ନଦୀକୁ ଡେଇଁ ପ୍ରାଣ ହରାଇଲେ ଇଞ୍ଜିନିୟର ପରିବାର
ଆନ୍ଧ୍ରପ୍ରଦେଶ : ନଈକୁ ଡେଇଁଲେ ଇଞ୍ଜିନିୟର ପରିବାର । ଆନ୍ଧ୍ରପ୍ରଦେଶରେ ଦୁଃଖଦ ଘଟଣା । ଜଣେ ଇଞ୍ଜିନିୟରଙ୍କ ପୂରା ପରିବାର ନଦୀକୁ ଡେଇଁ ପ୍ରାଣ ହରାଇଛନ୍ତି । ପଞ୍ଚାୟତିରାଜ ଆସିଷ୍ଟାଣ୍ଟ ଇଂଜିନିୟର, ତାଙ୍କ ପତ୍ନୀ, ଝିଅ ଓ ଝିଅର ପୁଅ ନାତି ଗୋଦାବରୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ରାଜମହେନ୍ଦ୍ରବରମରେ ଗତ ୧୭ ତାରିଖରେ ଏକ ରେଳ ବ୍ରିଜ୍ ଉପରୁ ନଦୀକୁ ଡେଇଁଥିଲେ ପରିବାର । ସୁଇସାଇଡ୍ ନୋଟରେ ଆତ୍ମହ୍ୟା ପାଇଁ ରାଇଫଲ୍ ସୁଟିଂ କୋଚ୍ ଙ୍କୁ […]
Read More Text.