Images

ଡିପଫେକ୍-AI କଣ୍ଟେଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ; ୨୦ରୁ ନୂଆ ନିୟମ

ନୂଆଦିଲ୍ଲୀ: ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏଆଇ ଦ୍ୱାରା ସୃଷ୍ଟି ହେଉଥିବା ନକଲି ଏବଂ ଭ୍ରମାତ୍ମକ ବିଷୟବସ୍ତୁକୁ ରୋକିବା ପାଇଁ କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟସ୍ଥି ମାର୍ଗଦର୍ଶିକା ଏବଂ ଡିଜିଟାଲ୍ ମିଡିଆ ନୀତିଶାସ୍ତ୍ର କୋଡ୍) ନିୟମ, ୨୦୨୧ରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ନୂତନ ସଂଶୋଧନଗୁଡ଼ିକ ଫେବୃଆରୀ ୨୦ରୁ କାର‌୍ୟ୍ୟକାରୀ ହେବ। ଏହି ପରିବର୍ତ୍ତନଗୁଡ଼ିକ ଡିପଫେକ୍ ଏବଂ ଏଆଇ-ଜାତ ବିଷୟବସ୍ତୁ ସମ୍ପର୍କରେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପ୍ଲାଟଫର୍ମ ଗୁଡ଼ିକର ଦାୟିତ୍ୱକୁ ଯଥେଷ୍ଟ […]

Read More Text.
5 6 e1770743161613 300x176

ବାବ୍ରି ମସଜିଦ୍‌ ପୁନଃନିର୍ମାଣ କଦାପି ହେବ ନାହିଁ: ଯୋଗୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ବୟାନ । ଯୋଗୀ କହିଛନ୍ତି ଯେ ସେ ବିଚାର ଦିନ ପର୍ଯ୍ୟନ୍ତ ବାବ୍ରି ଢାଞ୍ଚାକୁ ପୁନଃନିର୍ମାଣ କରିବାକୁ ଦେବେ ନାହିଁ । ଉତ୍ତର ପ୍ରଦେଶର ବାରବାଙ୍କିରେ ଏକ କାର୍ଯ୍ୟକ୍ରମରେ ଯୋଗୀ କହିଛନ୍ତି ‘ଆମେ ଆମର ଐତିହ୍ୟକୁ ସମ୍ମାନ କରିବୁ, ଯେପରି ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ କରିଥିଲେ ଏବଂ ସନାତନ ଧମର୍କୁ ସମ୍ମାନ ଜଣାଇ ଶ୍ରୀରାମ ମନ୍ଦିରରେ ଏକ ଗେରୁଆ ପତାକା ଉତ୍ତୋଳନ କରିଥିଲେ । ଏହି ଗେରୁଆ ପତାକା […]

Read More Text.
Punjab

ଆଇନ କଲେଜରେ ଗୁଳିକାଣ୍ଡ, ଛାତ୍ରୀ ମୃତ

ପଞ୍ଜାବ : ଆଇନ କଲେଜରେ କ୍ରାଇମ । ପଞ୍ଜାବ ତରନତାରନ ଜିଲ୍ଳାର ଉସମା ଆଇନ କଲେଜରେ ଗୁଳିକାଣ୍ଡ । କ୍ଲାସରୁମ୍ ଭିତରେ ସହପାଠୀ ଛାତ୍ରୀଙ୍କୁ ଗୁଳିମାଡ଼ । ସହପାଠୀ ଛାତ୍ରର ଗୁଳିମାଡ଼ରେ ଜଣେ ଛାତ୍ରୀ ମୃତ । ଗୁଳିମାଡ଼ ପରେ ଅଭିଯୁକ୍ତ ନିଜକୁ ଗୁଳି କରି ଜୀବନ ଶେଷ କରିବାକୁ ଉଦ୍ୟମ କରିଥିଲେ । ଅଭିଯୁକ୍ତ ଛାତ୍ର ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛି । ଗୁଳି କରିଥିବା ଛାତ୍ରର ନାଁ ପ୍ରିନ୍ସ ରାଜ । ମୃତ ଛାତ୍ରୀଙ୍କ […]

Read More Text.
Omm birla

ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିରୋଧୀ !

ନୂଆଦିଲ୍ଲୀ : ବିରୋଧୀ ଦଳ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି । ବିପକ୍ଷ ଦଳ ଏଥିପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି । ଲୋକସଭାରେ ଜାରି ରହିଛି ପ୍ରବଳ ହଟ୍ଟଗୋଳ । ବିରୋଧୀଙ୍କୁ ଗୃହରେ କହିବାକୁ ସୁଯୋଗ ମିଳୁନଥିବାର ପ୍ରବଳ ହୋହଲ୍ଲାରେ ଗୃହ କାର୍ଯ୍ୟ ଚାଲିପାରୁନି । ଲୋକସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିବା ପାଇଁ ଅତି କମରେ ୫୦ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ । ପ୍ରସ୍ତାବ ପାଇଁ ୧୪ […]

Read More Text.

