Img 20251212 wa0209

ଏମ୍ଏସସିବି ୟୁନିଭାର୍ସିଟିରେ ସୁସଂଗଠିତ ଓରିଏଣ୍ଟେସନ କାର୍ଯ୍ୟକ୍ରମ 

ବାରିପଦା : ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ ର ମଲ୍ଟି-ଡିସିପ୍ଲିନାରୀ ରିସର୍ଚ୍ ୟୁନିଟ୍ (ଏମ୍‌.ଆର୍‌.ୟୁ) ଦ୍ୱାରା ୧୧ ଡିସେମ୍ବର ୨୦୨୫ ତାରିଖରେ ଏକ ସୁସଂଗଠିତ ଓରିଏଣ୍ଟେସନ୍ କାର୍ୟକ୍ରମ “ଇପିଡିମିଓଲଜିକାଲ୍ ଆସେସମେଣ୍ଟ ଅଫ୍ ପ୍ରିଡାୟାବେଟିସ୍ ଆଣ୍ଡ୍ ଡାୟାବେଟିସ୍ ଥ୍ରୁ ସ୍କ୍ରିନିଙ୍ଗ୍ ପ୍ରୋଗ୍ରାମ୍ସ୍ ଇନ୍ କଲେଜ୍ ଆଣ୍ଡ୍ ୟୁନିଭର୍ସିଟି ଷ୍ଟୁଡେଣ୍ଟସ୍ ଅଫ୍ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ” ବିଷୟରେ, ଏମ୍‌.ଏସ୍‌.ସି.ବି ୟୁନିଭର୍ସିଟି, ବାରିପଦାର କନଭେନସନ୍ ହଲ୍‌ରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଏସ୍‌.ସି.ବି. ମେଡିକାଲ୍ କଲେଜର […]

Read More Text.
Img 20251212 wa0214

ସର୍ବଭାରତୀୟ ଟି-ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ; ସେମିରେ କୋଲକାତା ଓ ସମ୍ବଲପୁର 

ବାରିପଦା : ସ୍ଥାନୀୟ ପ୍ରଫୁଲ୍ଲନଗର ସ୍ଥିତ ଲେଟ କଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଟି – ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟର ୩ୟ ଦିନର ୧ମ ମ୍ୟାଚରେ କୋଲକାତାର ଏଲ ଆର ଏସ ଟିମ ୮ ଉଇକେଟରେ ବିଶାଖାପାଟନମର ଇଷ୍ଟ କୋଷ୍ଟ ରେଲୱେକୁ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଇଷ୍ଟ କୋଷ୍ଟ ରେଲୱେ ୧୮ ଓଭରରେ ୮ ଉଇକେଟ ହରାଇ ୧୩୧ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ କିଶୋର କୁମାର ସର୍ବାଧିକ […]

Read More Text.
Img 20251212 wa0225

ସିଭିଲ ସର୍ଭିସ ଆଶାୟୀ ଶିକ୍ଷିତ ଆଦିବାସୀଙ୍କ ପାଇଁ ମାଗଣା କୋଚିଂ

ବାରିପଦା: ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି ଆଦିବାସୀ ପିଲାଙ୍କ ଆଇ.ଏ.ଏସ. /ଓ.ଏ.ଏସ. ହେବାର ସ୍ୱପ୍ନ । ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏକ ଅଭିନବ ପ୍ରୟାସ ଆସ୍ପାୟର ଯୋଜନା ମାଧ୍ୟମରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ବାରିପଦା ପକ୍ଷରୁ ମାଗଣା କୋଚିଂ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏଠାରେ ପଞ୍ଜୀକୃତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଭାରତୀୟ ପ୍ରଶାସନିକ /ଓଡିଶା ପ୍ରଶାସନିକ ପରୀକ୍ଷାରେ ସଫଳ ହେବା ପାଇଁ ଭୁବନେଶ୍ୱରସ୍ଥିତ ସିଭିଲ ସର୍ଭିସ କୋଚିଂ ଅନୁଷ୍ଠାନ ଶୁଭ୍ରା […]

