ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ସମ୍ପର୍କ ଛିନ୍ନ କଲା ଆମେରିକା
ଆମେରିକା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ବାହାରିଲା ଆମେରିକା । ଏନେଇ ଆମେରିକା ଘୋଷଣା କରିଛି । ଏବେ ଏହି ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ସଂସ୍ଥାରେ ଆମେରିକାର ସଦସ୍ୟତା ସମ୍ପୂର୍ଣ୍ଣ ରୂପେ ସମାପ୍ତ ହୋଇଯାଇଛି । ଟ୍ରମ୍ପ ପ୍ରଶାସନ କହିଛନ୍ତି ଯେ ଏହି ପଦକ୍ଷେପ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରଥମ ଦିନରେ କରାଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରୁଛି । ଏକ ଯୁଗ୍ମ ବିବୃତ୍ତିରେ ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ରବର୍ଟ ଏଫ. କେନେଡି ଜୁନିୟର […]
Read More Text.