ଇଣ୍ଡିଗୋର ୯୦୦ରୁ ଅଧିକ ଉଡ଼ାଣ ବାତିଲ, ବିଭିନ୍ନ ଏୟାରପୋର୍ଟରେ ଉତ୍ତେଜନା
ନୂଆଦିଲ୍ଲୀ : ଦେଶର ସବୁଠୁ ବଡ଼ ଏୟାରଲାଇନ୍ ଇଣ୍ଡିଗୋ ଏବେ ସଙ୍କଟ ଦେଇ ଗତି କରୁଛି । ବିଗତ ୪ ଦିନ ହେଲାଣି ବିମାନ ଉଡ଼ାଣ ଲଗାତାର ବିଳମ୍ବ ଏବଂ ବାତିଲ ହେବା ଯୋଗୁଁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ଗୁରୁବାର ଦିନ ୫୫୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଛି । ଏଥିରେ ଦିଲ୍ଲୀ, ହାଇଦ୍ରାବାଦ, ଗୋଆ ଏବଂ ମୁମ୍ବାଇ ଭଳି ଏୟାରପୋର୍ଟରେ ହଙ୍ଗାମା ସ୍ଥିତି ରହିଛି । ଫେବ୍ରୁଆରୀ ୧୦ ସୁଦ୍ଧା ସମସ୍ତ ସଙ୍କଟ ଦୂର […]
Read More Text.