Read More Text.
Img 20251212 wa0222

ଜିଲ୍ଲାସ୍ତରୀୟ ସାର୍ବଜନୀନ ସ୍ବାସ୍ଥ୍ୟସେବା ଦିବସ-୨୦୨୫

ବାରିପଦା : ଆଜି ଜିଲ୍ଲା ସରକାରୀ ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରରେ ଥିବା ସମ୍ମିଳନୀ କକ୍ଷରେ ଜିଲ୍ଲା ଅଣସଂକ୍ରମକ ରୋଗର ସ୍ୱାସ୍ଥ୍ୟ ଅଧିକାରୀ   ଡାକ୍ତର ଜ୍ଞାନରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ  ସାର୍ବଜନୀନ ସ୍ବାସ୍ଥ୍ୟସେବା ଦିବସ-୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ବୈଠକରେ ବାରିପଦା ଏ.ଏନ.ଏମ  ତାଲିମ କେନ୍ଦ୍ରର ଭାରପ୍ରାପ୍ତ ଅଧ୍ୟକ୍ଷା ଭାରତୀ ଆରୁଖ, ଜିଲ୍ଲା  ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧନୁରାମ ମୁର୍ମୁ ,ତାଲିମ କେନ୍ଦ୍ରର ପ୍ରଶିକ୍ଷୀକା ଏବଂ ଏ ଏନ ଏମ ଛାତ୍ରୀ […]

Read More Text.
Img 20251212 wa0203

ମୟୂରଭଞ୍ଜ ଫଳ ଓ ପନିପରିବା କୃଷକ ଉତ୍ପାଦକ କମ୍ପାନୀ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର 

ବାରିପଦା : ଆଜି ସ୍ଥାନୀୟ ମୁର୍ଗାବାଡି ସ୍ଥିତ ପ୍ରୟାସ ହଲ ପରିସର ଠାରେ ଓରମାସ ପରିଚାଳିତ ମୟୂରଭଞ୍ଜ ଫଳ ଓ ପନିପରିବା କୃଷକ ଉତ୍ପାଦକ କମ୍ପାନୀ ତରଫରୁ ଦ୍ଵିତୀୟ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ରକ୍ତଦାନ ଶିବିରକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ବର୍ତମାନର ପରିବର୍ତ୍ତିତ ସମୟରେ ଥାଲସେମିଆ, ସିକିଲସେଲ ଭଳି ଦୂରାରୋଗ୍ୟ ତଥା ଆକସ୍ମିକ ଦୁର୍ଘଟଣା ପାଇଁ […]

Read More Text.

ଶିକ୍ଷୟିତ୍ରୀଙ୍କ ବଦଳି ଦାବି ଜୋର ଧରିଲା

ଆଗରପଡ଼ା: ବନ୍ତ ବ୍ଲକ ଚାରିଗାଁ ପଂଚାୟତ ଅନ୍ତର୍ଗତ ବାଲିପୋଖରୀ ସରକାରୀ ହାଇସ୍କୁଲ,ତେଲନଟୀର ଜନୈକା ସହକାରୀ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି ପାଇଁ ଗ୍ରାମବାସୀ, ଏସଏମଡିସି ଓ ଆଲୁମିନି ସଭ୍ୟ ସଭ୍ୟା ମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିିଥିବା ଜଣାପଡ଼ିଛି । ସଂପୃକ୍ତ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା, ପାଠପଢ଼ା କ୍ଷେତ୍ରରେ ପାତରଅନ୍ତର ନୀତି ଅବଲମ୍ବନ କରିବା, ଏସଏମଡିସି ଓ ଏସଏମସି ବୈଠକରେ ଅଶୋଭନୀୟ କଥାବାର୍ତ୍ତା କରିବା, ସ୍କୁଲକୁ ଠିକ୍ ସମୟରେ ନ […]