ନାଇଜେରିଆରେ ସଡକ ଦୁର୍ଘଟଣା, ୩୦ ମୃତ

ନାଇଜେରିଆ: ନାଇଜେରିଆରେ ଘଟିଛି ବଡ଼ ସଡକ ଦୁର୍ଘଟଣା । ଏହି ସଡକ ଦୁର୍ଘଟଣାରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାରୀମାନେ କହିଛନ୍ତି ଯେ ଅସାବଧାନତା ଗାଡି ଚାଳନା ଯୋଗୁଁ ଯାତ୍ରୀ ଭର୍ତ୍ତି ଏକ ଟ୍ରକ ନିୟନ୍ତ୍ରଣ ବାହାରକୁ ଯାଇ ହାଇୱେରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । କାନୋର ଗେଜାୱା ସ୍ଥାନୀୟ ସରକାରୀ କ୍ଷେତ୍ରର କ୍ୱାନାର ବାର୍ଡେ ସହରରେ ଏହି ଦୁର୍ଘଟଣା ଘଟିଛି । ଏକ […]

Read More Text.
Raffel

ବାୟୁସେନାରେ ସାମିଲ ହେବ ଆଉ ୧୧୪ ରାଫେଲ୍

ନୂଆଦିଲ୍ଲୀ: ଭାରତ ଏହାର ସୁରକ୍ଷା ଏବଂ ବାୟୁସେନାକୁ ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଭାରତୀୟ ବାୟୁସେନା ପାଇଁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବାୟୁସେନା ଏହି ପ୍ରସ୍ତାବ ଉପରେ ନିରନ୍ତର ଆଲୋଚନା କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଭାରତ ଗସ୍ତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଏକ ବୈଠକ […]

Read More Text.
Indian student

ଋଷିଆରେ ୪ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ଋଷିଆ : ଋଷିଆରେ ଭାରତୀୟ ଛାତ୍ରଙ୍କୁ ମାରାଣାସ୍ତ୍ରରେ ଆକ୍ରମଣ ହୋଇଛି । ମେଡିକାଲ କଲେଜ ହଷ୍ଟେଲରେ ପଶି ଏହି ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ୪ଜଣ ଭାରତୀୟ ଛାତ୍ର ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ମାମଲାରେ ଜଣେ ୧୫ ବର୍ଷୀୟ ଆକ୍ରମଣକାରୀଙ୍କୁ ଗିରଫ କରିଛି ଋଷ ପୋଲିସ । ସୂଚନାନୁଯାୟୀ, ଗତକାଲି ଋଷିଆର ଉଫା ସ୍ଥିତ ଷ୍ଟେଟ୍ ମେଡିକାଲ ବିଶ୍ୱବିଦ୍ୟାଳୟର ଏକ ହଷ୍ଟେଲରେ ଏ ଅଭାବନୀୟ ଘଟଣା ଘଟିଛି […]

Read More Text.
Kota building

କୋଠା ଭୁଶୁଡି ୨ ମୃତ, ବହୁ ଲୋକ ଫସି ରହିଥିବା ଆଶଙ୍କା

କୋଟା: ରାଜସ୍ଥାନର କୋଟା ଜିଲ୍ଲାର ଜବାହାର ନଗର ଥାନା ଅଞ୍ଚଳର ତାଳୱାଣ୍ଡି ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ିପଡ଼ିଛି । ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇରହିଥିବା ଜଣାପଡୁଛି । ଏହି କୋଠାର ଉପର ମହଲାରେ କାମ ଚାଲିଥିଲାବେଳେ ଏପରି ଘଟଣା ଘଟିଥିବା ସୂଚନା ମିଳୁଛି । କୋଠା ଭୁଶୁଡ଼ିବା ସମୟରେ କେତେ ଲୋକ କାମ କରୁଥିଲବେଳେ ଆଉ କେତେକ ଲୋକ ସେଠାରେ ଥିବା ଏକ ଦୋକାନ ଭିତରେ […]

Read More Text.
Nnnn e1770481700557 300x168

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି : ଔଷଧ, ହୀରା ଓ ଅନେକ କୃଷି ଉତ୍ପାଦ ଉପରେ ୦% ଟାରିଫ ଘଷଣା

ନୂଆଦିଲ୍ଲୀ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ଢାଞ୍ଚା ପ୍ରକାଶ ପାଇଛି। ଗତକାଲି ବିଳମ୍ବିତ ରାତିରେ ଆମେରିକା ଏବଂ ଭାରତ ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି। ପୀୟୁଷ ଗୋଏଲ କହିଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ପ୍ରତିବର୍ଷ ୫୦୦ ବିଲିୟନ ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟ ହାସଲ କରିବା ଲକ୍ଷ୍ୟ ଥିଲା। ଏହି ଲକ୍ଷ୍ୟ ହାସଲ […]

Read More Text.
Sudan

ସୁଦାନର ପାରାମିଲିଟ୍ରି ଗ୍ରୁପ ଉପରେ ଆକ୍ରମଣ, ୨୪ ମୃତ

ସୁଦାନ : ସୁଦାନର ଲୋକପ୍ରିୟ ପାରାମିଲିଟ୍ରି ଗ୍ରୁପ ରାପିଡ ସପୋର୍ଟ ଫୋର୍ସେସ ମଧ୍ୟ ସୁଦାନ ଉପରେ ବଡ଼ ଆକ୍ରମଣ କରିଛି । ଆଜି ଶନିବାରରେ ମଧ୍ୟ ସୁଦାନରେ ବିସ୍ଥାପିତ ପରିବାରକୁ ନେଇ ଯାଉଥିବା ଏକ ଗାଡ଼ି ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଅତିକମରେ ୨୪ ଜଣଙ୍କ ଜୀବନ ଚାଲିଯାଇଥିବା ଆଶଙ୍କା କରାଯାଉଛି । ଦେଶରେ ଚାଲିଥିବା ଯୁଦ୍ଧ ବେଳେ ବିସ୍ଥାପିତ ଲୋକଙ୍କୁ ନେଇ ଯାଉଥିବା ଏକ ଗାଡି ଉପରେ ଆକ୍ରମଣ କରାଯାଇଛି । ଗାଡ଼ିରେ ଲୋକଙ୍କ […]

Read More Text.