ସାଉଦି ଆରବରେ ବସରେ ଲାଗିଗଲା ନିଆଁ, ୪୨ ଭାରତୀୟ ମୃତ !
ସାଉଦି ଆରବ: ସାଉଦି ଆରବରେ ବଡ଼ ଅଘଟଣ । ସାଉଦି ଆରବ ମଦିନାରେ ଦୁର୍ଘଟଣାରେ ଜଳିଗଲା ବସ୍ । ଏଥିରେ ୪୨ ଭାରତୀୟଙ୍କ ମୃତ୍ଯୁ ହୋଇଛି । ଡିଜେଲ ଟ୍ୟାଙ୍କର ସହିତ ବସ୍ ଧକ୍କା ହେବାରୁ ଜଳିଗଲା ବସ୍ । ଏମାନେ ମକ୍କାରୁ ମଦିନା ଯାଉଥିବା ବେଳେ ବସ ଦୁର୍ଘଟଣାର ଶିକାର ହୋଇଥିଲା । ସମସ୍ତ ମୃତକ ତେଲଙ୍ଗାନାର ହୋଇଥିବା ଜଣାପଡିଛି । ଖବର ମୁତାବକ, ସାଉଦି ଆରବ ମକ୍କାରୁ ମଦିନା ଯାଉଥିବା ବସ୍ ଡିଜେଲ ଟ୍ୟାଙ୍କର ସହିତ […]
Read More Text.