Read More Text.
Photo for the news of shreemaa aurobindo

ଶ୍ରୀଅରବିନ୍ଦ ସାଧନା ପୀଠ ଟ୍ରଷ୍ଟର ବାର୍ଷିକୋତ୍ସବ

ଆଗରପଡ଼ା: ଆଗରପଡ଼ା ସ୍ଥିତ ଶ୍ରୀଅରବିନ୍ଦ ସାଧନା ପୀଠ ଟ୍ରଷ୍ଟର ୧୭ତମ ବାର୍ଷିକ ଉତ୍ସବ ଟ୍ରଷ୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ୯ଘଟିକା ସମୟରେ ମାତୃପତାକା ଉତ୍ତୋଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଦୁର୍ଗା ସ୍ତୋତ୍ର,ମା’ ପୁସ୍ତକ ପଠନ,ଧ୍ୟାନ ଓ ପ୍ରାର୍ଥନା ପରିଚାଳକ ବିଭୁତି ଭାଇ ବାରିପଦାଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲଶ । ମଦନ ମୋହନ ଦାଶ ସାବିତ୍ରୀ ପାଠ କରିଥିଲେ । ଅନ୍ନପୂର୍ଣ୍ଣା ପଣ୍ଡା ଟ୍ରଷ୍ଟ ତରଫରୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । […]

Read More Text.
Photo for the news of asa school jiba

‘ଆସ ସ୍କୁଲ ଯିବା’ ସଚେତନତା ଅଭିଯାନ

ଆଗରପଡ଼ା: ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ନରାଜପୁର କ୍ଲଷ୍ଟର ଅନ୍ତର୍ଗତ କୁଆଁଶମଢିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବା ସଚେତନତା ଅଭିଯାନ ଓ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି । ସିଆରସିସି ପ୍ରଦୀପ ପଲାଇଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡ଼ମହିଁଷଗୋଠ ପଂଚାୟତ ସରପଂଚ ବିନୋଦିନୀ ମହାନ୍ତି ଯୋଗଦେଇ ଉକ୍ତ ସଭାକୁ ଉଦ୍‌ଘାଟନ କରିଥିବା ବେଳେ କୁଆଁଶମଢିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାନ୍ତି,ଟିକିରା ଉନ୍ନିତ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅମରେନ୍ଦ୍ର ଦାଶ,ନରାଜପୁର […]

Read More Text.

ବାଇକ ସ୍କୁଟି ମୁହାଁମୁହିଁ: ୩ ମୃତ ୨ ଗୁରୁତର

ପାଟଣା: ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଚାନ୍ଦପଶି-ପଣ୍ଡାପଡ଼ା ରାସ୍ତାରେ ସାରୁପାଟ ନିକଟରେ ଗୋଟିଏ ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ୱୟ ପଣ୍ଡାପଡ଼ା ଥାନା ଅଞ୍ଚଳ ବଳଭଦ୍ରପୁର ଗ୍ରାମର ହିରଣ୍ୟ ନାଏକ ଙ୍କ ପୁଅ ରାଜା ନାଏକ(ଦିଲୁ )ଓ ଏହି ଥାନା ଅନ୍ତର୍ଗତ ଅସନବାହାଳି ଗ୍ରାମର ବୈରାଗୀ ନାଏକ […]

Read More Text.

ସଂସଦରେ ଟସର ଉନ୍ନତିକରଣ ପ୍ରସଙ୍ଗ ଉଠାଇଥିଲେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା

ଯାଜପୁର : ସଂସଦରେ ଯାଜପୁର ଜିଲ୍ଲା ବୁଣାକାରଙ୍କ ପ୍ରସଙ୍ଗ ଉଠାଇଲେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା । ‘Zero Hour’ ରେ ଯାଜପୁର ଜିଲ୍ଲାର ବୁଣାକାରଙ୍କ ଗାଁ ଭାବେ ପରିଚିତ ଗୋପାଳପୁରର ବୁଣାକାର ଓ ସୁକିନ୍ଦାର ଟସର ଉନ୍ନତିକରଣ ପ୍ରସଙ୍ଗ ଉଠାଇଥିଲେ ସାଂସଦ । ଯାଜପୁର ଜିଲ୍ଲା କେବଳ ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ର ଓ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ କ୍ଷେତ୍ର ପାଇଁ ପ୍ରସିଦ୍ଧ ନୁହେଁ । ଏହା ମଧ୍ୟ ଟସର ଶିଳ୍ପ ଓ ଶାଢ଼ୀ ପାଇଁ ଦେଶ […]

Read More Text.