୩୫ ଦିନ ମଧ୍ୟରେ ବୁକିଂ ହେବ LPG ସିଲିଣ୍ଡର, ନିୟମ ପରିବର୍ତ୍ତନ ନେଇ ବିବୃତ୍ତି ଜାରି କଲେ ସରକାର
ନୂଆଦିଲ୍ଲୀ : LPG ସିଲିଣ୍ଡର ବୁକିଂ ସମ୍ପର୍କରେ ଏକ ନୂଆ ଖବର ପ୍ରକାଶ ପାଉଛି । ଯାହାକୁ ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି ସରକାର । ବିଭିନ୍ନ ଲୋକଙ୍କୁ ଗ୍ୟାସ ବୁକିଂ ପାଇଁ ବିଭିନ୍ନ ସମୟ ଅପେକ୍ଷା କରିବାକୁ ପଡିବ । ଯାହାର ଖବର ସୋସିଆଲ ମିଡିଆରୁ ସୂଚନା ମିଳିଛି । କିନ୍ତୁ ଏନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଅଧୀନରେ ଥିବା ଲୋକମାନଙ୍କୁ ୪୫ ଦିନ ଅପେକ୍ଷା କରିବାକୁ […]
Read More Text.