ୍ର, ବିଘ୍ନରାଜ, କାର୍ତ୍ତିକ, ଅନିଲ, […]

Read More Text.

 ଆଦିବାସୀ ନାବାଳିକାକୁ ଅସଦାଚରଣ ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

ପୋଲିସ ଓ ମାଜିଷ୍ଟ୍ରଟଙ୍କୁ ପଥର ମାଡ଼, ୩୮ ଜଣଙ୍କୁ ଉଠାଇଲା ପୋଲିସ ବାରିପଦା : ଗୁରୁବାର ଅପରାହ୍ନରେ ମୟୁରଭଞ୍ଜ ଜିଲ୍ଲା  ତିରିଂ ଥାନା ଅନ୍ତର୍ଗତ ଵିଞ୍ଝୁଆ ଗ୍ରାମର ଜନୈକ ନାବାଳିକାକୁ ଜନୈକ ସଂଖ୍ୟାଲଘୁ ଯୁବକର ଅସଦାଚାରଣ ମାମଲା ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ବିଶୋଇ ଥାନା ଅନ୍ତର୍ଗତ ମହୁ ଭଣ୍ଡାର ନିକଟସ୍ଥ ଵାଉତିବେଡା ଗ୍ରାମର ମେଘରାୟ ବାସ୍କେଙ୍କ ନାବାଳିକା ଝିଅ ନିଜ ମାମୁଁଙ୍କ ଵିଞ୍ଝୁଆ ନିକଟସ୍ଥ ସୁନାପୋଷି ରାଜସ୍ଵ ଗ୍ରାମର ଇଛାଘୁଟୁ ପଡାଗ୍ରାମକୁ ଵାହାପର୍ବ ପାଇଁ ଆସିଥିଲେ ।ତେବେ […]

Read More Text.

ବାରିପଦରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୬

ବାରିପଦା : ଜିଲ୍ଲା ଆଇନ ସେବା ପ୍ରାଧ‌ିକରଣ, ମୟୂରଭଞ୍ଜ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଓ ଦୌରାଜଜଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଲୋକ ଅଦାଲତରେ ମୋଟ ୧୨,୫୬୮ ଟି ମାମଲା ମଧ୍ୟରୁ ୪୩୨୧ ଟି ମାମଲାର ଅପୋଷ ବିଚାର ହୋଇ ମୋଟ ୨,୯୪,୮୫,୬୬୬ ଟଙ୍କା ଅଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁଦୀପ୍ତ ଆଚାର୍ଯ୍ୟଙ୍କ […]

Read More Text.

 ସର୍ବଭାରତୀୟ ଦିବାରାତ୍ର ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ମୟୁରଭଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟ: କିସାନ ବ୍ରଦର୍ସ ଚମ୍ପିୟାନ 

ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଜଗନ୍ନାଥ ମିସ୍ତ୍ରୀ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ ୨ୟ ବାର୍ଷିକ ସର୍ବଭାରତୀୟ ଦିବାରାତ୍ର ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ମୟୁରଭଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟ ହଜାର ହଜାର ଦର୍ଶକଙ୍କ ଗହଣରେ ଉଦଯାପିତ ହୋଇଯାଇଛି I ଫାଇନାଲ ମ୍ୟାଚରେ ବାରିପଦାର କିସାନ ବ୍ରଦର୍ସ ଟାଇ ବ୍ରେକର ଜରିଆରେ ୬-୫ ଗୋଲରେ ମୟୁରଭଞ୍ଜର ସାମଡ଼ିହି ଏଫ ସି ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଛି I ଜାତୀୟ ରେଫେରୀ ସନ୍ତୋଷ କୁମାର ରାଉତ, ଦିଲ୍ଲୀପ […]

Read More Text.

ମାର୍ଚ୍ଚ ୧୫ରେ ଶହୀଦ ସ୍ମୃତି ଭବନରେ ପରିବେଷଣ ହେବ ନାଟକ “ମହାସଂଗ୍ରାମର ମହାନାୟକ ବକ୍ସି ଜଗବନ୍ଧୁ” 

ବାରିପଦା : ଭାରତର ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ଓଡ଼ିଆ ବୀର ବକ୍ସି ଜଗବନ୍ଧୁ ଥିଲେ ଅନ୍ୟତମ I ତାଙ୍କର ବୀରତ୍ୱର କାହାଣୀକୁ ନାଟକ ରୂପ ଦେଇଥିଲେ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ I ପ୍ରତିଷ୍ଠିତ ନିର୍ଦ୍ଦେଶକ ଧୀର ମଲ୍ଲିକଙ୍କ ନିର୍ଦ୍ଦେଶନାରେ ଓଡିଶାର ଅଦ୍ଵିତୀୟ ନାଟ୍ୟସଂସ୍ଥା ଶତାବ୍ଦୀର କଳାକାର ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ଚଳିତ ମାସ ୧୫ ତାରିଖରେ ନାଟକ “ମହାସଂଗ୍ରାମର ମହାନାୟକ : ବକ୍ସି ଜଗବନ୍ଧୁ” ପରିବେଷଣ କରିବେ I ବାରିପଦାର “ଆମେ” ନାଟ୍ୟସଂସ୍ଥା ସହଯୋଗରେ […]

Read More Text.

ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରାର ଶୁଭାରମ୍ଭ 

ତିନି ଦିନ ମୟୁରଭଞ୍ଜ ଜିଲ୍ଲା ପରିକ୍ରମା କରିବ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତିରଥ  ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ କଳା ସଂସ୍କୃତି ଐତିହ୍ୟ ଏବଂ ପର୍ଯ୍ୟଟନର ବିକାଶ ପାଇଁ ବଳାଙ୍ଗୀ ମହୋତ୍ସବ କମିଟି ପକ୍ଷରୁ ବିଗତ ନଅ ବର୍ଷ ଧରି ଜିଲ୍ଲାର ଚାରିଗୋଟି  ଉପଖଣ୍ଡର ଅଧିବାସୀଙ୍କ ମଧ୍ୟରେ ସାଂସ୍କୃତିକ ସମନ୍ୱୟ ରକ୍ଷା ଏବଂ ଭାଇଚାରାର ପରମ୍ପରାକୁ ମଜଭୁତ କରିବା ଉଦେଶ୍ୟରେ ଅନୁଷ୍ଠିତ ହୋଇ ଆସୁଥିବା ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା (ବାଇକ ରେଲି ) […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଶିମିଳିପାଳ ଜୈବବିବିଧତା ଉତ୍ସବ

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ସେଣ୍ଟର ଫର୍‌ ଶିମିଳିପାଳ ଷ୍ଟଡ଼ିଜ୍‌ ଓ ଯଶିପୁରସ୍ଥିତ ସେଣ୍ଟର ଫର୍‌ ରିଜିଓନାଲ୍‌ ଏଜୁକେସନ ଫରେଷ୍ଟ ଆଣ୍ଡ୍‌ ଟୁରିଜିମ ଡେଭଲପମେଣ୍ଟ ଏଜେନ୍‌ସି (ସିଆର୍‌ଇଏଫ୍‌ଟିଡିଏ)ର ମିଳିତ ସହଯୋଗରେ ଶିମିଳିପାଳ ଜୈବବିବିଧତା ଉତ୍ସବ ଅବସରରେ ଏକଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଯୋଗଦାନ କରି ନିଜ ବକ୍ତବ୍ୟରେ ଶିମିଳିପାଳର ଜୈବ ବିବିଧତା ଓ ପରିବେଶ ସୁରକ୍ଷାରେ […]

Read More Text.

ଜନଗଣନା -୨୦୨୭ ପାଇଁ କ୍ଷେତ୍ର ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ସମ୍ପନ୍ନ 

ବାରିପଦା : ଜନଗଣନା -୨୦୨୭ ଅନ୍ତର୍ଗତ ଗୃହ ତାଲିକା ଓ ଗୃହ ଜନଗଣନା କାର୍ଯ୍ୟକ୍ରମ ପାଇଁ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୟୁରଭଞ୍ଜ ଜିଲ୍ଲା ସମ୍ମିଳନୀ କକ୍ଷରେ ଆଜି ସଫଳତାର ସମ୍ପନ୍ନ ହୋଇଛି । ଭୁବନେଶ୍ୱର ସ୍ଥିତ ଡାଇରେକ୍ଟୋରେଟ୍ ଅଫ୍ ସେନସସ୍ ଅପରେସନ୍ସ ଓ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି । ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଶିକ୍ଷକମାନଙ୍କୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏହା ଆୟୋଜିତ ହୋଇଛି । ଏହା ମାର୍ଚ୍ଚ ୭ […]

Read More Text.

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ବିବାହ ବନ୍ଧନରେ ବାନ୍ଧି ହେଲେ ୪୩ ଦମ୍ପତି 

ବାରିପଦା : ରାଜ୍ୟ ସରକାରଙ୍କ ସାମାଜିକ କଳ୍ୟାଣମୂଳକ ପଦକ୍ଷେପ ଭାବେ ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଆର୍ଥିକ ଦୁର୍ବଳ ଶ୍ରେଣୀର କନ୍ୟାମାନଙ୍କୁ ବିବାହ ସମୟରେ ସହାୟତା ପ୍ରଦାନ କରି ସମାଜରେ ସାମାଜିକ ସୁରକ୍ଷା ଓ ସମତା ସୃଷ୍ଟି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରୂପେ ପ୍ରମାଣିତ ହେଉଛି। ଏହି ଯୋଜନା ମାଧ୍ୟମରେ ଯୋଗ୍ୟ ହିତାଧିକାରୀ କନ୍ୟାମାନଙ୍କ ବିବାହକୁ ସମୂହ ଭାବେ ସମ୍ପନ୍ନ କରାଯାଇ ସେମାନଙ୍କୁ ଏକ ସୁନ୍ଦର ଓ ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରେରିତ […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଶାସ୍ତ୍ରୀୟ ଭାଷା ଦିବସ ପାଳିତ 

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ତ୍ରୟୋଦଶ ଶାସ୍ତ୍ରୀୟ ଭାଷା ଦିବସ ତଥା ପରିଷଦର ସପ୍ତମ ବାର୍ଷିକ ଉତ୍ସବ ସ୍ନାକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି। ଏହି ସମାରୋହରେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ପ୍ରତ୍ୟେକ ଓଡ଼ିଆ ପାଇଁ ଏହି ଶାସ୍ତ୍ରୀୟ ଭାଷା ଦିବସ କିପରି ଗୌରବମୟ ସେ […]

Read More Text.