ଠକେଇ ମାମଲା: ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ
ନୂଆଦିଲ୍ଲୀ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି ରାଜସ୍ଥାନ ପୁଲିସ। ୩୦ କୋଟି ଠକେଇ ମାମଲାରେ ତାଙ୍କ ସମେତ ୮ ଜଣଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ହୋଇଥିବାବେଳେ ପୁଲିସ ରବିବାର ବିକ୍ରମଙ୍କୁ ଗିରଫ କରିଛି। ରାଜସ୍ଥାନ ପୁଲିସ ଏବଂ ମୁମ୍ବଇ ପୁଲିସ ମିଳିତ ଭାବେ ଚଢ଼ାଉ କରି ତାଙ୍କ ଶାଳୀ ଘରୁ ତାଙ୍କୁ ଗିରଫ କରିଛି। ବାନ୍ଦ୍ରା କୋର୍ଟରୁ ଟ୍ରାନଜିତ ରିମାଣ୍ଡ ଅନୁମତି ମିଳିବା ପରେ ରାଜସ୍ଥାନ ପୁଲିସ ବ୍ରିକମଙ୍କୁ ନିଜ ସାଥୀରେ […]
Read More Text.